Latest Odisha News

BREAKING NEWS

Browsing Category

ଖେଳ

କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ୪-୨-୧ ନିୟମ ଅନୁଯାୟୀ ଖେଳାଳିଙ୍କୁ ଦେଉଛି ପୃଷ୍ଟିକର ଆହାର

ସୁରଟ: ଜଣେ କ୍ରୀଡାବିତଙ୍କ ଲାଗି ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସର୍ବଦା ଆହାର ବା ପୋଷଣର ଗୁରୁତ୍ଵ ରହି ଆସିଛି । କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଖେଳାଳିଙ୍କୁ ଫିଟ୍ ରଖିବା ପାଇଁ ୪-୨-୧ ନିୟମ  ପାଳନ କରୁଛି । ମ୍ୟାଚର ୪ ଘଣ୍ଟା ପୂର୍ବରୁ ସମ୍ପୂର୍ଣ ଆହାର: ମ୍ୟାଚ ଆରମ୍ଭ ହେବାର ୪ ଘଣ୍ଟା…

ଲକ୍ଷ୍ମଣଙ୍କ କ୍ୟାଚ ଡ୍ରପ କରିବା ପରେ ଅବସର ନେଇଥିଲେ ଏହି ମହାନ ଖେଳାଳି

ମେଲବୋର୍ଣ୍ଣ: ଭାରତର ପୂର୍ବତନ ଷ୍ଟାର ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣଙ୍କ କ୍ୟାଚ ଡ୍ରପ କରିବା ପରେ ଅଷ୍ଟ୍ରେଲିଆର ଜଣେ ମହାନ ଖେଳାଳି ଏତେ ମାତ୍ରାରେ ଚାପଗ୍ରସ୍ତ ହୋଇଥିଲେ ଯେ, ସେ ଅବସର ଘୋଷଣା କରିଥିଲେ । ଏହି ମହାନ ଖେଳାଳିଜଣଙ୍କ ହେଲେ ଆଡାମ ଗିଲକ୍ରିଷ୍ଟ । ୨୦୦୮ରେ ଭାରତ ବିପକ୍ଷ ଆଡିଲେଡ…

ରଣଜୀ ଖେଳିପାରନ୍ତି କୋହଲି, ପନ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରିଷଭ ପନ୍ତ ରଣଜୀ ଟ୍ରଫି ୨୦୨୪ରେ କେତେକ ମ୍ୟାଚ ଖେଳିପାରନ୍ତି । ୨୦୧୯ ପରେ ପ୍ରଥମ ଥର ପାଇଁ ଏହି ୨ ଖେଳାଳିଙ୍କ ନାମ ଦିଲ୍ଲୀ ସମ୍ଭାବ୍ୟ ଟିମରେ ରହିଛି । ଡିଡିସିଏ ପକ୍ଷରୁ ଜାରୀ କରାଯାଇଥିବା ସମ୍ଭାବ୍ୟ ୮୪ ଖେଳାଳି…

ଇରାନୀ କପ ପାଇଁ ଅବଶିଷ୍ଟ ଭାରତ ଏକାଦଶ ଘୋଷିତ

ନୂଆଦିଲ୍ଲୀ: ବିସିସିଆଇ ୧ ଅକ୍ଟୋବରରୁ ୫ ପର୍ଯ୍ୟନ୍ତ ଲକ୍ଷ୍ନୌରେ ହେବାକୁ ଥିବା ଈରାନୀ କପ ପାଇଁ ଅବଶିଷ୍ଟ ଭାରତ ଏକାଦଶ ଘୋଷିତ କରିଛି । ରଣଜୀ ଚାମ୍ପିୟନ ମୁମ୍ବାଇ ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ରିତୁରାଜ ଗାଏକ୍ୱାଡଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ରିପୋର୍ଟ ମୁତାବକ…

ଲିଜେଣ୍ଡସ ଲିଗ କ୍ରିକେଟ: ମଣିପାଲ ବିପକ୍ଷରେ ପୂନର୍ବାର ବିଜୟ ଲକ୍ଷ୍ୟରେ କୋଣାର୍କ ସୂର୍ଯ୍ୟାସ ଓଡିଶା

ସୁରଟ: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଯୋଧପୁରରେ କୋଣାର୍କ ସୂର୍ଯ୍ୟାସ ଓଡିଶାର ତାର ପ୍ରଥମ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ମଣିପାଲ ଟାଇଗର୍ସକୁ ୨ ରନରେ ପରାସ୍ତ କରିଥିଲା । ଇରଫାନ ପଠାନ ନେତୃତ୍ୱାଧୀନ କୋଣାର୍କ ସୂର୍ଯ୍ୟାସ ଓଡିଶା ୨୭ରେ ପୂନର୍ବାର ସୁରଟରେ ମଣିପାଲ ଟାଇଗର୍ସକୁ ଭେଟିବ ।…

ଦ୍ୱିତୀୟ ଟେଷ୍ଟରେ ନୂଆ ରଣନୀତିରେ ଓହ୍ଲାଇବ ଟିମ ଇଣ୍ଡିଆ

କାନପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ସେପ୍ଟମ୍ବର ୨୭ରୁ କାନପୁରରେ ଖେଳାଯିବ । ଏହି ମ୍ୟାଚରେ ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ନୂଆ ରଣନୀତିରେ ଓହ୍ଲାଇବ । ଗ୍ରୀନପାର୍କ ପିଚରେ ବଲ ଚେନ୍ନାଇ ପରି ବାଉନ୍ସ କରିବ ନାହିଁ । ପରେ ପିଚ କଳାମାଟିର ବ୍ୟବହାର ଯୋଗୁ ଧୀମା…

ଭିନେଶଙ୍କୁ ଟାର୍ଗେଟ କଲେ ଯୋଗେଶ୍ୱର

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ଯୋଗେଶ୍ୱର ଦତ ମହିଳା ରେସଲର ଭିନେଶ ଫୋଗଟଙ୍କୁ ଟାର୍ଗେଟ କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ସେ ଅଯୋଗ୍ୟ ଘୋଷିତ ହେବା ପରେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ । ମୁଁ ତାଙ୍କ ସ୍ଥାନରେ ଥିଲେ ଏହି କାର୍ଯ୍ୟ କରିଥାନ୍ତି ବୋଲି ଯୋଗେଶ୍ୱର କହିଛନ୍ତି । ନିଜ…

ଭାରତୀୟ ଚେସର ସୁନା ଭାଇ-ଭଉଣୀ ଯୋଡି

ନୂଆଦିଲ୍ଲୀ: ଫିଡେ ବିଶ୍ୱକପ ଚେସରେ ଭାରତ ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛି । ବୁଡାପେଷ୍ଟରେ ଅନୁଷ୍ଠିତ ଏହି ମୁକାବିଲାରେ ପୁରୁଷ ଟିମ ୩.୫-୦.୫ରେ ସ୍ଲୋଭେନିଆକୁ ଏବଂ ମହିଳା ଟିମ କାଜକସ୍ତାନକୁ ୩-୦.୫ ପଂଏଟରେ ପରାସ୍ତ କରିଥିଲା । ଭାରତୀୟ ଚେସର ଏହି…

ଓଡିଶା ସିନିୟର ମହିଳା ହକି ଚାମ୍ପିୟନଶିପ ଆରମ୍ଭ

ରାଉରକେଲା: ହକି ଆସୋସିଏଶନ ଓଡିଶା ପକ୍ଷରୁ ସିନିୟର ମହିଳା ଚାମ୍ପିୟନଶିପ ସ୍ଥାନୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଛି । ଏହି ଚାମ୍ପିୟନଶିପରେ ୧୦ଟି ଟିମ ଅଂଶଗ୍ରହଣ କରୁଛନ୍ତି । ସୋମବାର ଅନୁଷ୍ଠିତ ମୁକାବିଲାରେ ନୟାଗଡ ୫-୦ ଗୋଲରେ ସମ୍ବଲପୁରକୁ, ସ୍ପୋର୍ଟ୍ସ ହଷ୍ଟେଲ ରାଉରକେଲା…

ରିଲିଜ ହେଲା ଆଇସିସି ମହିଳା ଟି୨୦ ବିଶ୍ୱକପ ୨୦୨୪ର ଥିମ ସଙ୍ଗ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସୋମବାର ମହିଳା ଟି୨୦ ବିଶ୍ୱକପ ୨୦୨୪ର ଥିମ ସଙ୍ଗ ରିଲିଜ କରିଛି । ଗୀତର ଶୀର୍ଷକ ହ୍ୱାଟଏଭର ଇଟ ଟେକସ ରହିଥିବା ବେଳେ ଭାରତର ଲୋକପ୍ରିୟ ମହିଳା ପପ ଗ୍ରୁପ ଡବ୍ଲ୍ୟୁଆଇଏସଏଚ ଏହାକୁ ଗାଇଛନ୍ତି । ଏହି ଗୀତରେ ଭାରତୀୟ ଟିମର ଉପଅଧିନାୟିକା ସ୍ମୃତି…