Latest Odisha News

BREAKING NEWS

Browsing Category

ଖେଳ

ଟି୨୦ ବିଶ୍ୱକପ ଫାଇନାଲ: ଟାଇଟଲ ହାସଲ ଲକ୍ଷ୍ୟରେ ଭାରତ

କିଙ୍ଗଷ୍ଟନ ଓଭାଲ: ଟି୨୦ ବିଶ୍ୱକପ ୨୦୨୪ ଶେଷ ପର୍ଯ୍ୟାୟରେ ପଂହଚିଛି । ଶନିବାର ବାର୍ବାଡୋସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଆଫଗାନିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ଏବଂ ଇଂଳଣ୍ଡକୁ ପରାସ୍ତ କରି ଟିମ ଇଣ୍ଡିଆ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଆନ୍ତର୍ଜାତୀୟ…

୧୦ ବର୍ଷ ପରେ ଆଇସିସି ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ ଜିତିଲା ଭାରତ, ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: ଇଂଲଣ୍ଡକୁ ୬୮ ରନରେ ପରାସ୍ତ କରି ଭାରତ ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ର ଫାଇନାଲରେ ପ୍ରବେଶ କରିଛି। ରୋହିତ ଶର୍ମାଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ଭାରତ ୧୭୧ ରନ୍ର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ପରେ ସ୍ପିନର ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ୍ ନେଇ…

ମହାନ ଅଲରାଉଣ୍ଡର କପିଳ ଦେବ କହିଲେ ମୋ ଠାରୁ ୧୦୦୦ଗୁଣ ଭଲ ବୋଲିଂ କରୁଛନ୍ତି ବୁମରାହ

ନୂଆଦିଲ୍ଲୀ: ଭାରତକୁ ପ୍ରଥମ କ୍ରିକେଟ ବିଶ୍ୱକପ ସ୍ୱାଦ ଚଖାଇଥିବା ମହାନ ଅଲରାଉଣ୍ଡର କପିଳ ଦେବ ଗୁରୁବାର ଯଶପ୍ରୀତ ବୁମରାହଙ୍କ ବୋଲିଂକୁ ଭୂୟସୀ ପ୍ରଶଂସା କରିଛନ୍ତି । ଚଳିତ ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି । ଏଥିରେ ବୁମରାହ ବୋଲିଂ ଦଳର…

ଭଲିବଲ୍ କୋର୍ଟର ଚକ୍ ଦେ ଗାର୍ଲ…ଦିୟା ମଜୁମଦାର

ଭୁବନେଶ୍ବର: ବାରଣ ଥିଲା, କଟାକ୍ଷ ଥିଲା, ଅନୁମତି ନଥିଲା। ଝିଅ ହାଫପ୍ୟାଣ୍ଟ ପିନ୍ଧି ଭଲିବଲ୍ ଖେଳିବ, ଏକଥାକୁ ସହଜରେ ଗ୍ରହଣ କରୁନଥିଲେ ପରିବାର । ସାମାଜିକ ଅନ୍ଧବିଶ୍ବାସର ଶିକୁଳି ଫିଟାଇ ସଂଘର୍ଷର କୋର୍ଟରେ ସଫଳତାର ଗୋଲର ନାଁ ଦିୟା ମଜୁମଦାର। ଦିୟା ପଶ୍ଚିମବଙ୍ଗର ଝିଅ। ଜଗତସିଂହପୁରର…

ଟି୨୦ ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲ : ପ୍ରତିଶୋଧ ଲକ୍ଷ୍ୟରେ ଭାରତ

ଗୁୟାନା: ବର୍ଷା ଆଶଙ୍କା ମଧ୍ୟରେ ୨୦୦୭ ଉଦଘାଟନୀ ସଂସ୍କରଣର ଚାମ୍ପିଅନ ଭାରତ ଓ ଦୁଇ ଥରର ବିଜେତା ଇଂଲଣ୍ଡ ମଧ୍ୟରେ ଖେଳାଯିବ ଚଳିତ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ । ଗୁୟାନାରେ ଖେଳାଯିବ ମ୍ୟାଚ୍ । ଯଦି ବର୍ଷା ବାଧକ ସାଜେ, ତାହା ହେଲେ ଏହି ମ୍ୟାଚ୍ ପାଇଁ ରିଜର୍ଭ ଡେ’ ନାହିଁ ।…

ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପର ଫାଇନାଲରେ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନକୁ ପରାସ୍ତ କରି ରଚିଲା ଇତିହାସ

ନୂଆଦିଲ୍ଲୀ: ଶେଷରେ !! ଦକ୍ଷିଣ ଆଫ୍ରିକା ଆଇସିସି ଇଭେଣ୍ଟର ଫାଇନାଲରେ !! ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍ ୨୦୨୪ର ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଦକ୍ଷିଣ ଆଫ୍ରିକା ୯ ଓ୍ଵିକେଟ୍ ହାତରେ ଥାଇ ଏବଂ ୬୭ ବଲ୍ ବାକି ଥାଇ ଆଫଗାନିସ୍ତାନଠୁ ମ୍ୟାଚ ବିଜୟୀ…

ଟି୨୦ ର‌୍ୟାଙ୍କିଙ୍ଗ: ସୂର୍ଯ୍ୟକୁମାରଙ୍କୁ ପଛରେ ପକାଇ ହେଡ ହେଲେ ଏକ ନମ୍ବର

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ ଭାରତର ସୂର୍ଯ୍ୟକୁମାର ଯାଦବଙ୍କ ହାତରୁ ଏକ ନମ୍ବର ସ୍ଥାନ ଖସି ଯାଇଛି । ଅଷ୍ଟ୍ରେଲିଆର ଟ୍ରେଭିସ ହେଡ ତାଙ୍କୁ ପଛରେ ପକାଇ ଶୀର୍ଷକୁ ଉନ୍ନୀତ ହୋଇଛନ୍ତି । ଡିସେମ୍ବର ୨୦୨୩ ପରଠାରୁ ସୂର୍ଯ୍ୟକୁମାର ଏକ ନମ୍ବର ସ୍ଥାନରେ ରହି ଆସିଥିଲେ ।…

ହରପାଲ ସିଂ ବେଦୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଓଡିଶା କ୍ରୀଡା ସାମ୍ବାଦିକ ସଂଘ

ଭୁବନେଶ୍ୱର: ଦେଶର ପ୍ରତିଷ୍ଠିତ ଓ ଲୋକପ୍ରିୟ କ୍ରୀଡା ସାମ୍ବାଦିକ ହରପାଲ ସିଂ ବେଦୀଙ୍କ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏ ନେଇ ଓଡିଶା କ୍ରୀଡା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତାଙ୍କ ଦଶାହ ଅବସରରେ ସଭାପତି ସନ୍ଦୀପ ମିଶ୍ର ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି…

ଓଲୀ ରବିନସନ ଦେଲେ ଗୋଟିଏ ଓଭରରେ ୪୩ ରନ

ଲଣ୍ଡନ: ଇଂଲଣ୍ଡର ପେସ ବୋଲର ଓଲୀ ରବିନସନ କାଂଉଟି ଚାମ୍ପିୟନଶିପରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ଦ୍ୱିତୀୟ ବୋଲର ଭାବେ ସର୍ବାଧିକ ୪୩ ରନ ଗୋଟିଏ ଓଭରରେ ଦେଇଛନ୍ତି । ସସେକ୍ସ ପକ୍ଷରୁ ଖେଳୁଥିବା ଓଲୀ ଲିସେଷ୍ଟରଶୟର ବିପକ୍ଷରେ ଏହି ରେକର୍ଡର…

ଭାରତ ବିରୋଧରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆଣିଲେ ଇଞ୍ଜାମାମ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ଟିମର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ସଳ ସେମିଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛି । ଅପରପକ୍ଷରେ ଭାରତ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରି ୨୬…