Latest Odisha News

BREAKING NEWS

Browsing Category

ଖେଳ

ଆଇସିସିର ନୂଆ ଅଧ୍ଯକ୍ଷ ହୋଇପାରନ୍ତି ଜୟ ଶାହା

ନୂଆଦିଲ୍ଲୀ: ବିସିସିଆଇ ସଚିବ ଜୟ ଶାହା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ନୂଆ ଅଧ୍ଯକ୍ଷ ହୋଇପାରନ୍ତି। ଏହି ପଦବୀରେ ବର୍ତ୍ତମାନ ଗ୍ରେନ ବାର୍କଲେ ରହିଛନ୍ତି। ସେ ଖୁବଶୀଘ୍ର ଏହି ପଦବୀ ଛାଡିବେ ବୋଲି ପ୍ରକାଶ କରିଛନ୍ତି। ତେଣୁକରି ବର୍ତ୍ତମାନ ଜୟ ଶାହା ଏହି ପଦବୀ ପାଇଁ…

ସିଏଏସ କାହିଁକି ଭିନେଶଙ୍କ ଆବେଦନ ଖାରଜ କଲା ରଖିଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ଭାରତର ମହିଳା ରେସଲର ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରିବା ସତ୍ୱେ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହା ପରେ ଭିନେଶ ସିଏଏସ ନିକଟରେ ଆବେଦନ କରିଥିଲେ । ଆସନ୍ତୁ ସିଏଏସ କିପରି ଭିନେଶଙ୍କ ଦଲୀଲକୁ ଖାରଜ କରିଥିଲେ ଜାଣିବା । ୧.…

ୟୁଏଇରେ ଆୟୋଜିତ ହେବ ଆଇସିସି ଟି୨୦ ମହିଳା ବିଶ୍ୱକପ

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ କ୍ରିକେଟ ବାଂଲାଦେଶ ବଦଳରେ ୟୁଏଇରେ ଆୟୋଜିତ ହେବ ବୋଲି ମଙ୍ଗଳବାର ଆଇସିସି ସ୍ପଷ୍ଟ କରିଛି । ବାଂଲାଦେଶରେ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସୀନା କ୍ଷମତାରୁ ହଟିବା ସତ୍ୱେ ବାଂଲାଦେଶରେ ଅଶାନ୍ତି କମିବାର ନାମ ଧରୁନି । ଏହା ଦେଖି ଆଇସିସି ଉପରୋକ୍ତ ପଦକ୍ଷେପ…

ନାସାଉ କ୍ରିକେଟ ଷ୍ଟାଡିୟମକୁ ଦିଆଗଲା ସନ୍ତୋଷଜନକ ରିପୋର୍ଟ

ନ୍ୟୁୟର୍କ: ଟି୨୦ ବିଶ୍ୱକପ ଏଥର ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳା ଯାଇଥିଲା । ନ୍ୟୁୟର୍କର ନାସାଉ କ୍ରିକେଟ ଷ୍ଟାଡିୟମ ପିଚ ନେଇ ଅଂଶଗ୍ରହଣକାରୀ ଟିମ ଅସନ୍ତୋଷ ବ୍ୟକ୍ତ କରିଥିଲେ । ୮ଟି ଯାକ ମ୍ୟାଚ କମ ସ୍କୋର ବିଶିଷ୍ଟ ହୋଇଥିଲା । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ପିଚକୁ ନେଇ ପୂର୍ବରୁ…

ଆନ୍ତର୍ଜାତୀୟ ଟି୨୦ରେ ଗୋଟିଏ ଓଭରରେ ୩୯ ରନ କରି ରେକର୍ଡ କଲେ ଡେରିୟସ

ଏପିୟା: ସମୋଓର ବ୍ୟାଟ୍ସମ୍ୟାନ ଡେରିୟସ ଭିସର ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ ସର୍ବାଧିକ ୩୯ ରନ ସଂଗ୍ରହ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସମୋଓ ଓ ଭାନୁଆତୁ ମଧ୍ୟରେ ଅନୁଷ୍ଠିତ ଟି୨୦ ବିଶ୍ୱକପ ଯୋଗ୍ୟତାପର୍ଯ୍ୟାୟ ମୁକାବିଲାରେ ଏହି ରେକର୍ଡ ସ୍ଥାପନ ହୋଇଛି । ସମୋଓ…

ଆସନ୍ତାକାଲି ଅଲମ୍ପିକ୍ସ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆଯିବ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ଭାରତୀୟ ହକି ଟିମ୍ ର ଭବ୍ୟ ସମ୍ବର୍ଦ୍ଧନା ସମାରୋହ ହେବା ନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଯେ, ପ୍ୟାରିସ୍‌ ଅଲମ୍ପିକ୍ସ - ୨୦୨୪ ରେ କାଂସ୍ୟ ପଦକ ଜିତି ଭାରତୀୟ ହକି ଟିମ୍ ଆମ ଦେଶପାଇଁ…

ଖୁବଶୀଘ୍ର ଯୁବରାଜ ସିଂଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ମୁମ୍ବାଇ: କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌ ଫିଲ୍ମ। ପ୍ରସିଦ୍ଧ ନିର୍ମାତା ଭୂଷଣ କୁମାର ଯୁବରାଜଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ୨୦୦୭ରେ ଟି-୨୦ ବିଶ୍ୱକପ ଚାମ୍ପିୟନ ଏବଂ ୨୦୧୧ରେ ଏକ ଦିବସୀୟ ବିଶ୍ୱକପ ଚାମ୍ପୟନ ହେବା ସମୟରେ…

କିଙ୍ଗ କୋହଲୀଙ୍କ ‘ସୁଇଟ୍ ୧୬’

ଆନ୍ତର୍ଜାତିକ କ୍ରିକେଟରେ ୧୬ ବର୍ଷ ପୂରଣ କରିଛନ୍ତି ଭାରତର ରନ୍ ମେସିନ ବିରାଟ କୋହଲୀ। ୨୦୦୮ ମସିହା ଅଗଷ୍ଟ ୧୮ରେ ଆନ୍ତର୍ଜାତିକ କ୍ରିକେଟରେ ପାଦ ରଖିଥିଲେ ବିରାଟ କୋହଲୀ। ପ୍ରଥମ ମ୍ୟାଚ ଥିଲା ଶ୍ରୀଲଙ୍କା ବିପକ୍ଷ ଏକ ଦିନିକିଆ ମ୍ୟାଚ୍। ନିଜର ପ୍ରଥମ ଆନ୍ତର୍ଜାତିକ ମ୍ୟାଚରେ କୋହଲୀଙ୍କ…

ବୁମରାହଙ୍କ ଶୈଳୀରେ ବୋଲିଂ କରି ଚର୍ଚ୍ଚାରେ ଛାତ୍ରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ପେସର ଯଶପ୍ରୀତ ବୁମରାହ ତାଙ୍କ ବୋଲିଂ ପ୍ରଦର୍ଶନ ବଳରେ ଭାରତକୁ ଅନେକ ମ୍ୟାଚରେ ବିଜୟୀ କରାଇଛନ୍ତି । ତାଙ୍କ ନିଆରା ବୋଲିଂ ଶୈଳୀ ଏବଂ ଲାଇନ ଲେନଥ ବୋଲିଂ ଯୋଗୁ ବ୍ୟାଟ୍ସମ୍ୟାନ ଅସୁବିଧା ପଡିଥାନ୍ତି । ଏବେ ନିକଟରେ ଜଣେ ସ୍କୁଲ ଛାତ୍ରୀ ବୁମରାହଙ୍କ…

ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଅମିତଙ୍କୁ ସାଇ ଇଂଟରନ୍ୟାଶନାଲରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ହାସଲ କରି ଦେଶକୁ ଗୌରବାନ୍ୱିତ କରିଛି । ଓଡିଶାର ଅମିତ ରୋହୀଦାସ ଏହି ବ୍ରୋଞ୍ଜ ପଦକ ବିଜେତା ଦଳର ସଦସ୍ୟ ଥିଲେ । ଭୁବନେଶ୍ୱରର ସାଇ ଇଂଟରନ୍ୟାଶନାଲରେ ଅମିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।…