Latest Odisha News

BREAKING NEWS

Browsing Category

ଖେଳ

ନୀତିଶ, ୱାଶିଂଟନଙ୍କ ସୁନ୍ଦର ବ୍ୟାଟିଂ: ଭାରତ ୩୫୮/୯

ମେଲବୋର୍ଣ୍ଣ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ନୀତିଶ କୁମାର ରେଡ୍ଡୀଙ୍କ ଶତକ ଓ ୱାଶିଂଟନ ସୁନ୍ଦରଙ୍କ ଅର୍ଦ୍ଧଶତକ ବଳରେ ଭାରତ ସ୍ଥିତି ସୁଧାରିଛି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଭାରତ ୯ ୱିକେଟ ବିନିମୟରେ ୩୫୮ ରନ ସଂଗ୍ରହ କରି ନେଇଛି । ଦଳ ଏବେ ବି…

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲା ଜିମ୍ବାୱେ

ବୁଲାୱେ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ଜିମ୍ବାୱେ ଇତିହାସ ରଚିଛି । ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଜିମ୍ବାୱେ ପ୍ରଥମ ଇନିଂସରେ ୫୮୬ ରନ କରି ଇନିଂସ ଘୋଷଣା କରିଛି । ଟେଷ୍ଟ କ୍ରିକେଟରେ ଏହା ଜିମ୍ବାୱେର ସର୍ବାଧିକ ସ୍କୋର । ଏହା ପୂର୍ବରୁ ୨୦୦୧ରେ ୱେଷ୍ଟଇଣ୍ଡିଜ…

ବକ୍ସିଂ ଡେ ଟେଷ୍ଟ: ପନ୍ତ, ସୁନ୍ଦରଙ୍କ ଉପରେ ଭାରତର ଭାଗ୍ୟ ନିର୍ଭର

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ଭାରତ ପୂନର୍ବାର ବ୍ୟାଟିଂ ବିପର୍ଯର୍୍ୟୟର ସମ୍ମୁଖୀନ ହୋଇଛି । ଅଷ୍ଟ୍ରେଲିଆର ୪୭୪ ରନ ଜବାବରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୧୬୪ ରନ ସଂଗ୍ରହ କରିଛି । ୧୫୩ ରନରେ ଭାରତ ୩ଟି ୱିକେଟ ହରାଇଥିଲା । ମାତ୍ର ଏହା…

ରୋହିତଙ୍କ ବ୍ୟାଟ ନୀରବ, ୧୪ ଇନିଂସରେ ଗୋଟିଏ ଅର୍ଦ୍ଧଶତକ

ମେଲବୋର୍ଣ୍ଣ: ଟେଷ୍ଟରେ ଅଧିନାୟକ ରୋହିତ ଶର୍ମାଙ୍କ କ୍ରମାଗତ ବିଫଳତା ଟିମ ଇଣ୍ଡିଆକୁ ଚାପରେ ପକାଉଛି । ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ମ୍ୟାଚରେ ସେ ପ୍ରଥମ ଇନିଂସରେ ୩ ରନ କରି ଆଉଟ ହୋଇଛନ୍ତି । ଏ ନେଇ ଭାରତୀୟ ପ୍ରଶଂସକମାନେ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି । ସେମାନେ ଟେଷ୍ଟରୁ ରୋହିତ…

ଯଶସ୍ୱୀଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ: ରୋହିତ, ବିରାଟ ପୂନର୍ବାର ବିଫଳ

ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୭୪ ରନ ଜବାବରେ ଭାରତ ୫ ୱିକେଟ ବିନିମୟରେ ୧୬୪ ରନ ସଂଗ୍ରହ କରିଛି । ଯଶସ୍ୱୀ ଜୈସୱାଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସତ୍ୱେ ଟିମ ଇଣ୍ଡିଆ ଏବେ ବି ଅଷ୍ଟ୍ରେଲିଆ ସ୍କୋରଠାରୁ ୩୧୦ ରନ ପଛରେ ରହିଛି ।…

ମେଲବର୍ଣ୍ଣରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି, କଳାପଟି ବାନ୍ଧି ଖେଳିଲେ ଭାରତୀୟ ଟିମ୍

ନୂଆଦିଲ୍ଲୀ: ମେଲବର୍ଣ୍ଣରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଭାରତୀୟ ଟିମ୍। ହାତରେ କଳାପଟି ବାନ୍ଧି ଖେଳିଲେ ଭାରତୀୟ ଟିମ୍ର। ତେବେ ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସା ସମୟରେ ରାତିରେ ସେ ତାଙ୍କର ଶେଷ ନିଃଶ୍ବାସ ତ୍ୟାଗ…

ବିଜୟ ହଜାରେ ଟ୍ରଫି: ଉତରାଖଣ୍ଡକୁ ହରାଇଲା ଓଡିଶା

ଜୟପୁର: ଏଠାରେ ଗୁରୁବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚରେ ଓଡିଶା ୭୫ ରନରେ ଉତରାଖଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ୭ ୱିକେଟ ବିନିମୟରେ ୨୬୫ ରନ କରିଥିଲା । ସ୍ୱସ୍ତିକ ସାମଲ ୫୩, କାର୍ତିକ ବିଶ୍ୱାଳ ୬୯, ଗୌରବ ଚୌଧୂରୀ ୩୬ ଓ ଆଶୀର୍ବାଦ ସ୍ୱାଇଁ ୩୮ ରନ…

ବିବାଦର ଅନ୍ୟ ନାମ ବିରାଟ କୋହଲି

ନୂଆଦିଲ୍ଲୀ: ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଅବସରରେ ବିରାଟ କୋହଲିଙ୍କ ନାମରେ ଆଉ ଏକ ବିବାଦ ଯୋଡି ହୋଇଯାଇଛି । ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ସ୍ୟାମ କୋନ୍ସାଟସଙ୍କୁ କୋହଲି କାନ୍ଧରେ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଏ ନେଇ କୋହଲି ଦଣ୍ଡିତ ମଧ୍ୟ ହୋଇଛନ୍ତି । ତେବେ ପଡିଆରେ ବିବାଦୀୟ…

ସନ୍ତୋଷ ଟ୍ରଫି: କ୍ୱାର୍ଟର ଫାଇନାଲରେ ହାରିଲା ଓଡିଶା

ହାଇଦ୍ରାବାଦ: ଚଳିତ ସନ୍ତୋଷ ଟ୍ରଫି ଫୁଟବଲରେ ଓଡିଶା କ୍ୱାର୍ଟରଫାଇନାଲରେ ପରାଜିତ ହୋଇଛି । ଡେକାନ ଏରିନାରେ ଅନୁଷ୍ଠିତ ବେଙ୍ଗଲ ବିପକ୍ଷ ମ୍ୟାଚରେ ଓଡିଶା ୧-୩ ଗୋଲରେ ହାରି ଯାଇଥିଲା । ବିଜୟ ସହ ବେଙ୍ଗଲ ସେମିଫାଇନାଲରେ ପ୍ରବେଶ କରିଛି । ମ୍ୟାଚର ୨୫ତମ ମିନିଟରେ ରାକେଶ ଓରାମଙ୍କ ଗୋଲ ବଳରେ…

ବିରାଟ କୋହଲିଙ୍କ ଉପରେ ଫାଇନ ଲଗାଇଲା ଆଇସିସି

ମେଲବୋର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହୋଇଛି। ହେଲେ ଆରମ୍ଭରୁ ହିଁ ବିରାଟ କୋହଲି ଏବଂ ଯୁବ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ସ୍ୟାମ କୋନ୍ସାଟସଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲ। ବିବାଦ ଉଗ୍ର ରୂପ ନେବାରୁ ବର୍ତ୍ତମାନ ଆଇସିସି…