Latest Odisha News

BREAKING NEWS

Browsing Category

ଖେଳ

ଏତେ ସହଜ ନୁହେଁ ଅଲିମ୍ପିକ ଆୟୋଜନ କରିବା, କୋଟି କୋଟି ଡଲାରର କ୍ଷତି ସହିବାକୁ ପଡେ

ବିଶ୍ୱର କ୍ରୀଡା ମହାକୁମ୍ଭ ଆୟୋଜନ କରିବା ଓ ଏଥିରେ ଅଂଶଗ୍ରହଣ କରି ପଦକ ଜିତିବା ସମସ୍ତ ଦେଶ ଆଶା କରିଥାନ୍ତି । ଭାରତ ଏବେ ଏହି ସ୍ୱପ୍ନ ଦେଖିବା ଆରମ୍ଭ କରିଛି । ତେବେ ଅଲିମ୍ପିକ୍ସ ଆୟୋଜନ କରିବା ଏତେଟା ସହଜ କଥା ନୁହେଁ । କାଁ ଭାଁ ବ୍ୟତୀକ୍ରମ ବ୍ୟତୀତ ଅଲିମ୍ପିକ୍ସ ୧୮୯୬ରୁ ୪ ବର୍ଷ…

ସର୍ବକାଳୀନ ମହାନ ଅଲିମ୍ପିକ କିମ୍ବଦନ୍ତୀ

ଅଲିମ୍ପିକ୍ସ ଇତିହାସରେ ଅନେକ ମହାନ କ୍ରୀଡାବିତ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି । ଜିତିଛନ୍ତି ଏକାଧିକ ପଦକ । ସୃଷ୍ଟି କରିଛନ୍ତି ନୂଆ ରେକର୍ଡ । ଅଲିମ୍ପିକ୍ସର ସର୍ବକାଳୀନ ମହାନ କ୍ରୀଡାବିତଙ୍କ କୃତିତ୍ୱ ଅବିସ୍ମରଣୀୟ । ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲ୍ପସ୍ ଅଲିମ୍ପିକ୍ସ ସନ୍ତରଣରେ…

କ୍ରିକେଟର ରିଙ୍କୁ ସିଂଙ୍କୁ ୬ ଥର କାମୁଡିଛି ମାଙ୍କଡ

ମୁମ୍ବାଇ: ଫତେପୁରର ବିକାଶ ଦୁବେଙ୍କ ଘଟଣା ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ବିକାଶ କହିଛନ୍ତି ଯେ, ୪୦ ଦିନ ମଧ୍ୟରେ ତାଙ୍କୁ ୭ ଥର ସାପ କାମୁଡିଛି । ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ ସହ ଏ ଭଳି ଘଟଣା ଘଟିଛି ବୋଲି ସେ କହିଛନ୍ତି । ଭାରତର ଏହି ବିସ୍ଫୋରକ…

ପ୍ୟାରିସ ଅଲିମ୍ପିକ୍ସ: ସୁରକ୍ଷା ପାଇଁ ନିୟୋଜିତ ହେବେ ଭାରତର କେ୯ କୁକୁର

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ପାଇଁ ଫ୍ରାନ୍ସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଏବେ ଫ୍ରାନ୍ସ ପକ୍ଷରୁ ଭାରତକୁ ସୁରକ୍ଷା ନେଇ ଏକ ବିଶେଷ ଅନୁରୋଧ କରାଯାଇଛି । ଭାରତୀୟ ସୁରକ୍ଷା ବଳରେ ପ୍ରଶିକ୍ଷିତ କେ୯ କୁକୁରକୁ ପଠାଇବା କୁହାଯାଇଛି ।…

କୋଚିଂ ଷ୍ଟାଫ ନେଇ ଗମ୍ଭୀରଙ୍କ ପ୍ରସ୍ତାବକୁ ଗ୍ରହଣ କରୁନି ବିସିସିଆଇ, ୫ଜଣଙ୍କ ମଧ୍ୟରୁ ଜଣଙ୍କୁ ମିିଳିଲା ସବୁଜ ସଙ୍କେତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୌତମ ଗମ୍ଭୀରଙ୍କୁ ସିନିୟର ପୁରୁଷ ଟିମର କୋଚ ନିଯୁକ୍ତ କରିଛି । ଏବେ ସହଯୋଗୀ ଷ୍ଟାଫଙ୍କୁ ଚୟନ କରାଯିବା ବାକି ରହିଛି । ରିପୋର୍ଟ ମୁତାବକ ଗମ୍ଭୀର ଏଥିପାଇଁ ୫ଜଣଙ୍କ ନାମ ସୁପାରିଶ କରିଥିଲେ । ବିସିସିଆଇ କେବଳ ଜଣଙ୍କ ନାମରେ ମୋହର ମାରିଥିବା…

ଆସନ୍ତୁ ଜାଣିବା କଣ ପାଇଁ କ୍ଷମା ମାଗିଲେ ହରଭଜନ

ନୂଆଦିଲ୍ଲୀ: ପୂର୍ବ କ୍ରିକେଟର ହରଭଜନ ସିଂ, ସୁରେଶ ରାଇନା, ଯୁବରାଜ ସିଂ ଓ ଗୁରକୀରଟ ମାନଙ୍କ ବିରୋଧରେ ଦିବ୍ୟାଙ୍ଗଙ୍କୁ ଅପମାନ କରିବା ନେଇ ଦିଲ୍ଲୀର ଏକ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିଲା । ନ୍ୟାଶନାଲ ସେଂଟର ଫର ପ୍ରମୋଶନ ଅଫ ଏମ୍ପପ୍ଲୟେମେଂଟ ଫର ଡିସଏବଲ୍ଡ ପୀପୁଲର ନିର୍ଦ୍ଦେଶକ ଅରମାନ…

ତାରକା ଆଥଲେଟଙ୍କ ଅଲିମ୍ପିକ ବିଫଳତା

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଇତିହାସରେ ବହୁ ନାମୀଦାମୀ ଆଥଲେଟ ଫେଲ୍ ମାରିଛନ୍ତି । ଖ୍ୟାତି ମୁତାବକ ପ୍ରଦର୍ଶନ କରିପାରିନାହାନ୍ତି । ଆଉ କିଛି ଫେରିଛନ୍ତି ରିକ୍ତ ହସ୍ତରେ । ଅନ୍ୟ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ମଧ୍ୟ ଅନେକ କିମ୍ବଦନ୍ତୀ ଆଥଲେଟ ଅଲିମ୍ପିକ୍ସରେ…

ପାଣ୍ଡ୍ୟାଙ୍କ ଉପରେ ଭାରି ପଡିବେ ସୂର୍ଯ୍ୟ ?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ବିଜୟ ପରେ ଏହି ଫର୍ମାଟରୁ ଅବସର ନେଇଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲୀ । ଟିମ୍ ଇଣ୍ଡିଆରେ ରୋହିତ ଓ କୋହଲୀଙ୍କ ସ୍ଥାନ ପାଇଁ ମଧ୍ୟ ନୂଆ ଦାବିଦାର ବାହାରିଲେଣି । ଏଥିସହିତ ରୋହିତଙ୍କ ପରେ ହ୍ୱାଇଟ ବଲ କ୍ରିକେଟର ଛୋଟ ଫର୍ମାଟରେ ଟିମ୍ ଇଣ୍ଡିଆର ନୂଆ କ୍ୟାପଟେନ…

ଭାରତରେ ଅଣଦେଖା ହେଉଥିବା ଏହି ଖେଳାଳିଙ୍କୁ ହକି ୱାନ ପାଇଁ ସାଇନ କଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର: ୨୦୨୨ ପରଠାରୁ ପ୍ରତିଭାବାନ ଫରୱାର୍ଡ ଖେଳାଳି ଶୀଲାନନ୍ଦ ଲାକ୍ରା ବାରମ୍ବାର ଅଣଦେଖା ହୋଇ ଆସୁଛନ୍ତି । ନିକଟରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ହକି ୱାନ ଲିଗ ପାଇଁ ଏଚସି ମେଲବୋର୍ଣ୍ଣ ତାଙ୍କୁ ସାଇନ କରିଛି । ସେ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଏହି ଲିଗ ଖେଳିବେ । ଏହା ତାଙ୍କ…

ଏହି ଖେଳାଳି ସଚିନ ଆଉ ଲାରାଙ୍କଠାରୁ ଥିଲେ ଅଧିକ ପ୍ରତିଭାବାନ

ନୂଆଦିଲ୍ଲୀ:ୱେଷ୍ଟଇଣ୍ଡିଜର ମହାନ ଖେଳାଳି ବ୍ରାଏନ ଲାରାଙ୍କ ଏକ ବୟାନ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ଲାରା ଏକ ସାକ୍ଷାତକାରେରେ କହିଥିଲେ ସଚିନ ତେନ୍ଦୁଲକର ଓ ମୋଠାରୁ ଆଉ ଜଣେ ଖେଳାଳି ଅଧିକ ପ୍ରତିଭାବାନ ଥିଲେ । ଲାରା ତାଙ୍କ ପୁସ୍ତକ ଦି ଇଂଲଣ୍ଡ କ୍ରୋନିକଲ୍ସରେ ଏହି ଖେଳାଳିଙ୍କ ନାମ…