Latest Odisha News

BREAKING NEWS

Browsing Category

ଖେଳ

ପୁରୀରେ ଅକ୍ଟୋବର ୧୮ରୁ ହେବ ଜାତୀୟ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ

ପୁରୀ: ଜଗନ୍ନାଥ ଷ୍ଟାଡିୟମ ଠାରେ ୪ର୍ଥ ଏନଟିପିସି ଜାତୀୟ ର‌୍ୟାଙ୍କିଂ ତୀରନ୍ଦାଜ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୮ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟକୁ ଶୃଙ୍ଖଳିତ ଓ ସୁଚାରୁ ରୁପେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ…

ବାଂଲାଦେଶ ବିପକ୍ଷରେ ଭାରତ ୩୦୮ ରନରେ ଅଗ୍ରଣୀ: କୋହଲି, ରୋହିତ ପୂନର୍ବାର ବିଫଳ

ଚେନ୍ନାଇ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩୦୮ ରନର ଅଗ୍ରଣୀ ହାସଲ କରି ସୁବିଧା ଜନକ ସ୍ଥିତିରେ ରହିଛି । ଷ୍ଟମ୍ପସ ଅପସାରଣ ବେଳକୁ ଟିମ ଇଣ୍ଡିଆ ୩ ୱିକେଟ ହରାଇ ୮୧ ରନ ସଂଗ୍ରହ କରିଛି । ଶୁଭମନ ଗିଲ ୩୩ ଓ ରିଷଭ ପନ୍ତ ୧୨ ରନ କରି ଅପରାଜିତ…

ଆଜିଠୁ ଆରମ୍ଭ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ: ଚମକିବ ‘କୋଣାର୍କ ସୂର୍ଯ୍ୟସ ଓଡିଶା’

ଭୁବନେଶ୍ବର: ଆଜିଠୁ ଯୋଧପୁରରେ ଆରମ୍ଭ ହେବ ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ୍‌ର ତୃତୀୟ ସଂସ୍କରଣ ।  ଏହି ପ୍ରତିଯୋଗିତରେ ପ୍ରଥମ ଥର ଲାଗି ଅଂଶଗ୍ରହଣ କରୁଛି ‘କୋଣାର୍କ ସୂର୍ଯ୍ୟସ ଓଡ଼ିଶା’ । ଶୁକ୍ରବାର ଏହି ଦଳ ପ୍ରଭାବଶାଳୀ ଖେଳାଳୀ ଇରଫାନ ପଠାନଙ୍କ ନେତୃତରେ ଗତଥରର ବିଜେତା ତଥା ହରଭଜନ…

ଲିଜେଣ୍ଡସ ଲିଗ କ୍ରିକେଟ: କୋଣାର୍କ ସୂର୍ଯ୍ୟସ ଓଡିଶାର ନେତୃତ୍ୱ ନେବେ ଇରଫାନ

ଭୁବନେଶ୍ୱର: ଓଡିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଲୋକପ୍ରିୟ ଲିଜେଣ୍ଡସ ଲିଗ କ୍ରିକେଟର ତୃତୀୟ ସଂସ୍କରଣରେ ନୂତନ ଭାବେ ଗଠିତ କୋଣାର୍କ ସୂର୍ଯ୍ୟସ ଓଡିଶା ତାର ଅଭିଯାନ ଆରମ୍ଭ କରିବ । ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ଏହି ଦଳର ନେତୃତ୍ୱ ନେବେ । ପ୍ରଥମ ମୁକାବିଲାରେ…

ଓଡିଶା ଆଥଲେଟିକ୍ସ ଚାମ୍ପିୟନଶିପ: ୪ ନୂଆ ମିଟ ରେକର୍ଡ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଓଡିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଅନୁଷ୍ଠିତ ହେଉଛି । ଦ୍ୱିତୀୟ ଦିବସରେ ୪ଟି ନୂଆ ମିଟ ରେକର୍ଡ ସ୍ଥାପନ ହୋଇଛି । ଓଡିଶା ଆଥଲେଟିକ୍ସ ଆସୋସିଏଶନ ଏବଂ ରାଜ୍ୟ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ଏହାକୁ ମିଳିତ ଭାବେ ଆୟୋଜିତ କରୁଛନ୍ତି । ୩୦ ଜିଲ୍ଲାର…

ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂ: ହୃଦାନନ୍ଦଙ୍କୁ ଡବଲ ପଦକ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ୱେଟଲିଫ୍ଟର ହୃଦାନନ୍ଦ ଦାସ ଫିଜିର ସୁଭାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପରେ ୨ଟି ପଦକ ଜିତିଛନ୍ତି । ୮୯ କିଗ୍ରା ୟୁଥ ବିଭାଗରେ ସେ ରୌପ୍ୟ ଏବଂ ଜୁନିୟର କାଟାଗୋରୀରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସ୍ନାଚରେ ୧୨୯, କ୍ଲିନ ଆଣ୍ଡ ଜର୍କରେ ୧୭୦ କେଜି ସହ…

୪୬ ଦେଶ ବିପକ୍ଷରେ ଖେଳି ବିଜୟ ହାସଲ କରିବା ରେକର୍ଡ କଲେ ମହମ୍ମଦ ନବୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଆଫଗାନିସ୍ତାନ ଐତିହାସିକ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ଆଫଗାନିସ୍ତାନର ପ୍ରଥମ ବିଜୟ । ଏହା ବ୍ୟତୀତ ଦଳର ସିନିୟର ଖେଳାଳି ମହମ୍ମଦ ନବୀ ମଧ୍ୟ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ୪୬…

ଅଶ୍ୱୀନ-ଜାଡେଜାଙ୍କ ରେକର୍ଡ ପାର୍ଟନରଶିପ: ଭାରତ ୩୩୯/୬

ଚେନ୍ନାଇ: ଏଠାରେ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୬ ୱିକେଟ ବିନିମୟରେ ୩୩୯ ରନ ସଂଗ୍ରହ କରିଛି । ଅଶ୍ୱୀନ ୧୦୨ ଓ ଜାଡେଜା ୮୬ ରନ କରି ଅପରାଜିତ ରହିଛନ୍ତି । ଟେଷ୍ଟ…

ଇତିହାସ ରଚିଲା ଆଫଗାନିସ୍ତାନ କ୍ରିକେଟ ଟିମ

ଶାରଜା: ଆଫଗାନିସ୍ତାନ କ୍ରିକେଟ ଟିମ ଗୁରୁବାର ଇତିହାସ ରଚିଛି । ଶାରଜାରେ ଦଳ ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ଦିନିକିଆ କ୍ରିକେଟରେ ପରାଜିତ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହା ସେମାନଙ୍କର ପ୍ରଥମ ଆନ୍ତର୍ଜାତୀୟ ବିଜୟ ।  ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୧୦୬…

ପ୍ରଥମ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଜିତିଲେ ୱେଟଲିଫ୍ଟର ସ୍ୱୟମଜିତ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ୱେଟଲିଫ୍ଟର ସ୍ୱୟମଜିତ ପ୍ରସାଦ ସାହୁ କ୍ୟାରିୟରର ପ୍ରଥମ ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫିଜିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂ ଚାମ୍ପିୟନଶିପରେ ସେ ଏହି ସଫଳତର ହାସଲ କରିଛନ୍ତି । ଢ଼େଙ୍କାନାଳର ୧୭ ବର୍ଷୀୟ ସ୍ୱୟମଜିତ ୬୭ କିଗ୍ରା ୟୁଥ…