Latest Odisha News

BREAKING NEWS

Browsing Category

ଖେଳ

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ

ନୂଆଦିଲ୍ଲୀ:ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ହକି ଦଳର ଘୋଷଣା ବୁଧବାର କରାଯାଇଛି । ହରମନପ୍ରୀତ ସିଂଙ୍କୁ ଅଧିନାୟକ ଏବଂ ହାର୍ଦ୍ଦିକ ସିଂଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି । ଏହି ଦଳରେ ୫ଜଣ ଯୁବ ଖେଳାଳି ଅଲିମ୍ପିକରେ ପଦାର୍ପଣ କରିବେ । ଓଡିଶାରୁ ଏକମାତ୍ର ଖେଳାଳି…

ଆସନ୍ତୁ ଜାଣିବା କଣ ହେବ ଯଦି ଭାରତ-ଇଂଲଣ୍ଡ ସେମିଫାଇନାଲରେ ବର୍ଷା ହୁଏ

ଗୁୟାନା: ଟି୨୦ ବିଶ୍ୱକପ ସେମିଫାଇନାଲରେ ଭାରତ-ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ଗୁୟାନାରେ ଏହି ମ୍ୟାଚ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲ ପାଇଁ କୌଣସି ରିଜର୍ଭ ଦିବସ ରଖଯାଇ ନାହିଁ । ଦ୍ୱିତୀୟ ସେମିଫାଇନାଲ ଓ ଫାଇନାଲ ମଧ୍ୟରେ ଗୋଟିଏ ଦିନର ବ୍ୟବଧାନର ଥିବାରୁ ଆଇସିସି ଏହି ନିଷ୍ପତି ଗ୍ରହଣ…

ବିଶ୍ୱକପ୍ ସେମିଫାଇନାଲ : ପ୍ରଥମ ଥର ଫାଇନାଲ ଖେଳିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ

ନୂଆଦିଲ୍ଲୀ: ବିଜନେସ୍ ଏଣ୍ଡରେ ପହଂଚିଛି ଟି-୨୦ ବିଶ୍ୱକପ୍ । ଏବେ ସେମିଫାଇନାଲ ଉପରେ କ୍ରିକେଟପ୍ରେମୀଙ୍କ ନଜର । ସୁପର ଏଇଟ ପର୍ଯ୍ୟାୟ ପରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଭାରତ ଓ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ୧୨ ବର୍ଷ ପରେ ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍…

ଭାଇରାଲ ହେଲା ଜୋନାଥନଙ୍କ ଈଶାରା ଓ ଗୁଲବଦିନଙ୍କ ଡ୍ରାମା

ସେଂଟଲୁସିଆ: ଟି୨୦ ବିଶ୍ୱକପ ୨୦୨୪ ସେମିଫାଇନାଲରେ ଆଫଗାନିସ୍ତାନ ପ୍ରବେଶ କରିଛି । ବାଂଲାଦେଶ ବିପକ୍ଷ ମ୍ୟାଚରେ ଆଫଗାନିସ୍ତାନ ଡିଏଲ ନିୟମରେ ବିଜୟୀ ହୋଇ ସେମିରେ ପ୍ରବେଶ କରିଥିଲା । ତେବେ ଏହି ମ୍ୟାଚର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଫଗାନିସ୍ତାନ ୧୧୬ ରନର…

ସରିଗଲା ୱାର୍ଣ୍ଣରଙ୍କ ଆନ୍ତର୍ଜାତୀୟ କ୍ୟାରିୟର

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପର ସେମିଫାଇନାଲ ଦୌଡରୁ ବାଦ ପଡିଛି ଅଷ୍ଟ୍ରେଲିଆ । ଏଥିସହ ଅଷ୍ଟ୍ରେଲିଆର ଭେଟେରାନ ଓପନର ଡେଭିଡ ୱାର୍ଣ୍ଣରଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡିଯାଇଛି । ପୂର୍ବରୁ ସେ ଟି୨୦ ବିଶ୍ୱକପ ତାଙ୍କ କ୍ୟାରିୟରର ଶେଷ ଟୁର୍ଣ୍ଣାମେଂଟ ହେବ ବୋଲି ଘୋଷଣା…

ଡକ୍ୱୱର୍ଥ ଲୁଇସ ନିୟମର ଜନକଙ୍କ ପରଲୋକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଅବସରରେ ଏକ ଦୁଃଖଦ ଖବର ସମ୍ମୁଖକୁ ଆସିଛି । ଯେଉଁ ଡକ୍ୱୱର୍ଥ ଲୁଇସ ନିୟମ ମାଧ୍ୟମରେ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିଥିଲା ତାର ଜନକଙ୍କ ପରଲୋକ ହୋଇଯାଇଛି । ଇଂଲଣ୍ଡର ଡକ୍ୱୱର୍ଥ ଲୁଇସ ଷ୍ଟର୍ନ ଓ ଫ୍ର‌୍ୟାଙ୍କ ଡକ୍ୱୱର୍ଥ ଏହି ନିୟମ ବାହାର କରିଥିଲେ । ୮୪…

ଆଫଗାନିସ୍ତାନ କ୍ରିକେଟ ଟିମ୍ ଲେଖିଲା ନୂଆ ଅଧ୍ୟାୟ

ନୂଆଦିଲ୍ଲୀ: ଦଶକ ଦଶକ ଧରି ଗୃହଯୁଦ୍ଧ ଓ ଅନ୍ୟ ସମସ୍ୟାରେ ଜର୍ଜରିତ ଆଫଗାନିସ୍ତାନର କ୍ରିକେଟ ଟିମ ଲେଖିଛି ନୂଆ ଅଧ୍ୟାୟ । ପ୍ରଥମ ଥର ପାଇଁ ଆଫଗାନିସ୍ତାନ ଟିମ୍ ଏକ ଆଇସିସି ବିଶ୍ୱକପ୍ ଟୁର୍ନାମେଂଟର ସେମିଫାଇନାଲରେ ପହଂଚିଛି । ରଚିଛି ନୂଆ ଇତିହାସ । ଚଳିତ ଟି-୨୦ ବିଶ୍ୱକପର ଶେଷ ସୁପର ଏଇଟ…

ହୋମ୍‌ ଟିମକୁ ସୁହାଇନାହିଁ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପରୁ ବିଦାୟ ନେଇଛି ଆୟୋଜକ ୱେଷ୍ଟଇଣ୍ଡିଜ୍ ଟିମ୍ । ସୁପର ଏଇଟ୍ ପର୍ଯ୍ୟାୟରୁ ବିଦାୟ ନେଇଛି କାରିବିୟାନ ଟିମ୍ । କର ବା ମର ମ୍ୟାଚରେ ୨୦୧୨ ଓ ୨୦୧୬ ସଂସ୍କରଣର ଚାମ୍ପିଅନ ୱେଷ୍ଟଇଣ୍ଡିଜ ଦକ୍ଷିଣ ଆଫ୍ରିକାଠାରୁ ହାରି ଟୁର୍ଣ୍ଣାମେଂଟରୁ ବିଦାୟ ନେଇଛି ।…

ଟି୨୦ ବିଶ୍ୱକପ: ସେମିଫାଇନାଲ ଲାଇନଅପ ଚୂଡାନ୍ତ

ଗୁୟାନା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ସେମିଫାଇନାଲ ଲାଇନଅପ ଚୂଡାନ୍ତ ହୋଇଯାଇଛି । ତ୍ରିନିଦାଦ ଆଣ୍ଡ ଟବାଗୋରେ ପ୍ରଥମ ସେମିଫାଇନାଲ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ସେହିପରି ଦ୍ୱିତୀୟ ସେମିଫାଇନାଲ ଭାରତ ଓ ଇଂଲଣ୍ଡ ମଧ୍ୟରେ ଗୁୟାନାରେ ଖେଳାଯିବ । ଭାରତ ଚମତ୍କାର…

ରୋହିତଙ୍କ ରେକର୍ଡ ବର୍ଷା

ଗ୍ରସ ଆଇସଲେଟ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ତାର ଶେଷ ସୁପର ଏଇଟ ମୁକାବିଲାରେ ଅଷ୍ଟ୍ରେଲିଆ ସମ୍ମୁଖରେ ୨୦୬ ରନର ଟାର୍ଗେଟ ରଖିଛି । ସେମି ଫାଇନାଲରେ ପ୍ରବେଶ ଆଶା ଉଜ୍ଜୀବୀତ ରଖିବା ପାଇଁ ଅଷ୍ଟ୍ରେଲିଆକୁ ଏହି ଲକ୍ଷ୍ୟ ୧୫.୩ ଓଭରରେ ହାସଲ କରିବାକୁ ପଡିବ । ଏହି ମ୍ୟାଚରେ ଟିମ ଇଣ୍ଡିଆ…