Latest Odisha News

BREAKING NEWS

Browsing Category

ଖେଳ

କ୍ୟାନସର ଆକ୍ରାନ୍ତ ଗାଏକ୍ୱାଡଙ୍କୁ ଆର୍ଥୀକ ସହଯୋଗ ଯୋଗାଇଦେବା ପାଇଁ ବିସିସିଆଇକୁ ଅନୁରୋଧ କଲେ ସନ୍ଦୀପ ପାଟିଲ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଓପନ ଅଂଶୁମାନ ଗାଏକ୍ୱାଡ ଏବେ ବ୍ଲଡ କ୍ୟାନ୍ସରରେ ଆକ୍ରାନ୍ତ । ତାଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ସନ୍ଦୀପ ପାଟିଲ ବିସିସିଆଇକୁ ଅନୁରୋଧ କରିଛନ୍ତି । ଗାଏକ୍ୱାଡ ଏବେ ଲଣ୍ଡନର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପାଟିଲ ସେଠାରେ…

ଜିମ୍ବାୱେ ବିପକ୍ଷ ସିରିଜର ପ୍ରଥମ ୨ଟି ମ୍ୟାଚ ଖେଳିବେନି ସାମସନ, ଦୁବେ ଓ ଯଶସ୍ୱୀ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ ଏବେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ପାଇଁ ଜିମ୍ବାୱେ ଗସ୍ତରେ ଯାଇଛି । ୬ ଜୁଲାଇରୁ ଏହି ସିରିଜ ଆରମ୍ଭ ହେବ । ଏହି ସିରିଜ ପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଦଳ ଘୋଷଣା କରାଯାଇଥିଲେ ମଧ୍ୟ ଏବେ ଏଥିରେ ସାମାନ୍ୟ ପରିବର୍ତନ କରାଯାଇଛି । ପ୍ରଥମ ୨ଟି…

ପାକିସ୍ତାନକୁ ହଜମ ହେଉନି ଭାରତର ବିଶ୍ୱକପ୍ ବିଜୟ

ନୂଆଦିଲ୍ଲୀ: ଭାରତର ଟି-୨୦ ବିଶ୍ୱକପ୍ ବିଜୟ ପରେ ପାକିସ୍ତାନର ବହୁ ପୂର୍ବତନ ଓ ବର୍ତ୍ତମାନର କ୍ରିକେଟର ବଧାଇ ଜଣାଇଛନ୍ତି । ଅବଶ୍ୟ ଇଞ୍ଜାମାମ ଉଲ ହକ ଓ ସାହିଦ ଆଫ୍ରିଦିଙ୍କ ପରି କିଛି ପୂର୍ବତନ କ୍ରିକେଟର ହୁଏତ ଭାରତର ବିଜୟକୁ ସହଜରେ ହଜମ କରିପାରିନଥିବେ । ଖେଳକୁ ଖେଳ ଭାବନା ସହ ଅନେକ…

ସୂର୍ଯ୍ୟକୁମାରଙ୍କ କ୍ୟାଚ ନେଇ ମୁହଁ ଖୋଲିଲେ ଶନ ପୋଲକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୪ର ରୋମାଂଚକ ଫାଇନାଲରେ ଭାରତ ୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି । ଶେଷ ଓଭରରେ ସୂର୍ଯ୍ୟକୁମାର ଯାଦବ ବାଉଣ୍ଡରୀ ଲାଇନ ଉପରେ ଡେଭିଡ ମିଲରଙ୍କ ଏକ ଚମତ୍କାର କ୍ୟାଚ ନେଇଥିଲେ । ଯାହା ପରେ ଭାରତ ମ୍ୟାଚରେ ବିଜୟ ହାସଲ…

ଟି୨୦ ସିରିଜ: ଜିମ୍ବାୱେ ଗସ୍ତରେ ଗଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ମଙ୍ଗଳବାର ସକାଳେ ଜିମ୍ବାୱେ ଗସ୍ତରେ ଯାଇଛନ୍ତି । ଏହି ସିରିଜ ପାଇଁ ସମ୍ପୂର୍ଣ୍ଣ ଭାବେ ଯୁବ ଟିମ ଘୋଷଣା କରାଯାଇଛି । ୬ଜୁଲାଇରେ ଏହି ସିରିଜ ପ୍ରଥମ ମୁକାବିଲା ହରାରେ ଖେଳାଯିବ । ଟି୨୦ ବିଶ୍ୱକପ…

ବାର୍ବାଡୋସରେ ପାଗରେ ସୁଧାର ଆସିଲେ ଟିମ୍ ଇଣ୍ଡିଆ ଚାର୍ଟର ବିମାନରେ ଭାରତ ଫେରିବ!

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ୍ ଦଳ ସୋମବାର ସକାଳେ କ୍ୟାରିବିଆନ୍ ଦ୍ୱୀପପୁଞ୍ଜରେ କ୍ୟାଟେଗୋରୀ-୪ ବାତ୍ୟା ଆସିବା ପରେ ବାର୍ବାଡୋସରେ ଫସି ରହିଛି। ଶନିବାର ଟି-୨୦ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ଦଳ ଏବେ ଏକ ପଞ୍ଚତାରକା ହୋଟେଲରେ…

ବଲ୍ ନୁହେଁ ବିଶ୍ୱକପ୍ ଉଡ଼ିଯାଉଥିଲା ତେଣୁ ଧରିନେଲି କହିଲେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ପ୍ରେସ ବକ୍ସର ଠିକ୍ ତଳେ ବଲଟି ପଡ଼ିବାକୁ ଯାଉଥିଲା। ଯାହାକି ପ୍ରଥମେ ଦେଖାଯାଉନଥିଲା । ଯଦିଓ ଟିଭିରେ ଦର୍ଶକ ଦେଖୁଥିଲେ ସୂର୍ଯ୍ୟକୁମାର ଯାଦବଙ୍କ ଅବିଶ୍ୱସନୀୟ କ୍ୟାଚ୍ । ତେଣୁ ବୋଧହୁଏ ନିଶ୍ଚିତ ଥିଲେ ଯେ ଡେଭିଡ୍ ମିଲର ଆଉଟ୍ ହୋଇଛନ୍ତି, କିନ୍ତୁ ଯେଉଁଠି କ୍ୟାଚ ଧରାଯାଇଥିଲା…

ଟି୨୦ରେ ରୋହିତ, ବିରାଟଙ୍କ ସ୍ଥାନ କିଏ ନେବ

କିଙ୍ଗଷ୍ଟନ ଓଭାଲ: ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଟି୨୦ ବିଶ୍ୱକପ ୨୦୨୪ର ଟାଇଟଲ ହାସଲ କରିଛି । ଏହା ପରେ ଟିମ ଇଣ୍ଡିଆର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆନ୍ତର୍ଜାତୀୟ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ଏବେ ସେମାନଙ୍କ ସ୍ଥାନ କିଏ ଭରଣା କରିବ ସେ ନେଇ ଆଲୋଚନା ଜୋର ଧରିଛି…

ପ୍ୟାରିସ ଡାଇମଣ୍ଡ ଲିଗରେ ଖେଳି ନ ପାରନ୍ତି ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଭାରତର ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଗାମୀ ପ୍ୟାରିସ ଡାଇମଣ୍ଡ ଲିଗରେ ଅଂଶଗ୍ରହଣ କରି ନ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ସେ ଏଥିରୁ ଓହରିଯିବା ଖବର ପ୍ରସାରିତ ହେବା ପରେ ସେ ଆହତ ଥିବା ଅଟକଳ ମଧ୍ୟ ଜୋର ଧରିଛି । ଆଗକୁ ପ୍ୟ।।ରିସ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଘୋଷଣା ହେବେ ଟିମ ଇଣ୍ଡିଆର ନୂଆ କୋଚ

ବ୍ରିଜଟାଉନ: ଭାରତ ଟି୨୦ ବିଶ୍ୱକପ ଚାମ୍ପିୟନ ହେବା ପରେ କୋଚ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ଖୁବ ଶୀଘ୍ର ନୂତନ କୋଚ ଏବଂ ଟି୨୦ ଅଧିନାୟକଙ୍କ ନାମ ଘୋଷଣା କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ରୋହିତ ଶର୍ମା ଟି୨୦ ଅବସର ଘୋଷଣା କରିବା ପରେ ଏହି ପଦ ମଧ୍ୟ…