Latest Odisha News

BREAKING NEWS

Browsing Category

ଖେଳ

ସେହ୍ୱାଗଙ୍କ ସହ ଘଟିଥିବା ମତଭେଦର ଖୁଲାସା କଲେ ମ୍ୟାକ୍ସୱେଲ

ମୁମ୍ବାଇ: ଆଇପିଏଲର ପ୍ରତ୍ୟେକ ସିଜନରେ କିଛି ନା କିଛି ବିବାଦ ସମ୍ମୁଖକୁ ଆସିଥାଏ । ଏବେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସୱେଲ ତାଙ୍କ ଆତ୍ମଜୀବନୀ ୨୦୧୭ରେ ବୀରେନ୍ଦ୍ର ସେହ୍ୱାଗଙ୍କ ସହ ଘଟିଥିବା ବିବାଦର ଖୁଲାସା କରିଛନ୍ତି । ଗ୍ଲେନ ମ୍ୟାକ୍ସୱେଲ ଦି ଶୋ ମ୍ୟାନରେ ସେ ୨୦୧୭…

ଖୁବ ଶୀଘ୍ର ଏକ ବଡ ଘୋଷଣା କରିବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ପୋଷ୍ଟ ଏବେ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ମୁଁ ଖୁବ ଶୀଘ୍ର ଏକ ବଡ ଘୋଷଣା କରିବାକୁ ଯାଉଛି । ଆଇପିଏଲ ମେଗା ନିଲାମ ପୂର୍ବରୁ ତାଙ୍କର ଏହି ପୋଷ୍ଟ ନେଇ ବିଭିନ୍ନ ପ୍ରକାରର…

ନ୍ୟୁଜିଲାଣ୍ଡ ୩୦୧ ରନରେ ଅଗ୍ରଣୀ

ପୁଣେ: ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୩୦୧ ରନର ଅଗ୍ରଣୀ ହାସଲ କରିନେଇଛି । ହାତରେ ଆଉ ୩ ଦିନ ଖେଳ ବାକିଥିବାରୁ ମ୍ୟାଚର ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ତୃତୀ ଦିବସ…

୧ ରନରେ ପଡିଲା ୮ ୱିକେଟ

ପର୍ଥ: ପର୍ଥର ୱାକା ଗ୍ରାଉଣ୍ଡରେ ଅନୁଷ୍ଠିତ ଅଷ୍ଟ୍ରେଲିଆର ଏକ ଘରୋଇ କ୍ରିକେଟ ପ୍ରତିଯୋଗିତାରେ ମାତ୍ର ୧ ରନରେ ୮ ଟି ୱିକେଟ ପଡିଛି । ତାସମାନିଆ ବିପକ୍ଷରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ୨ ୱିକେଟ ବିନିମୟରେ ୫୨ ରନ କରି ବ୍ୟାଟିଂ କରୁଥିଲା । ଏହା ପରେ ନାଟକୀୟ ଢ଼ଙ୍ଗରେ ୱିକେଟର ପତନ ଘଟିବାକୁ…

ପୂନର୍ବାର ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୧୫୬ରେ ଅଲଆଉଟ

ପୁଣେ: ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡଠାରୁ ହାରିବା ସତ୍ୱେ ଭାରତୀୟ କ୍ରିକେଟ ଟିମ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ସ୍କୋର ୨୫୯ ରନ ଜବାବରେ ଟିମ ଇଣ୍ଡିଆ ୧୫୬ ରନ କରି ଅଲଆଉଟ ହୋଇଯାଇଛି । ଘରୋଇ ଦଳ ଏବେ ଭ୍ରମଣକାରୀ…

ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ବଡ ସ୍କୋର କଲା ଜିମ୍ବାୱେ

ଦୁବାଇ: ଜିମ୍ବାୱେ କ୍ରିକେଟ ଟିମ ଟି୨୦ ଆନ୍ତର୍ଜାତୀୟ ମ୍ୟାଚରେ ସବୁଠାରୁ ବଡ ସ୍କୋର କରିବାର ଗୌରବ ଅର୍ଜନ କରିଛି । ଆଇସିସି ପୁରୁଷ ଟି୨୦ ବିଶ୍ୱକପ ରିଜିଓନାଲ ଆଫ୍ରିକା କ୍ୱାଲିଫାୟର ଗ୍ରୁପ ବିରେ ଗାମ୍ବିଆ ବିପକ୍ଷରେ ଜିମ୍ବାୱେ ୩୪୪ ରନ ସଂଗ୍ରହ କରିଥିଲା । ଅଧିନାୟକ ସିକନ୍ଦର ରାଜା ୪୩ ବଲରେ…

ଚୂଡାନ୍ତ ଏକାଦଶ ଚୟନ ନେଇ ଦ୍ୱନ୍ଦ୍ୱରେ ଟିମ ଇଣ୍ଡିଆ

ପୁଣେ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପୁଣେରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଖେଳାଯିବ । ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଟିମ ଇଣ୍ଡିଆ ଏହି ମ୍ୟାଚରେ ବିଜୟ ହାସଲ କରି ସିରିଜ ବରାବର କରିବା ଲକ୍ଷ୍ୟରେ ରହିବ । ତେବେ ଏହି ମ୍ୟାଚ ପାଇଁ ଚୂଡାନ୍ତ ଏକାଦଶ ଚୟନ ନେଇ ଟିମ ଇଣ୍ଡିଆ ଦ୍ୱନ୍ଦ୍ୱରେ ରହିଛି…

ଆସନ୍ତୁ ଜାଣିବା ବବିତା ଫୋଗଟ କାହାକୁ କହିଲେ ଦିଦି ତୁମେ କଣ ପାଇଲ ?

ନୂଆଦିଲ୍ଲୀ: ରେସଲର ସାକ୍ଷୀ ମଲିକ ତାଙ୍କ ଆତ୍ମକଥା ୱିଟନେସ ମାଧ୍ୟମରେ ପୂନର୍ବାର ଚର୍ଚ୍ଚାକୁ ଆସିଛନ୍ତି । ସାକ୍ଷୀ ଏବେ ଅନେକ ରହସ୍ୟ ଉଜାଗର କରିଛନ୍ତି । ଅବଶ୍ୟ ଏହା ସତ କି ମଛ ତାହା ପ୍ରମାଣିତ ହୋଇନି । ପୂର୍ବତନ ରେସଲର ତଥା ବିଜେପି ନେତ୍ରୀ ବବିତା ଫୋଗଟ ଏବେ ସାକ୍ଷୀଙ୍କୁ କଡା ସମାଲୋଚନା…

ରାହୁଲଙ୍କୁ ସମର୍ଥନ ଦେଲେ କୋଚ ଗୌତମ ଗମ୍ଭୀର

ପୁଣେ: ଭାରତୀୟ କ୍ରିକେଟ ଟିମର ମୂଖ୍ୟ କୋଚ ଗୌତମ ଗମ୍ଭୀର ଖରାପ ଫର୍ମରେ ଥିବା କେଏଲ ରାହୁଲଙ୍କୁ ସମର୍ଥନ ଦେଇଛନ୍ତି । ସୋସିଆଲ ମିଡିଆରେ ଆଲୋଚନା କରିବା ଅପେକ୍ଷା ଟିମ ମ୍ୟାନେଜମେଂଟର ନିଷ୍ପତି ଗୁରୁତ୍ୱ ବହନ କରିଥାଏ । ବେଙ୍ଗାଲୁରରେ ଖେଳା ଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ…

ରାଜ୍ୟରେ କ୍ରୀଡାର ବିକାଶ ପାଇଁ କ୍ରୀଡାନୀତି ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି: କ୍ରୀଡାମନ୍ତ୍ରୀ

ଭୁବନେଶ୍ୱର: କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଆଜି କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଟେନିସ୍‌ ସେଣ୍ଟର ଅଡ଼ିଟୋରିୟମ୍ ଠାରେ ଓଡ଼ିଶା କ୍ରୀଡାନୀତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି…