Latest Odisha News

BREAKING NEWS

Browsing Category

ଖେଳ

ଦିଲୀପ ଟ୍ରଫି ପାଇଁ ଘୋଷଣା ହେଲା ଦଳ

ନୂଆଦିଲ୍ଲୀ: ଦୁଲୀପ ଟ୍ରଫିର ଆଗାମୀ ସଂସ୍କରଣ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦଳ ଘୋଷଣା କରିଛି । ସେପ୍ଟମ୍ବର ୫ରୁ ଏହା ଆରମ୍ଭ ହେବ । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବେ ନାହିଁ । ଶୁଭମନ ଗିଲ,…

ମୋର୍କେଲ ଭାରତୀୟ କ୍ରିକେଟ ଟିମର ବୋଲିଂ କୋଚ ନିଯୁକ୍ତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ୩୯ ବର୍ଷୀୟ ମୋର୍ଣ୍ଣେ ମୋର୍କେଲ ଭାରତୀୟ କ୍ରିକେଟ ଟିମର ବୋଲିଂ କୋଚ ନିଯୁକ୍ତ ହୋଇଛନ୍ତି । ସେପ୍ଟମ୍ବର ୧ରେ ସେ ଟିମ ସହିତ ଯୋଗ ଦେବେ । ବିସିସିଆଇ ସେକ୍ରେଟାରୀ ଜୟ ଶାହ ବୁଧବାର ଏ ସମ୍ପର୍କରେ ସୂଚନା ଦେଇଥିଲେ । ପୂର୍ବରୁ ମୂଖ୍ୟ କୋଚ ଗୌତମ ଗମ୍ଭୀର ତାଙ୍କୁ…

ଶ୍ରୀଜେଶଙ୍କୁ କରାଗଲା ସମ୍ମାନୀତ: ୧୬ ନମ୍ବର ଜର୍ସିକୁ ଅବସର, ଜୁନିୟର କୋଚ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତର ଷ୍ଟାର ଗୋଲକିପର ପିଆର ଶ୍ରୀଜେଶ ହକିରୁ ଅବସର ଘୋଷଣା କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ହକିରେ ବ୍ରୋଞ୍ଜ ପଦକ ଜିତିବା ପରେ ସେ ଏହି ଘୋଷଣା କରିଥିଲେ । ଏବେ ଶ୍ରୀଜେଶଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଛି । ତାଙ୍କର ୧୬ ନମ୍ବର ଜର୍ସିକୁ ବିଧିବଦ୍ଧ ଭାବେ…

ଭିନେଶଙ୍କ ଶୁଣାଣୀ ପୂନର୍ବାର ଘୁଂଚିଲା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ମହିଳା ରେସଲର ଭିନେଶ ଫୋଗଟ ୫୦ କିଗ୍ରା ବିଭାଗର ଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଥିଲେ । ତେବେ ଫାଇନାଲ ପୂର୍ବରୁ ଅଧିକ ଓଜନ ଯୋଗୁ ତାଙ୍କୁ ଆଯୋଗ୍ୟ ଘୋଷିତ କରାଯାଇଥିଲା । ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ସେ ଅସୁବିଧାରେ ପଡିଥିଲେ…

୩ ମାସ ବ୍ରେକ ନେବେ ମନୁ ଭାକର, ଶୁଟିଂ ବିଶ୍ୱକପରେ ଖେଳି ନ ପାରନ୍ତି

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ମନୁ ଭାକର ଶୁଟିଂରେ ୨ଟି ବ୍ରୋଞ୍ଜ ପଦକ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିିତିଛନ୍ତି । ଅଲିମ୍ପିକ୍ସ ପରେ ମନୁ ୩ ମାସ ଶୁଟିଂରୁ ବ୍ରେକ ନେବା ପାଇଁ ନିଷ୍ପତି…

ବାଂଲାଦେଶ, ଇଂଲଣ୍ଡ ବିପକ୍ଷ ସିରିଜ କାର୍ଯ୍ୟସୂଚୀରେ ପରିବର୍ତନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଙ୍ଗଳବାର ଆଗାମୀ ବାଂଲାଦେଶ ଓ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ କାର୍ଯ୍ୟସୂଚୀରେ ପରିବର୍ତନ କରିଛି । ବୋର୍ଡ ପକ୍ଷରୁ ଜାରୀ ଅପଡେଟ କାର୍ଯ୍ୟସୂଚୀରେ ବାଂଲାଦେଶ ବିପକ୍ଷ ଗୋଟିଏ ଟି୨୦ ମ୍ୟାଚ ଏବଂ ଇଂଲଣ୍ଡ ବିପକ୍ଷ ୨ଟି ମ୍ୟାଚରେ ପରିବର୍ତନ କରାଯାଇଛି…

ଅବସର ନିଷ୍ପତି ବଦଳାଇବେ କି ଆଣ୍ଡରସନ

ଲଣ୍ଡନ: ଇଂଲଣ୍ଡର ମହାନ ପେସ ବୋଲର ଜେମ୍ସ ଆଣ୍ଡରସନ ଗତ ମାସରେ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ୪୨ ବର୍ଷୀୟ ଆଣ୍ଡରସନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ଖବର ପ୍ରକାଶ ପାଇଥିଲା । ଏବେ ଆଣ୍ଡରସନ ତାଙ୍କ ନିଷ୍ପତିରେ ୟୁ ଟର୍ଣ୍ଣ ନେବାକୁ ବସିଛନ୍ତି । ବିଧିବଦ୍ଧ ଭାବେ…

ଘରୋଇ କ୍ରିକେଟ ଖେଳିବେ ଈଶାନ, ଶ୍ରେୟାଶ

ନୂଆଦିଲ୍ଲୀ: ୱିକେଟକିପର ବ୍ୟାଟ୍ସମ୍ୟାନ ଈଶାନ କିଶାନ ଦୀର୍ଘ ଦିନ ହେବ ଭାରତୀୟ ଟିମରେ ସ୍ଥାନ ପାଇ ପାରୁ ନାହାନ୍ତି । ରିପୋର୍ଟ ମୁତାବକ ଈଶାନ ଏବଂ ଶ୍ରେୟାଶ ଆୟାର ଘରୋଇ କ୍ରିକେଟରେ ଅଧିକରୁ ଅଧିକ ସମୟ ଦେବା ପାଇଁ ନିଷ୍ପତି ନେଇଛନ୍ତି । ଆଗକୁ ଭାରତୀୟ ଟିମ କେତେଗୁଡିଏ ଆନ୍ତର୍ଜାତୀୟ ଟେଷ୍ଟ…

ନିଲମ୍ବିତ ହେବା ପରେ ପ୍ରତିକ୍ରିୟା ରଖିଲେ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ

ନୂଆଦିଲ୍ଲୀ: ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଛି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦ ଭଗତ୍‌ଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହେବା ପରେ ସେ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ…

ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ସସପେଣ୍ଡ

ନୂଆଦିଲ୍ଲୀ: ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ସସପେଣ୍ଡ। ୧୮ ମାସ ପାଇଁ ସସପେଣ୍ଡ କଲା ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦ ଭଗତ୍‌ଙ୍କୁ ନିଲମ୍ବିତ କରାଯାଇଛି । ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରମୋଦ ଭାଗ ନେଇପାରିବେନି।…