Latest Odisha News

BREAKING NEWS

Browsing Category

ଖେଳ

ପାକିସ୍ତାନରେ ହୋଇପାରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଆୟୋଜନ ହେବ । ଏ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଏହାର ଭେନ୍ୟୁ ଏବଂ କାର୍ଯ୍ୟସୂଚୀ ବିଧିବଦ୍ଧ ଭାବେ ଘୋଷଣା କରି ନାହିଁ । ଦି ଏକ୍ସପ୍ରେସ ଟ୍ରିବ୍ୟୁନରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଚାମ୍ପିୟନ୍ସ ଟ୍ରଫି…

ରଣଜୀ ଟ୍ରଫି: ଶ୍ରେୟାଶଙ୍କ ବିସ୍ଫୋରକ ଦ୍ୱିଶତକ, ଓଡିଶାର ବ୍ୟାଟିଂ ବିପର୍ଯ୍ୟୟ

ଭୁବନେଶ୍ୱର: ମୁମ୍ବାଇର ଶରଦ ପାୱାର ଏକାଡେମୀ ଗ୍ରାଉଣ୍ଡରେ ଖେଳାଯାଉଥିବା ମୁମ୍ବାଇ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ଓଡିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଶ୍ରେୟାଶ ଆୟାରଙ୍କ ବିସ୍ଫୋରକ ଦ୍ୱିଶତକ( ୨୩୩ ) ଓ ସିଦ୍ଧେଶ ଲାଡ(୧୬୯)ଙ୍କ ଶତକ ବଳରେ ମୁମ୍ବାଇ ୪ ୱିକେଟ ବିନିମୟରେ ୬୦୨…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ: ନୂଆ ଟିମ, ପ୍ରକୃତ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ନଭେମ୍ବର ୮ରୁ ଆରମ୍ଭ ହେବ । ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ପରି ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱାଧୀନ ଟିମ ଇଣ୍ଡିଆଙ୍କ ଏହି ସିରିଜ ବେଶ…

ଆଇପିଏଲ: ନୂଆ ନିୟମ ଷ୍ଟୋକ୍ସଙ୍କୁ ପକାଇଲା ଅଡୁଆରେ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ମେଗା ନିଲାମ ପାଇଁ ବିସିସିଆଇ ତାରିଖ ଓ ଭେନ୍ୟୁ ଚୂଡାନ୍ତ କରିସାରଛି । ସାଉଦି ଆରବର ଜେଦାହରେ ଚଳିତ ମାସ ୨୪ ଓ ୨୫ରେ ମେଗା ନିଲାମ ଆୟୋଜିତ ହେବ । ଇଂଲଣ୍ଡର ଷ୍ଟାର ଖେଳାଳି ବେନ ଷ୍ଟୋକ୍ସଙ୍କୁ ମେଗା ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇ ନାହିଁ । ବିସିସିଆଇର ନୂତନ…

ରୋହିତଙ୍କ ସ୍ଥାନରେ କିଏ ଖେଳିବେ ପ୍ରଥମ ଟେଷ୍ଟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ-ଭାରତ ବର୍ଡର ଗାଭାସ୍କର ଟ୍ରଫି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ରିପୋର୍ଟ ମୁତାବକ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟରେ ଖେଳିବା ନେଇ ସଂଶୟ ରହିଛି । ଏ ପର୍ଯ୍ୟନ୍ତ ଅବଶ୍ୟ ସ୍ପଷ୍ଟ ହୋଇନି ଯେ, ରୋହିତ ଖେଳିବେ କି ନାହିଁ । ଯଦି ସେ ନ…

ରଣଜୀ କ୍ରିକେଟରେ ଇତିହାସ ରଚିଲେ ଜଲଜ ସକ୍ସେନା

ନୂଆଦିଲ୍ଲୀ: ରଣଜୀ ଟ୍ରଫି କ୍ରିକେଟରେ କେରଳର ଜଲଜ ସକ୍ସେନା ଇତିହାସ ରଚିଛନ୍ତି । ସେ ପ୍ରଥମ ଖେଳାଳି ରଣଜୀରେ ୬୦୦୦ ରନ ଓ ୪୦୦ ୱିକେଟ ଅକ୍ତିଆର କରିଛନ୍ତି । ଉତରପ୍ରଦେଶ ବିପକ୍ଷ ମୁକାବିଲାରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ୩୭ ବର୍ଷୀୟ ଜଲଜ ୧୩ତମ ବୋଲର ଭାବେ ୪୦୦ ୱିକେଟ ହାସଲ…

ରଣଜୀ ଟ୍ରଫି: ଆୟାରଙ୍କ ଶତକ, ମୁମ୍ବାଇ ୩୮୫/୩

ମୁମ୍ବାଇ: ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏର ଏକ ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ବିନିମୟରେ ୩୮୫ ରନ ସଂଗ୍ରହ କରିନେଇଛି । ଓଡିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଶ୍ରେୟାଶ ଆୟାର…

ଇଂଲଣ୍ଡର ପୂର୍ବତନ ଅଧିନାୟକ କହିଲେ ଅଷ୍ଟ୍ରେଲିଆରେ ମଧ୍ୟ କୋହଲି, ରୋହିତ କିଛି କରି ପାରିବେନି

ନୂଆଦିଲ୍ଲୀ: ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବେଳା ଭଲ ନାହିଁ । ଦୁଇଜଣଙ୍କ ବ୍ୟାଟ ଏବେ ନୀରବ ହୋଇ ପଡିଛି । ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଏମାନଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏହି ଦୁଇ ମହାନ…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଶ୍ରେଷ୍ଠ ୨୦ରୁ ଖସିଲେ କୋହଲି

ଦୁବାଇ: ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶୀର୍ଷ ୨୦ରୁ ବାଦ ପଡିଛନ୍ତି । କୋହଲି ୮ଟି ସ୍ଥାନ ତଳକୁ ଖସି ୨୨ ନମ୍ବର ସ୍ଥାନରେ ରହିଛନ୍ତି । ଅପରପକ୍ଷରେ ରିଷଭ ପନ୍ତ ୫ଟି ସ୍ଥାନ ଉନ୍ନୀତ ହୋଇ ଷଷ୍ଠ ସ୍ଥାନ ହାସଲ କରିଛନ୍ତି । ଶୁଭମନ ଗିଲ ୧୬ତମ…

ଆଇପିଏଲ ମେଗା ନିଲାମ: ପନ୍ତ, ରାହୁଲ, ଷ୍ଟାର୍କ ସର୍ବୋଚ୍ଚ ବେସ ପ୍ରାଇସରେ ସାମିଲ

ଜେଦାହ: ସାଉଦିଆରବର ଜେଦାହରେ ଆଇପିଏଲ ୨୦୨୫ର ମେଗା ନିଲାମ ୨୪ ଓ ୨୫ ନଭେମ୍ବରରେ ଆୟୋଜିତ ହେବ । ୧୫୭୪ ଖେଳାଳିଙ୍କ ନାମ ପଂଜୀକରଣ କରାଯାଇଛି । ରିଷଭ ପନ୍ତ, କେଏଲ ରାହୁଲ ଓ ମିଚେଲ ଷ୍ଟାର୍କଙ୍କ ପରି ଖେଳାଳିଙ୍କ ସର୍ବୋଚ୍ଚ ବେସ ପ୍ରାଇସରେ ସାମିଲ କରାଯାଇଛି । ରବିଚନ୍ଦ୍ରନ ଅଶ୍ୱୀନ, ମହମ୍ମଦ…