Latest Odisha News

BREAKING NEWS

Browsing Category

ଖେଳ

୪୩ ବର୍ଷ ପରେ ଆଶେସ ସିରିଜ କାର୍ଯ୍ୟସୂଚୀରେ ଦେଖିବାକୁ ମିଳିଲା ଏହି ପରିବର୍ତନ

ଲଣ୍ଡନ: କ୍ରିକେଟର ସବୁଠାରୁ ପୁରୁଣା ଏବଂ ସମ୍ମାନଜନକ ଆଶେସ ସିରିଜର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ସିରିଜ ଆସନ୍ତା ବର୍ଷ ନଭେମ୍ବରର ଶେଷ ଭାଗରେ ପର୍ଥରୁ ଆରମ୍ଭ ହେବ । ୪୩ ବର୍ଷ ପରେ ପର୍ଥରେ ଏହି ସିରିଜର ପ୍ରଥମ ମ୍ୟାଚ…

ଆଇସିସି ହଲ ଅଫ ଫେମରେ ନୀତୁ ଡେଭିଡ

ଦୁବାଇ: ଆଇସିସିର ହଲ ଅଫ ଫେମରେ ଭାରତର ପୂର୍ବତନ ମହିଳା କ୍ରିକେଟର ନୀତୁ ଡେଭିଡ ସାମିଲ ହୋଇଛନ୍ତି । ନୀତୁଙ୍କ ସମେତ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲର୍ସ ଓ ଇଂଲଣ୍ଡର ଆଲିଷ୍ଟର କୁକ ମଧ୍ୟ ହଲ ଅଫ ଫେମରେ ସାମିଲ ହୋଇଛନ୍ତି । ୧୧୩ତମ ସ୍ଥାନରେ କୁକ, ୧୧୪ ତମ ସ୍ଥାନରେ ଡେଭିଡ ଓ…

ଲେଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ ଫାଇନାଲରେ କୋଣାର୍କ ସୂର୍ଯ୍ୟାସ ଓଡିଶା

ଶ୍ରୀନଗର: ଶ୍ରୀନଗରର ବକ୍ସୀ ଷ୍ଟାଡିୟମରେ ଖେଳାଯାଇଥିବା ଗତକାଲିର ରୋମାଞ୍ଚକର ମ୍ୟାଚରେ ଟୋୟାମ ହାଇଦ୍ରାବାଦକୁ ୧ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି କୋଣାର୍କ ସୂର୍ଯ୍ୟାସ ଓଡିଶା। ଆସନ୍ତା ୧୬ ଅକ୍ଟୋବରରେ ଶ୍ରୀନଗରର ବକ୍ସୀ ଷ୍ଟାଡିୟମରେ ସଦର୍ନ ସୁପରଷ୍ଟାର ବିପକ୍ଷରେ ଫାଇନାଲ ମ୍ୟାଚ…

କବାଡି ମ୍ୟାଚ ଖେଳୁଥିବା ବେଳେ ଖେଳାଳିଙ୍କ ମୃତ୍ୟୁ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ ଦୁର୍ଗାପୂଜା କମିଟି ପକ୍ଷରୁ ଚାଲିଥିଲା କବାଡି ମ୍ଯାଚ।  ଏହି ସମୟରେ ଘଟିଛି ବଡ ଅଘଟଣ । କବାଡି ମ୍ୟାଚ୍ ଖେଳୁଥିବା ସମୟରେ  ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି  ।  ମୃତ ଖେଳାଳି ଜଣଙ୍କ  ଛତିଶଗଡ ମହାସମୁନ୍ଦ ଜିଲ୍ଲା ଡୁଡୁମଚୁଆ ଗାଁର ଖଗେଶ୍ୱର…

ଫାଇନାଲ ପ୍ରବେଶ ଲକ୍ଷ୍ୟରେ କୋଣାର୍କ ସୂର୍ଯ୍ୟାସ ଓଡିଶା

ଶ୍ରୀନଗର: ଲିଜେଣ୍ଡସ ଲିଗ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ କ୍ୱାଲିଫାୟର କୋଣାର୍କ ସୂର୍ଯ୍ୟାସ ଓଡିଶା ଓ ଟୋୟାମ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ବିଜୟ ସହ ଉଭୟ ଟିମ ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିବ । ବାକ୍ସୀ ଷ୍ଟାଡିୟମରେ ଅକ୍ଟୋବର ୧୩ରେ ଏହି ମ୍ୟାଚ ଖେଳାଯିବ । କୋଣାର୍କ ସୂର୍ଯ୍ୟାସ…

କ୍ୱାଲିଫାୟର ୨ରେ ଟୋୟାମ ହାଇଦ୍ରାବାଦକୁ ଭେଟିବ କୋଣାର୍କ ସୂର୍ଯ୍ୟାସ

ଶ୍ରୀନଗର: ଲିଜେଣ୍ଡସ ଲିଗ କ୍ରିକେଟର ରବିବାର ଅନୁଷ୍ଠିତ ଏଲିମିନେଟର ମୁକାବିଲାରେ ଟୋୟାମ ହାଇଦ୍ରାବାଦ ୭ ୱିକେଟରେ ଇଣ୍ଡିଆ କ୍ୟାପିଟାଲ୍ସକୁ ପରାସ୍ତ କରିଛି । କ୍ୱାଲିଫାୟର ୧ରେ କୋଣାର୍କ ସୂର୍ଯ୍ୟାସ ଭଲ ପ୍ରଦର୍ଶନ କରିବା ସତ୍ୱେ ସଦର୍ଣ୍ଣ ସୁପରଷ୍ଟାର୍ସ ନିକଟରୁ ହାରି ଯାଇଥିଲା । ଏବେ…

ହକି ଇଣ୍ଡିଆ ଲିଗ: ୪୮ ଲକ୍ଷରେ ଅମିତ ରୋହିଦାସଙ୍କୁ ନେଲା ତାମିଲନାଡୁ ଡ୍ରାଗନ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗର ଖେଳାଳି ନିଲାମ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ଓଡିଶାର ଷ୍ଟାର ଖେଳାଳି ଅମିତ ରୋହୀଦାସଙ୍କୁ ଏହି ନିଲାମରେ ୪୮ ଲକ୍ଷ ପ୍ରାଇସରେ ତାମିଲନାଡୁ ଡ୍ରାଗନ୍ସ ନେଇଛି । ଏହି ସଂସ୍କରଣରେ ଡିଫେଣ୍ଡର ଅମିତ ଚେନ୍ନାଇର ତାମିଲନାଡୁ ଡ୍ରାଗନ୍ସ ପକ୍ଷରୁ ଖେଳିବେ…

ମାର୍କ ବାଉଚରଙ୍କୁ କୋଚ ପଦରୁ ହଟାଇଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କୋଚ ମାର୍କ ବାଉଚରଙ୍କୁ ତାଙ୍କ ପଦରୁ ହଟେଇଛି । ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ କୋଚ ଦାୟିତ୍ୱ ତୁଲାଇବେ । ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଜୟବର୍ଦ୍ଧନେ ମୁମ୍ବାଇ କୋଚ ରହିଥିଲେ । ଗତ ୨ଟି ସଂସ୍କରଣରେ ସେ…

ଟି୨୦ରେ ଭାରତ କରିଛି ସର୍ବାଧିକ ଥର ୨୦୦ରୁ ଊର୍ଦ୍ଧ୍ୱ ସ୍କୋର

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ କ୍ଲିନ ସୁଇପ କରିଛିି । ଅନ୍ତିମ ମୁକାବିଲାରେ ଦଳ ୧୩୩ ରନରେ ବିଜୟ ହାସଲ କରିଛି । ଟି୨୦ରେ ଚଳିତ ସିଜନରେ ଭାରତ ୭ମ ଦ୍ୱିପାକ୍ଷିକ ସିରିଜ ବିଜୟ ହାସଲ କରିଛି । ରନ ଦୃଷ୍ଟିକୋଣରୁ ଟି୨୦ରେ ଭାରତର ଏହା ତୃତୀୟ ସବୁଠାରୁ ବଡ…

ଟି-ଟ୍ୱେଣ୍ଟିରେ ଓପନର ଭାବେ ଟିମ୍ ଇଣ୍ଡିଆକୁ ମିଳିଲା କି ରୋହିତ ଶର୍ମାଙ୍କ ବିକଳ୍ପ?

ଭୁବନେଶ୍ୱର: ରୋହିତ ଶର୍ମା ଟି-ଟ୍ୱେଣ୍ଟିରୁ ଅବସର ନେବା ପରେ ଦଳ ପାଇଁ ଏକ ଦୁର୍ଦ୍ଦଶ ଓପନର ଆବଶ୍ୟକ ଥିଲା। କିନ୍ତୁ ଶନିବାର ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଯୁବ ବ୍ୟାଟର ସଞ୍ଜୁ ସାମସନଙ୍କ ବ୍ୟାଟିଂ କିଛି ସମୟ ପାଇଁ ପ୍ରଶଂସକଙ୍କୁ ମନେ ପକାଇ ଦେଇଛି ରୋହିତଙ୍କ ଭଳି କେହି ଜଣେ କ୍ରିଜରେ…