Latest Odisha News

BREAKING NEWS

Browsing Category

ଖେଳ

ପ୍ୟାରିସ ଅଲିମ୍ପିକ୍ସରେ ଲିଙ୍ଗଗତ ସମାନତାର ମାଇଲଖୁଂଟ

ଏଥର ପ୍ୟାରିସ ଅଲିମ୍ପିକ୍ସ କେତେକ ଦୃଷ୍ଟିରୁ ଐତିହାସିକ ହେବାକୁ ଯାଉଛି । ବିଶେଷ କରି ମହିଳା ଆଥଲେଟଙ୍କ ପାଇଁ ପ୍ୟାରିସ ଅଲିମ୍ପିକ୍ସ ବେଶ୍ ମହତ୍ତ୍ୱପୂର୍ଣ୍ଣ ହେବ । ଅଲିମ୍ପିକ୍ସ ପରି ବିଶ୍ୱକ୍ରୀଡାର ବୃହତ ଓ ଭବ୍ୟ ପ୍ରତିଯୋଗିତାରେ ଏଣିକି ପୁରୁଷମାନଙ୍କ ପରି ମହିଳାମାନଙ୍କର ମଧ୍ୟ ସମାନ…

୪୪ ବର୍ଷ ପରେ ଭାରତ ହକିରେ ଜିତିବ କି ସ୍ୱର୍ଣ୍ଣ

ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ରହିଲା । ଭାରତ ତାର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ସମସ୍ତ ଉଦ୍ୟମ ଆରମ୍ଭ କରିଛି । ଅଲିମ୍ପିକ୍ସରେ ଭାରତ ହକିରେ ସର୍ବାଧିକ ୧୨ଟି ପଦକ ଜିତିଛି । ତେବେ ୧୯୮୦ ପରଠାରୁ ଟିମଇଣ୍ଡିଆ ହକିରେ ସ୍ୱର୍ଣ୍ଣ ପଦକ ହାସଲ କରିପାରି ନାହିଁ । ଏପରିକି…

ଅଲିମ୍ପିକ୍ସ ପୂର୍ବରୁ କିଶୋର ଜେନା ଓ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି…

ଆଉ ସୁନ୍ଦର ଫୁଟବଲ ଖେଳୁନାହିଁ ବ୍ରାଜିଲ 

ନୂଆଦିଲ୍ଲୀ: କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟରେ ବ୍ରାଜିଲ ଉରୁଗୁଏଠାରୁ କ୍ୱାର୍ଟର ଫାଇନାଲରେ ହାରି ବିଦାୟ ନେଇଛି । ବ୍ରାଜିଲ ଫୁଟବଲ ଦଳର ଏଭଳି ନିରାଶାଜନକ ପ୍ରଦର୍ଶନରେ ପ୍ରଶଂସକମାନେ ଆଉ ଆଶ୍ଚର୍ଯ୍ୟ ହେଉନାହାନ୍ତି । ଗତ କିଛି ବର୍ଷ ଧରି ଜାତୀୟ ଦଳ ଲଗାତର ଦୁର୍ବଳ ପ୍ରଦର୍ଶନ କରିଆସୁଛି…

ଏଥର ଅଲିମ୍ପିକ୍ସରେ ଏମାନେ ହାସଲ କରିପାରନ୍ତି ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ରୁ ଅଲିମ୍ପିକ୍ସ ଆରମ୍ଭ ହେବ । ଏହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ । ଭାରତରୁ ୧୦୦ରୁ ଅଧିକ ଆଥଲେଟ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଟିମ ଇଣ୍ଡିଆର ୧୦ ଷ୍ଟାର ଆଥଲେଟଙ୍କଠାରୁ ପ୍ରଶଂସକମାନେ ସ୍ୱର୍ଣ୍ଣ ପଦକ ଆଶା କରୁଛନ୍ତି । ଆସନ୍ତୁ ନଜର…

ପ୍ରଥମ ଟି୨୦ରେ ଜିମ୍ବାୱେ ନିକଟରୁ ହାରିଲା ଟିମ ଇଣ୍ଡିଆ

ହରାରେ: ଏଠାରେ ଆରମ୍ଭ ହୋଇଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ଶୁଭମନ ଗିଲ ନେତୃତ୍ୱାଧୀନ ଭାରତ ୧୩ ରନରେ ଜିମ୍ବାୱେ ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୧୫ ରନ କରିଥିଲା । ବ୍ରାଏନ ବେନେଟ୍ଟ(୨୨), ଡାୟନ…

ଜିମ୍ବାୱେ ବିପକ୍ଷ ପ୍ରଥମ ଟି୨୦ରେ ବିଶ୍ୱ ରେକର୍ଡ କଲେ ଖଲୀଲ

ହରାରେ: ଜିମ୍ବାୱେ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ ଅବସରରେ ଭାରତର ବାମହାତୀ ପେସ ବୋଲର ଖଲୀଲ ଅହମ୍ମଦ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୧୬ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ଭାରତ ପକ୍ଷରୁ ରବି ବିଶ୍ନୋଇ ସର୍ବାଧିକ ୪ଟି ୱିକେଟ…

ମାଇକେଲ ଭନଙ୍କୁ କଡା ଜବାବ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟି୨୦ ବିଶ୍ୱକପ ୨୦୨୪ର ଟାଇଟଲ ହାସଲ କରିଛି । ଅବଶ୍ୟ ଏହି ବିଜୟ ଅନେକଙ୍କୁ ହଜମ ହେଉ ନାହିଁ । ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚ ନେଇ ସୋସିଆଲ ମିଡିଆରେ ଭୂଲ ତଥ୍ୟ ପରିବେଷଣ କରାଯିବା ପରେ ଏବେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ…

ୟୁରୋ କପ ଫୁଟବଲ : ସେମି ଫାଇନାଲରେ ସ୍ପେନକୁ ଭେଟିବ ଫ୍ରାନ୍ସ

ନୂଆଦିଲ୍ଲୀ: ୟୁରୋ କପ ଫୁଟବଲ ଏବେ ରୋମାଂଚକ ପର୍ଯ୍ୟାୟରେ ପଂହଚିଛି । ଶୁକ୍ରବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ପର୍ତୁଗାଲକୁ ପେନାଲ୍ଟି ଶୁଟ ଆଉଟରେ ପରାସ୍ତ କରି ଫ୍ରାନ୍ସ ସେମିଫାଇନାଲରେ ପ୍ରବେଶ କରିଛି । ସେମିରେ ସ୍ପେନକୁ ଭେଟିବ ଫ୍ରାନ୍ସ । ପର୍ତୁଗାଲ ପୂନର୍ବାର…

ଭାରତର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣ

ଆଉ କିଛି ଦିନ ପରେ ପ୍ୟାରିସରେ ଆରମ୍ଭ ହୋଇଯିବ କ୍ରୀଡା ଜଗତର ମହାକୁମ୍ଭ । ଭାରତ ସ୍ୱାଧୀନତା ହାସଲ କରି ନ ଥିବା ବେଳେ ୧୯୦୦ରେ ନର୍ମାନ ପ୍ରିଚର୍ଡ ଭାରତ ପକ୍ଷରୁ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଖେଳିବା ସୌଭାଗ୍ୟ ଅର୍ଜନ କରିଥିଲେ । ୧୯୨୦ରେ ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ସମ୍ପୂର୍ଣ୍ଣ…