Latest Odisha News

BREAKING NEWS

Browsing Category

ଖେଳ

ଟେନିସକୁ ଅଲବିଦା କଲେ ରାଫେଲ୍ ନାଡାଲ୍

ନୂଆଦିଲ୍ଲୀ: ସ୍ପେନର ତାରକା ଖେଳାଳି ରାଫେଲ ନାଡାଲ ଟେନିସରୁ ଅବସର ଘୋଷଣା କରିଛନ୍ତି। ୨୨ ଥରର ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ ରାଫେଲ ନାଡାଲ କହିଛନ୍ତି ଯେ ସେ ଆସନ୍ତା ମାସରେ ମାଲାଗାରେ ହେବାକୁ ଥିବା ଡେଭିସ୍ କପ୍ ଫାଇନାଲ ପରେ ଟେନିସରୁ ଅବସର ନେବେ। ସେ ଏକ ଭିଡିଓ ଜାରି କରି କହିଛନ୍ତି,…

ବାଂଲାଦେଶକୁ ୮୬ ରନରେ ହରାଇ ଆଗୁଆ ସିରିଜ ଜିତି ନେଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ:ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚରେ ଭାରତ ୮୬ ରନରେ ବାଂଲାଦେଶକୁ ପରାସ୍ତ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି । ଭାରତ ପ୍ରଦତ ୨୨୨ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୯ ୱିକେଟ ବିନିମୟରେ ୧୩୫ ରନ କରିବାକୁ ସକ୍ଷମ ହୋଇଥିଲା ।…

ସଦର୍ଣ୍ଣ ସୁପରଷ୍ଟାର୍ସକୁ ହରାଇଲା ଟୋୟାମ ହାଇଦ୍ରାବାଦ

ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଟୋୟାମ ହାଇଦ୍ରାବାଦ ଆଉ ଏକ ରୋମାଂଚକ ମୁକାବିଲାରେ ବିଜୟ ହାସଲ କରିଛି । ବୁଧବାର ଅନୁଷ୍ଠିତ ମ୍ୟାଚରେ ଟୋୟାମ ହାଇଦ୍ରାବାଦ ୫ ୱିକେଟରେ ସଦର୍ଣ୍ଣ ସୁପରଷ୍ଟାର୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ସଦର୍ଣ୍ଣ ସୁପରଷ୍ଟାର୍ସ ଟିମ ୨୦ ଓଭରରେ ୫ ୱିକେଟ ହରାଇ…

ରଣଜୀ ଟ୍ରଫି: ଝାଡଖଣ୍ଡର ଅଧିନାୟକ ଦାୟିତ୍ୱ ତୁଲାଇବେ ଈଶାନ କିଶାନ

ନୂଆଦିଲ୍ଲୀ: ଭାରତର ବ୍ୟାଟ୍ସମ୍ୟାନ ଈଶାନ କିଶାନ ରଣଜୀ ଟ୍ରଫିର ଆଗାମୀ ସିଜନରେ ଝାଡଖଣ୍ଡର ଅଧିନାୟକ ଦାୟିତ୍ୱ ତୁଲାଇବେ । ବିବାଦୀୟ ଢ଼ଙ୍ଗରେ ଗତ ସିଜନରୁ ଓହରିଯିବା ଫଳରେ ବିସିସିଆଇ ତାଙ୍କୁ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ଦେଇଥିଲା । ରିଷଭ ପନ୍ତଙ୍କ ଦୁର୍ଘଟଣା ପରେ ଈଶାନ ଧଳା ବଲ କ୍ରିକେଟରେ…

ଏସିଆନ ଟେବୁଲ ଟେନିସ ଚାମ୍ପିୟନଶିପ: ଭାରତକୁ ଐତିହାସିକ ବ୍ରୋଞ୍ଜ

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମ କାଜାକସ୍ତାନରେ ଅନୁଷ୍ଠିତ ଏସିଆନ ଟେବୁଲ ଟେନିସ ଚାମ୍ପିୟନଶିପରେ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଛି । ୧୯୭୨ରୁ ଏସିଆନ ଟେବୁଲ ଟେନିସ ସଂଘ ପକ୍ଷରୁ ଆୟୋଜିତ ହୋଇ ଆସୁଥିବା ଏହି ଚାମ୍ପିୟନଶିପରେ ଏହା ପୂର୍ବରୁ ଭାରତୀୟ ମହିଳା ଟିମ ପଦକ ହାସଲ କରିପାରି ନ…

ଯାହା ସହ ଦିନେ ଖେଲୁଥିଲି, ଆଜି ମୁଁ ତାଙ୍କ କୋଚ୍: ଦୀପକ ମଙ୍ଗରାଜ

ଜମ୍ମୁ : ଓଡ଼ିଶା କ୍ରିକେଟ କିଛି ଏମିତି ଖେଳାଳିଙ୍କୁ ଆଗକୁ ଆଣିଛି, ଯେଉଁମାନେ ବର୍ଷ ବର୍ଷ ଧରି ଆଗକୁ ବଢ଼ିବା ସହ ନିଜ ନାମକୁ ଲୋକପ୍ରିୟ କରିପାରିଛନ୍ତି। ଏହି କ୍ରମରେ ସାମିଲ ଅଛନ୍ତି ଲୋକପ୍ରିୟ ଖେଳାଳି ତଥା କୋଚ୍ ଦୀପକ ମଙ୍ଗରାଜ ।  ଖେଳିବା ଦିନରୁ ନେଇ କୋଚିଂ କ୍ୟାରିୟର ପର୍ଯ୍ୟନ୍ତ, ଦୀପକ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳିବା ପାଇଁ ପାକିସ୍ତାନ ଯିବନି ଭାରତ : ରିପୋର୍ଟ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପାଇଁ ପାକିସ୍ତାନ ବୋର୍ଡ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଂଟ ପାଇଁ ପାକିସ୍ତାନ ଗସ୍ତରେ ଭାରତ ଯିବନି । ଏକ ରିପୋର୍ଟ ଅନୁସାରେ ଭାରତର ମ୍ୟାଚ ପାକିସ୍ତାନ ବଦଳରେ ୟୁଏଇରେ କରାଯିବା ଏକପ୍ରକାର…

କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ୭୨ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଆୟୋଜିତ ହୋଇଥିବା କ୍ରୀଡା ପ୍ରତିଯୋଗିତାମାନଙ୍କରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ୱାରା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଥିବା ୭୨ କ୍ରୀଡାବିତ୍ ମାନଙ୍କୁ ଆଜି ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।…

ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ : ଦ୍ଵିତୀୟ ଦିନରେ ଓଡ଼ିଶାକୁ ୧୦ ସ୍ୱର୍ଣ୍ଣ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଠାରେ ଚାଲିଥିବା ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପର ଦ୍ଵିତୀୟ ଦିନରେ ଓଡିଶାକୁ ୨୪ଟି ପଦକ ମିଳିଛି । ସେଥିମଧ୍ୟରୁ ୧୦ ଟି ସ୍ୱର୍ଣ୍ଣ, ୦୬ ଟି ରୌପ୍ୟ ଏବଂ ୮ଟି କାଂସ୍ୟ ପଦକ ରହିଛି । ୧୮ ବର୍ଷରୁ କମ୍ ୨୦୦ ମିଟର ବାଳକ ବର୍ଗରେ…

ସହଦେବଙ୍କ ସିଏଜିକୁ ରିପୋର୍ଟକୁ ଖଣ୍ଡନ କଲେ ଆଇଓଏ ଅଧ୍ୟକ୍ଷ ପିଟି ଉଷା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ପିଟି ଉଷା ମଙ୍ଗଳବାର କୋଷାଧ୍ୟକ୍ଷ ସହଦେବ ଯାଦବଙ୍କ ସିଏଜି ରିପୋର୍ଟକୁ ଭିତିହୀନ ବୋଲି କହିଛନ୍ତି । ସିଏଜି ରିପୋର୍ଟରେ ଉଲ୍ଲେଖ ରହିଥିଲା ଯେ, ରିଲାଏନ୍ସ ସହ ସ୍ପନଶରଶିପ ଚୁକ୍ତି ନେଇ ଆଇଓଏକୁ ୨୪ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ଉଷା…