Latest Odisha News

BREAKING NEWS

Browsing Category

ଖେଳ

ଐତିହାସିକ ପ୍ରଦର୍ଶନ ସହ ଭାରତ ଶେଷ କଲା ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ର ଅଭିଯାନ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ ଶେଷ ହୋଇଯାଇଛି । ଭାରତ ଏହି ସଂସ୍କରଣରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରି ଇତିହାସ ରଚିଛି । ଟିମ ଇଣ୍ଡିଆ ଓଭରାଲ ୨୯ ପଦକ ହାସଲ କରିଛି । ଏଥିରେ ୭ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୧୩ ବ୍ରୋଞ୍ଜ ପଦକ ସାମିଲ । ଭାରତ ପଦକ ତାଲିକାରେ ୧୮ତମ ସ୍ଥାନରେ ରହି…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚୀନ ବିପକ୍ଷରେ ଭାରତର ସହଜ ବିଜୟ

ବେଜିଂ: ଚୀନରେ ଆୟୋଜିତ ହେଉଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତ ୩-୦ ଗୋଲରେ ଆୟୋଜକ ଦେଶକୁ ପରାସ୍ତ କରିଛି । ଭାରତ ସୋମବାର ଜାପାନକୁ ଭେଟିବ । ଚାମ୍ପିୟନ ଟିମ ଇଣ୍ଡିଆ…

ହଠାତ ଅବସର ଘୋଷଣା କଲେ ମୋଇନ ଅଲୀ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀ ହଠାତ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇ ନ ଥିବାରୁ ସେ ମନ ଦୁଃଖରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଟି୨୦ ବିଶ୍ୱକପ ସେମିଫାଇନାଲରେ ସେ…

ଏସୀୟ ଅଲିମ୍ପିକ କାଉନ୍ସିଲ ପରିଷଦର ଅଧ୍ୟକ୍ଷ ହେଲେ ରଣଧୀର ସିଂ

ନୂଆଦିଲ୍ଲୀ: ଅଭିଜ୍ଞ କ୍ରୀଡା ପ୍ରଶାସକ ରଣଧୀର ସିଂ ପ୍ରଥମ ଭାରତୀୟ ଭାବେ ଏସୀୟ ଅଲିମ୍ପିକ ପରିଷଦର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଏହି ଭାରତୀୟ ଶୁଟରଙ୍କୁ ସମସ୍ତ ୪୫ ଦେଶର ଅଧିକାରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ତାଙ୍କୁ ଚୟନ କରାଯାଇଥିଲା । ୪ଟି ଏସୀୟ କ୍ରୀଡାର ଭାଗ ନେଇଥିବା…

ଜାତୀୟ ଶୁଟିଂ ଚୟନରେ ଶ୍ରୀୟଙ୍କାଙ୍କ ପ୍ରଭାବୀ ପ୍ରଦର୍ଶନ

ନୂଆଦିଲ୍ଲୀ: ଓଡିଶାର ଷ୍ଟାର ଶୁଟର ଶ୍ରୀୟଙ୍କା ଷଡଙ୍ଗୀ ଜାତୀୟ ଚୟନ ଶିବିରରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ମହିଳା ୫୦ ମିଟର ରାଇଫଲ ଥ୍ରୀ ପୋଜିଶନ ଟ୍ରାଏଲ ୬ରେ ସେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ନୂଆଦିଲ୍ଲୀର କରନି ସିଂ ଶୁଟିଂ ରେଂଜରେ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ ଇଣ୍ଡିଆ ପକ୍ଷରୁ…

ୟୁଏସ ଓପନ: ପୁରୁଷ, ମହିଳା ସିଙ୍ଗଲ୍ସ ଲାଇନଅପ ଚୂଡାନ୍ତ

ନ୍ୟୁୟର୍କ: ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ଓ ମହିଳା ସିଙ୍ଗଲ୍ସ ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । ଫାଇନାଲ ମ୍ୟାଚ ରବିବାର ଖେଳାଯିବ । ୨ଟି ଯାକ ବିଭାଗରେ ଏଥର ନୂଆ ଚାମ୍ପିୟନ ମିଳିବ । ୧୮ ବର୍ଷ ପରେ ପ୍ରଥମ ଆମେରିକୀୟ ଭାବେ ଟେଲର ଫ୍ରିଟଜ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ…

ଟେଷ୍ଟ କ୍ରିକେଟରେ ବିଶ୍ୱରେକର୍ଡ କଲେ ଓଲୀ ପୋପ

ଲଣ୍ଡନ: ଶ୍ରୀଲଙ୍କା ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ଓଲୀ ପୋପ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ କ୍ରିକେଟ ଇତିହାସର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ କ୍ୟାରିୟରର ପ୍ରଥମ ୭ଟି ଶତକ ଭିନ୍ନ ଭିନ୍ନ ଦେଶ ବିପକ୍ଷରେ ମାରିଛନ୍ତି । ଏହା ପୂର୍ବରୁ ଏ ଭଳି ପ୍ରଦର୍ଶନ କୌଣସି…

ଖେଲୋ ଇଣ୍ଡିଆ ସାଇକ୍ଲିଂ ଲିଗ: ଟ୍ରାକ ଇଭେଂଟରେ ସ୍ୱସ୍ତି ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ପଞ୍ଜାବର ଅମ୍ରିତସରରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗରେ ଓଡିଶାର ସ୍ୱସ୍ତି ସିଂ ଟ୍ରାକ ଇଭେଂଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଉତରାଂଚଳ ଟ୍ରାକ ଇଭେଂଟର ୫୦୦ ମିଟର ବ୍ୟକ୍ତିଗତ ଇଭେଂଟରେ ସେ ୪୦.୦୯୬ ସେକେଣ୍ଡ ସମୟ ନେଇ ରେସ ସମ୍ପୂର୍ଣ୍ଣ କରି ସ୍ୱର୍ଣ୍ଣ…

ପାରାଅଲିମ୍ପିକ୍ସ: ହରଭିନ୍ଦର, ପ୍ରୀତି ହେବେ ଭାରତର ଧ୍ୱଜବାହକ

ପ୍ୟାରିସ: ସ୍ୱର୍ଣ୍ଣ ପଦକ ବିଜେତା ତୀରନ୍ଦାଜ ହରଭିନ୍ଦର ସିଂ ଓ ପାରାଅଲିମ୍ପିକ୍ସରେ ୨ଟି ପଦକ ଜିିତିଥିବା ଧାବିକା ପ୍ରୀତି ପାଲଙ୍କୁ ଉଦଯାପନୀ ଉତ୍ସବରେ ସମ୍ମାନଜନକ ଦାୟିତ୍ୱ ପ୍ରଦାନ କରାଯାଇଛି । ଉଭୟ ଉଦଯାପନୀ ଉତ୍ସବରେ ଭାରତର ଧ୍ୱଜବାହକ ହେବେ । ହରଭିନ୍ଦର ୨୦୨୧ ଟୋକିଓ ଗେମ୍ସରେ ବ୍ରୋଞ୍ଜ…

ଦୁଲୀପ ଟ୍ରଫିରେ ସଚିନଙ୍କ ରେକର୍ଡ ଭାଙ୍ଗିଲେ ମୂଶୀର ଖାଁ

ନୂଆଦିଲ୍ଲୀ : ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟରେ ମୂଶୀର ଖାଁ ପ୍ରଭାବିତ ପ୍ରଦର୍ଶନ କରିବା ପରେ ଏବେ ଦୁଲୀପ ଟ୍ରଫି ପଦାର୍ପଣରେ କମାଲ କରୁଛନ୍ତି । ସେ ଦୁଲୀପ ଟ୍ରଫି ପଦାର୍ପଣ ମ୍ୟାଚରେ କମ ବୟସରେ ସର୍ବାଧିକ ରନ ସଂଗ୍ରହ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୩୩ ବର୍ଷ ତଳର ରେକର୍ଡ…