Latest Odisha News

BREAKING NEWS

Browsing Category

ଖେଳ

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ କୋହଲି, ରୋହିତଙ୍କୁ ଦିଆଯାଇପାରେ ବିଶ୍ରାମ

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ ଟିମ ସେପ୍ଟମ୍ବରରେ ଭାରତ ଗସ୍ତରେ ଆସିବ । ଏଠାରେ ୨ଟି ଟେଷ୍ଟ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ । ୧୯ ସେପ୍ଟମ୍ବରରୁ ଏହି ସିରିଜ ଆରମ୍ଭ ହେବ । ଆଗାମୀ କିଛି ଦିନ ମଧ୍ୟରେ ଭାରତୀୟ ଟିମର ଘୋଷଣା କରାଯିବ । ରିପୋର୍ଟ ମୁତାବକ ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ…

ଘରକୁ ବାହୁଡିଲେ ଅମିତ ରୋହିଦାସ: ମିଳିଲା ଭବ୍ୟ ସ୍ବାଗତ

ଭୁବନେଶ୍ବର: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଘରକୁ ଫେରିଛନ୍ତି ହକି ତାରକା ତଥା ଓଡିଆ ମାଟିର ପୁଅ ଅମିତ ରୋହିତ ଦାସ । ଏହି ଅବସରରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଛି । ବିମାନବନ୍ଦରରେ ବିଜେପି ବିଧାୟକ ବାବୁ ସିଂ, ଭାରତୀୟ…

ଭାଇରାଲ ହେଉଛି ଭିନେଶଙ୍କ ଭାବପ୍ରବଣ ପୋଷ୍ଟ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟଙ୍କ ଆବେଦନ ସିଏଏସରେ ଖାରଜ ହେବା ପରେ ଗୁରୁବାର ସେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିନେଶ ତାଙ୍କ ପୋଷ୍ଟରେ ମ୍ୟାଟ ଉପରେ କାନ୍ଦୁଥିବା ଫଟୋ ଛାଡିବା ସହ ବ୍ୟାକଗ୍ରାଉଣ୍ଡରେ ଗାୟକ ବି…

ଏନସିଏ ମୂଖ୍ୟ ପଦରେ ରହିବେ ଲକ୍ଷ୍ମଣ

ନୂଆଦିଲ୍ଲୀ: ଭାରତର ପୂର୍ବ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ନ୍ୟାଶନାଲ କ୍ରିକେଟ ଏକାଡେମୀର ମୂଖ୍ୟ ଦାୟିତ୍ୱ ତୁଲାଇବେ । ଆଇପିଏଲର ଏକ ଟିମ ପକ୍ଷରୁ ତାଙ୍କୁ କୋଚ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲା । ଫଳରେ ସେ ଏନସିଏ ଦାୟିତ୍ୱ ଛାଡିବେ ବୋଲି ଅନୁମାନ କରାଯାଉଥିଲା । ଏବେ ଏଥିରେ ବିରାମ…

ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିପାରିବେ ଏହି ଖେଳାଳି: ରିକି ପଣ୍ଟିଙ୍ଗ

ନୂଆଦିଲ୍ଲୀ: କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ଭାରତୀୟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି। ଦୁଇ ଦଶନ୍ଧିରୁ ଅଧିକ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୧୫୯୨୧ ଟେଷ୍ଟ ରନ୍ ସ୍କୋର କରିଥିଲେ। ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ କହିଛନ୍ତି ଯେ…

ମହିଳା ଟି୨୦ ବିଶ୍ୱକପ: ବାଂଲାଦେଶ ବୋର୍ଡ ପ୍ରସ୍ତାବକୁ ଅଗ୍ରାହ୍ୟ କଲା ବିସିିସିଆଇ

ନୂଆଦିଲ୍ଲୀ: ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଚଳିତ ବର୍ଷ ୨୦ ଅକ୍ଟୋବରରୁ ଏହା ବାଂଲାଦେଶରେ ଆୟୋଜନ ହେବାରେ ଅଛି । ତେବେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଏବଂ ହିଂସା ଯୋଗୁ ଏଠାରେ ଏହା ଆୟୋଜନ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଇତି ମଧ୍ୟରେ ବାଂଲାଦେଶ ବୋର୍ଡ ବିସିସିଆଇକୁ ଏହା…

ନୂତନ ଏନସିଏରେ ଅଲିମ୍ପିଆନମାନେ କରିପାରିବେ ଅଭ୍ୟାସ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତ ୬ ପଦକ ସହ ତାର ଅଭିଯାନ ଶେଷ କରିଛି । ଆଥଲେଟମାନେ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେକ୍ରେଟାରୀ ଜୟ ଶାହ ଏକ ବଡ ଘୋଷଣା କରିଛନ୍ତି । ଖୁବ ଶୀଘ୍ର ନୂତନ ଜାତୀୟ କ୍ରିକେଟ ଏକାଡେମୀର ନିର୍ମାଣ କାର୍ଯ୍ୟ…

ଏବେ ବି ଭିନେଶଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଭାରତର ମହିଳା ରେସଲର ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ସେ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ପଦକ ପାଇ ପାରି ନ ଥିଲେ । ଏ ନେଇ ଭିନେଶ ସିଏଏସରେ ଆବେଦନ କରିଥିଲେ । ସିଏସଏ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଓ ୱାର୍ଲ୍ଡ…

ଭିନେଶଙ୍କ ସମେତ କୋଟି କୋଟି ଭାରତୀୟ କ୍ରୀଡାପ୍ରେମୀ ନିରାଶ, ମିଳିବନି ପଦକ

ନୂଆଦିଲ୍ଲୀ: ଭାରତର ମହିଳା ରେସଲର ଭିନେଶ ଫୋଗଟଙ୍କୁ ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ରୌପ୍ୟ ପଦକ ମିଳିବ ନାହିଁ । ମହିଳା ରେସଲିଂ ୫୦ କିଗ୍ରା ବିଭାଗର ଫାଇନାଲରେ ଭିନେଶ ପ୍ରବେଶ କରିଥିଲେ । ମାତ୍ର ଫାଇନାଲ ପୂର୍ବରୁ ଓଜନ ଅଧିକ ରହିଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ପରେ ସେ ଏ…

ଅଲିମ୍ପିକରେ ଇଂଲଣ୍ଡ କ୍ରିକେଟ ଟିମ ଖେଳି ନ ପାରେ

ଲଣ୍ଡନ: ୨୦୨୮ ଲସଆଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବ । ତେବେ ଅଲିମ୍ପିକ୍ସରେ ଇଂଲଣ୍ଡ କ୍ରିକେଟ ଟିମ ଅଂଶଗ୍ରହଣ କରି ନ ପାରେ । ଅବଶ୍ୟ ଖେଳାଳିମାନେ ଏଥିରେ ଅଂଶଗ୍ରହଣ କରିପାରିବେ । ଆସନ୍ତୁ ଇଂଲଣ୍ଡ ଟିମ କ୍ରିକେଟ ଖେଳିବା ନେଇ କଣ ସମସ୍ୟା ରହିଛି । ଏହାର ପ୍ରକୃତ କାରଣ ହେଲା…