Latest Odisha News

BREAKING NEWS

Browsing Category

ଖେଳ

ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପ: ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର…

ଭୁବନେଶ୍ୱର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ୧୨୦ କିଲୋଗ୍ରାମ+ ସବ୍ ଜୁନିୟର ବର୍ଗରେ ଡେଡ ଲିଫ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ବେଞ୍ଚ…

ରାଜ୍ୟସ୍ତରୀୟ ହକି ଚାମ୍ପିୟନଶିପ: ସୁନ୍ଦରଗଡ ଚାମ୍ପିୟନ

ରାଉରକେଲା: ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ ସିନିୟର ପୁରୁଷ ରାଜ୍ୟସ୍ତରୀୟ ଚାମ୍ପିୟନଶିପରେ ସୁନ୍ଦରଗଡ ଚାମ୍ପିୟନ ହୋଇଛି । ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେକୁ ୪-୧ ଗୋଲରେ ପରାସ୍ତ କରି ସୁନ୍ଦରଗଡ ସ୍ୱର୍ଣ୍ଣ ପଦକ ଜିିତିଛି । ଦେଓଗଡକୁ ୪-୨ରେ ହରାଇ ଗାଙ୍ଗପୁର ହକି ଆସୋସିଏଶନ…

ଆଇଓଏର ତ୍ରୁଟିପୂର୍ଣ୍ଣ ସ୍ପନଶରଶିପ ଚୁକ୍ତି ଯୋଗୁ କ୍ଷତି ହୋଇଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ସ ସଂଘ ରିଲାଏନ୍ସ ସହ ତ୍ରୁଟିପୂର୍ଣ୍ଣ ଚୁକ୍ତି କରି ଘାଟାରେ ପଡିଛି । ସିଏଜି ରିପୋର୍ଟ ଅନୁସାରେ ଆଇଓଏର ୨୪ କୋଟି ଟଙ୍କା ଏହି ଚୁକ୍ତି ବାବଦକୁ କ୍ଷତି ହୋଇଛି । ଆଇଓଏ ୨୦୨୨ରୁ ୨୦୩୦ ପର୍ଯ୍ୟନ୍ତ ରିଲାଏନ୍ସ ସହ ୧୦ଟି ମେଗା ଇଭେଂଟ ପାଇଁ ଚୁକ୍ତି କରିଥିଲା ।…

ପ୍ରଥମ ଟି୨୦ରେ ବାଂଲାଦେଶକୁ ସହଜରେ ହରାଇଲା ଟିମ ଇଣ୍ଡିଆ

ଗ୍ୱାଲିୟର: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଭାରତ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରି ନେଇଛି । ୧୨୮ ରନର ଲକ୍ଷ୍ୟକୁ ଟିମଇଣ୍ଡିଆ ୧୧.୫ ଓଭରରେ ହାସଲ କରି ନେଇଥିଲା । ଅଭିଷେକ ଶର୍ମା ୭ ବଲରୁ…

ଏଏଫସି ମହିଳା ଚାମ୍ପିୟନ୍ସ ଲିଗ: ଓଡିଶା ଏଫସିର ଶୋଚନୀୟ ପରାଜୟ

ଭୁବନେଶ୍ୱର: ଏଏଫସି ମହିଳା ଚାମ୍ପିୟନ୍ସ ଲିଗ ଫୁଟବଲରେ ରବିବାର ଓଡିଶା ଏଫସି ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଗ୍ରୁପ ସିର ଏକ ମ୍ୟାଚରେ ଭିଏତନାମର ଥୋଙ୍ଗ ନାଟ ଷ୍ଟାଡିୟମରେ ଉରୱା ରେଡ ଡାଇମଣ୍ଡ ଲେଡିଜ ୧୭-୦ଗୋଲରେ ଶୋଚନୀୟ ଭାବେ ଓଡିଶା ଟିମକୁ ପରାସ୍ତ କରିଛି । ଜାପାନର ଏହି କ୍ଲବ…

ମହିଳା ଟି୨୦ ବିଶ୍ୱକପ: ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ଦୁବାଇ:ଏଠାରେ ଅନୁଷ୍ଠିତ ଟି୨୦ ମହିଳା ବିଶ୍ୱକପ କ୍ରିକେଟରେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକ ୬ ୱିକେଟରେ ହରାଇ ବିଜୟଧାରାକୁ ଫେରିଛି । ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇଥିଲା । ରବିବାର ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮…

ବାଂଲାଦେଶ ବିପକ୍ଷ ଟି୨୦ ସିରିଜରୁ ଓହରିଲେ ଟିମ ଇଣ୍ଡିଆର ଉଦୀୟମାନ ଅଲରାଉଣ୍ଡର

ମୁମ୍ବାଇ: ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ଉଦୀୟମାନ ଅଲରାଉଣ୍ଡର ଶିବମ ଦୁବେ ଆଘାତ ସମସ୍ୟା ଯୋଗୁ ଏହି ନିଷ୍ପତି ନେଇଛନ୍ତି । ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ସୂଚନା ପ୍ରଦାନ କରାଯାଇଛି । ଦୁବେଙ୍କ ସ୍ଥାନରେ ତିଳକ…

ରଣଜୀ ଟ୍ରଫି: ଶାନ୍ତନୁଙ୍କ ସ୍ଥାନରେ ଗୋବିନ୍ଦ ପୋଦ୍ଦାର ହେବେ ଓଡିଶାର ଅଧିନାୟକ

ଭୁବନେଶ୍ୱର: ରଣଜୀ ଟ୍ରଫିର ଆଗାମୀ ସିଜନ ପାଇଁ ଗୋବିନ୍ଦ ପୋଦ୍ଦାରଙ୍କ ନେତୃତ୍ୱରେ ଶନିବାର ପ୍ରଥମ ୨ଟି ମ୍ୟାଚ ପାଇଁ ଓଡିଶା ଦଳର ଘୋଷଣା କରାଯାଇଛି । ଚୟନ କମିଟି ଚେୟାରମ୍ୟାନ ଅମୀୟ ରାୟ ଓ କୋଚ ସୁରେନ୍ଦ୍ର ଭାବେଙ୍କ ଉପସ୍ଥିତିରେ ୧୭ଜଣିଆ ଦଳ ଚୟନ କରାଯାଇଛି । ଅକ୍ଟୋବର ୧୧ରୁ ଅଗରତାଲାରେ…

ଗୁଜରାଟ ଗ୍ରେଟ୍ସକୁ ହରାଇଲା ମଣିପାଲ

ଜମ୍ମୁ: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶନିବାର ଅନୁଷ୍ଠିତ ମ୍ୟାଚରେ ମଣିପାଲ ଟାଇଗର୍ସ ୫ ୱିକେଟରେ ଗୁଜରାଟ ଗ୍ରେଟ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୧୯.୪ ଓଭରରେ ୧୩୧ ରନ କରି ଅଲଆଉଟ ହୋଇ ଯାଇଥିଲା । ମହମ୍ମଦ କୈଫ ଦଳ ପକ୍ଷରୁ ସର୍ବାଧିକ ୩୪ ରନ କରିଥିଲେ । ଅନ୍ୟମାନଙ୍କ…

ଟୋୟାମ ହାଇଦ୍ରାବାଦକୁ ସାମ୍ନା କରିବ କୋଣାର୍କ ସୂର୍ଯ୍ୟାସ ଓଡିଶା

ଜାମ୍ମୁ: ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ବିଜୟ ହାସଲ କରିବା ପରେ ଏବେ କୋଣାର୍କ ସୂର୍ଯ୍ୟାସ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ରେ ନିଜର ପରବର୍ତ୍ତୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ । ସେପ୍ଟେମ୍ବର ୬ (ରବିବାର) ଜାମ୍ମୁର ମୋଲାନା ଆଜାଦ ଷ୍ଟାଡିୟମରେ ଟୋୟାମ ହାଇଦ୍ରାବାଦକୁ ଭେଟିବାକୁ ଯାଉଛି…