Latest Odisha News

BREAKING NEWS

Browsing Category

ଖେଳ

ଗୁଜରାଟ ଗ୍ରେଟ୍ସକୁ ହରାଇଲା ମଣିପାଲ

ଜମ୍ମୁ: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶନିବାର ଅନୁଷ୍ଠିତ ମ୍ୟାଚରେ ମଣିପାଲ ଟାଇଗର୍ସ ୫ ୱିକେଟରେ ଗୁଜରାଟ ଗ୍ରେଟ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୧୯.୪ ଓଭରରେ ୧୩୧ ରନ କରି ଅଲଆଉଟ ହୋଇ ଯାଇଥିଲା । ମହମ୍ମଦ କୈଫ ଦଳ ପକ୍ଷରୁ ସର୍ବାଧିକ ୩୪ ରନ କରିଥିଲେ । ଅନ୍ୟମାନଙ୍କ…

ଟୋୟାମ ହାଇଦ୍ରାବାଦକୁ ସାମ୍ନା କରିବ କୋଣାର୍କ ସୂର୍ଯ୍ୟାସ ଓଡିଶା

ଜାମ୍ମୁ: ଇଣ୍ଡିଆ କ୍ୟାପିଟାଲ୍ସ ବିପକ୍ଷରେ ବିଜୟ ହାସଲ କରିବା ପରେ ଏବେ କୋଣାର୍କ ସୂର୍ଯ୍ୟାସ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ରେ ନିଜର ପରବର୍ତ୍ତୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ । ସେପ୍ଟେମ୍ବର ୬ (ରବିବାର) ଜାମ୍ମୁର ମୋଲାନା ଆଜାଦ ଷ୍ଟାଡିୟମରେ ଟୋୟାମ ହାଇଦ୍ରାବାଦକୁ ଭେଟିବାକୁ ଯାଉଛି…

୨୭ ବର୍ଷ ପରେ ଇରାନୀ କପ ଜିତିଲା ମୁମ୍ବାଇ

ମୁମ୍ବାଇ: ଦୀର୍ଘ ୨୭ ବର୍ଷ  ଅଜିଙ୍କ୍ୟ ରାହାନେ ନେତୃତ୍ୱାଧୀନ ମୁମ୍ବାଇ ଇରାନୀ କପ ଜିତିବାରେ ସଫଳ ହୋଇଛି । ୧୯୯୭ ଦଳ ଶେଷ ଥର ପାଇଁ ଇରାନୀ କପ ଜିତିଥିଲା । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଅବଶିଷ୍ଟ ଭାରତ ଏକାଦଶକୁ ପଛରେ ପକାଇ ମୁମ୍ବାଇ ଟାଇଟଲ ହାସଲ କରିଛି । ୧୯୯୭ ପରେ ମୁମ୍ବାଇ ୮ଥର…

ଓଡ଼ିଶାରେ ହେବ ୩୫ତମ ଇଷ୍ଟ ଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ

ଭୁବନେଶ୍ୱର : ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ ଏବଂ ଆଥଲେଟିକ୍ସ ଫେଡେରେସନ୍‌ ଅଫ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଆସନ୍ତା ଅକ୍ଟୋବର ୭ରୁ ୯ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ…

ଏଫଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ: ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସରେ ଅଂଶଗ୍ରହଣ କରିବେ ରାକେଶ

ଭୁବନେଶ୍ୱର: ହଙ୍ଗେରୀର ସୋମ୍ବାଥୋରେ ଏଫଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ ଆୟୋଜିତ ହେବ । ଏହା ଅକ୍ଟୋବର ୪ରୁ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଓଡିଶାର ରାକେଶ କୁମାର ପାତ୍ର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସରେ ଅଂଶଗ୍ରହଣ କରିବେ । ଓଡିଶାର ଏହି ଷ୍ଟାର ଜିମ୍ନାଷ୍ଟ ଦୀର୍ଘ ଦିନ ହେବ…

ପାକିସ୍ତାନ କ୍ରିକେଟରେ ଆର୍ଥୀକ ସଙ୍କଟ: ଖେଳାଳିଙ୍କୁ ମିଳୁନି ଦରମା

ଇସଲାମବାଦ: ପାକିସ୍ତାନ କ୍ରିକେଟ ବୋର୍ଡର ଆର୍ଥୀକ କ୍ଷତି ଦିନକୁ ଦିନ ବଢ଼ିବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ, ବୋର୍ଡ ଏବେ ଦଳର ଷ୍ଟାର ଖେଳାଳିଙ୍କୁ ଦରମା ମଧ୍ୟ ପ୍ରଦାନ କରିପାରୁ ନାହିଁ । ପ୍ରକାଶିତ ରିପୋର୍ଟ ଅନୁସାରେ ଆଇସିସି ଟୁର୍ଣ୍ଣାମେଂଟରେ ଦଳ ଖରାପ ପ୍ରଦର୍ଶନ କରୁଥିବା ବେଳେ…

ଓଡ଼ିଶାରେ ଅନୁଷ୍ଠିତ ହେବ ହକି ଇଣ୍ଡିଆ ଲିଗ୍

ଭୁବନେଶ୍ୱର: ଚଳିତବର୍ଷ ହକି ଇଣ୍ଡିଆ ଲିଗ୍ ଓଡ଼ିଶାରେ ଅନୁଷ୍ଠିତ ହେବ । ଏଥର ପ୍ରଥମଥର ପାଇଁ ହକି ଇଣ୍ଡିଆ ଲିଗ୍ ରେ ଉଭୟ ପୁରୁଷ ଏବଂ ମହିଳା ହକିଦଳ ଅଂଶଗ୍ରହଣ କରିବେ । ଆସନ୍ତା ୨୮ ଡିସେମ୍ବରରୁ ୦୧ ଫେବୃଆରୀ, ୨୦୨୫ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥିସହ ଓଡ଼ିଶାର…

ଲିଜେଣ୍ଡସ ଲିଗ କ୍ରିକେଟ: କୋଣାର୍କ ସୂର୍ଯ୍ୟାସ ଓଡିଶାର ଦ୍ୱିତୀୟ ବିଜୟ

ଜମ୍ମୁ: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ କୋଣାର୍କ ସୂର୍ଯ୍ୟାସ ଓଡିଶା ଦ୍ୱିତୀୟ ବିଜୟ ହାସଲ କରିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ କୋଣାର୍କ ସୂର୍ଯ୍ୟାସ ୫ ରନରେ ଇଣ୍ଡିଆ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କୋଣାର୍କ ସୂର୍ଯ୍ୟାସ ୨୦ ଓଭରରେ ୪ ୱିକେଟ ହରାଇ ୧୨୭ ରନ…

ଓଡ଼ିଶା ସବୁବେଳେ ମୋ ହୃଦୟର ଅତି ନିକଟତରରେ ରହିବ: ଷ୍ଟାର ସ୍ପିନର ପ୍ରବୀଣ ତାମ୍ବେ

ସୁରଟ: ପ୍ରସିଦ୍ଧ ଲେଗ୍ ସ୍ପିନର୍ ପ୍ରବୀଣ ତାମ୍ବେ । ଯାହାଙ୍କ ଆଗରେ ବୟସ ବି ମାନିଛି ହାର୍ । ଏବେ କୋଣାର୍କ ସୁର୍ୟାସ ଓଡ଼ିଶା ଦଳ ପାଇଁ ଖେଳୁଛନ୍ତି ପ୍ରବୀଣ । ଯେଉଁ ଦିନଠାରୁ ତାଙ୍କ ନାମ ପ୍ରଥମଥର ପାଇଁ ଟିଭି ସ୍କ୍ରିନରେ ସାମ୍ନାକୁ ଆସିଥିଲା, ସେହି ଦିନଠୁ ନେଇ ଆଜି ପର୍ଯ୍ୟନ୍ତ ପ୍ରବୀଣ…

ସବ ଜୁନିୟର ମହିଳା ହକି: ରାଉରକେଲା ସ୍ପୋର୍ଟ୍ସ ହଷ୍ଟେଲ ଚାମ୍ପିୟନ

ରାଉରକେଲା: ରାଜ୍ୟସ୍ତରୀୟ ସବ ଜୁନିୟର ମହିଳା ହକି ଚାମ୍ପିୟନଶିପରେ ରାଉରକେଲା ସ୍ପୋଟ୍ସ ହଷ୍ଟେଲ ଚାମ୍ପିୟନ ହୋଇଛି । ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ରାଉରକେଲା ସ୍ପୋର୍ଟ୍ସ ହଷ୍ଟେଲ ଓ ସୁନ୍ଦରଗଡ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ବେଶ ରୋମାଂଚକର ହୋଇଥିଲା । ନିର୍ଦ୍ଧାରିତ ସମୟରେ କେହି…