Latest Odisha News

BREAKING NEWS

Browsing Category

ଖେଳ

ଅଲଗା ହୋଇ ନାହାନ୍ତି ହାର୍ଦ୍ଦିକ-ନତାଶା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟେନକୋଭିଚ ଅଲଗା ହେବାକୁ ଯାଉଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ଏହି ଖବର ଭିତିହୀନ ବୋଲି ଏବେ ଜଣାପଡିଛି । ନତାଶା ଏବେ ହାର୍ଦ୍ଦିକଙ୍କ ସହ ତାଙ୍କର ପୁରୁଣା ଫଟୋ ଶେୟାର…

୨୦୧୬ ଟି୨୦ ବିଶ୍ୱକପ: ଭାରତରେ ଆୟୋଜିତ ମୁକାବିଲାରେ ଟ୍ରଫି ଜିତିଲା ୱେଷ୍ଟଇଣ୍ଡିଜ

୨୦୧୬ ଟି୨୦ ବିଶ୍ୱକପ କ୍ରିକେଟ ଭାରତରେ ୮ ମାର୍ଚ୍ଚରୁ ୩ ଏପ୍ରିଲ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଆୟୋଜକ ଭାରତ ସେମିଫାଇନାଲରେ ୱେଷ୍ଟଇଣ୍ଡିଜଠାରୁ ହାରି ବିଦାୟ ନେଇଥିଲା । ଇଂଲଣ୍ଡ ଚାମ୍ପିୟନ ହୋଇଥିଲା । ଏହି ଟୁର୍ଣ୍ଣାମେଂଟରେ ୧୬ଟି ଟିମ ଅଂଶଗ୍ରହଣ କରିଥିଲେ । ୮ଟି ଟପ ଟିମ ସିଧାସଳଖ ସୁପର…

ଟି୨୦ ବିଶ୍ୱକପର ରୋମାଂଚକ ରେକର୍ଡ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ୨୦୨୪ ସଂସ୍କରଣ ଆରମ୍ଭ ହୋଇଯାଇଛି । ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ୯ଜୁନରେ ହାଇ ଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ । ୨୦୦୭ ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଥିଲା । ଏହା ପରେ ଇଂଲଣ୍ଡ ଓ…

ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ରିକେଟର ଭେଙ୍କେଟେଶ ଆୟାର

ନୂଆଦିଲ୍ଲୀ:ଅଲରାଉଣ୍ଡର ଭେଙ୍କେଟେଶ ଆୟାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶ୍ରୁତି ରଘୁନାଥନ ତାଙ୍କ ଜୀବନସାଥୀ ହୋଇଛନ୍ତି । ଗତ ବର୍ଷ ନଭେମ୍ବରରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ଭେଙ୍କେଟେଶ ଓ ଶ୍ରୁତିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ଏହା ଏବେ ଭାଇରାଲ…

ଫେଡରରଙ୍କ ରେକର୍ଡ ସହ ସମକକ୍ଷ ହେଲେ ଜୋକୋଭିଚ

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଅବସରରେ ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଗ୍ରାଣ୍ଡସ୍ଲାମ ଟେନିସରେ ସେ ୩୬୯ତମ ବିଜୟ ହାସଲ କରି ରୋଜର ଫେଡେରରଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ତୃତୀୟ ରାଉଣ୍ଡର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ…

ଅଲିମ୍ପିକ କୋଟା ହାସଲ କଲେ ବକ୍ସର ଅମିତ

ନୂଆଦିଲ୍ଲୀ: ଭାରତୀୟ ବକ୍ସର ଅମତି ଫଙ୍ଘାଲ ପ୍ୟାରିସ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିଛନ୍ତି । ରବିବାର ବ୍ୟାଙ୍କଙ୍କରେ ଅନୁଷ୍ଠିତ ୱାର୍ଲ୍ଡ ବକ୍ସିଂ କ୍ୱାଲିଫାୟରରେ ପୁରୁଷ ୫୧ କିଗ୍ରା ବିଭାଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି । କ୍ୱାର୍ଟରରେ ସେ ଚୀନର ଳିୟୁ ଚୁଆଙ୍ଗଙ୍କୁ ୫-୦ରେ ହରାଇ…

୨୦୧୪ ଟି୨୦ ବିଶ୍ୱକପ: ଫାଇନାଲରେ ହାରିଲା ଭାରତ

୨୦୧୪ ଟି୨୦ ବିଶ୍ୱକପ ବାଂଲାଦେଶରେ ଆୟୋଜିତ ହୋଇଥିଲା । ପ୍ରଥମ ଥର ପାଇଁ ୧୬ଟି ଟିମକୁ ନେଇ ଏହା ଆୟୋଜିତ ହୋଇଥିଲା । ଫାଇନାଲରେ ଶ୍ରୀଲଙ୍କା ନିକଟରୁ ପରାଜିତ ହୋଇ ଭାରତ ଚାମ୍ପିୟନ ହେବା ସୁଯୋଗ ହାତଛଡା କରିଥିଲା । ଶ୍ରେଷ୍ଠ ୮ଟି ସିଧାସଳଖ ସୁପର ଟେନରେ ପ୍ରବେଶ କରିଥିଲେ । ପ୍ରଥମ ରାଉଣ୍ଡରେ…

ଟି-୨୦ ବିଶ୍ୱ କପ୍ : କାନାଡାକୁ ୭ ୱିକେଟରେ ହରାଇଲା ଆମେରିକା

ନୂଆଦିଲ୍ଲୀ: ଉଦଘାଟନୀ ମ୍ୟାଚରେ ଆମେରିକାର ଐତିହାସିକ ବିଜୟୀ । କାନାଡାକୁ ୭ ୱିକେଟରେ ହରାଇଲା ଆୟୋଜକ ଆମେରିକା  । ୧୯୫ ରନ୍ ର ଟାର୍ଗେଟକୁ ୧୭.୪ ଓଭରରେ ହାସଲ କଲା ଆମେରିକା  । ଆରମ୍ଭ ହୋଇଯାଇଛି ୨୦୨୪ ପୁରୁଷ ଟି-୨୦ ବିଶ୍ୱ କପ୍  । ଉଦ୍‌ଘାଟନୀ ମୁକାବିଲାରେ ଆଜି ଆମେରିକା ଓ କାନାଡା…

କିଟ୍ ଓ କିସ୍ ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସହଯୋଗୀ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫ୍‌ଆଇଭିବି) ପକ୍ଷରୁ ନୂଆକରି ଗଠନ କରାଯାଇଥିବା ଏଫ୍‌ଆଇଭିବି ଭଲିବଲ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସହଯୋଗୀ ଭାବେ ଭାରତର ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ କିଟ୍ ଓ କିସ୍‌ର ନାମ ଘୋଷଣା କରାଯାଇଛି । ଗତ ମେ ୩୦ ତାରିଖରେ…

୨୦୧୨ ଟି ୨୦ ବିଶ୍ୱକପ: ବାଜି ମାରିଲା ୱେଷ୍ଟଇଣ୍ଡିଜ

ଟି୨୦ ବିଶ୍ୱକପ କ୍ରିକେଟର ୪ର୍ଥ ସଂସ୍କରଣ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିଲା । ଦୀର୍ଘ ବର୍ଷ ପରେ ୱେଷ୍ଟଇଣ୍ଡିଜ ବିଶ୍ୱକପ ଟ୍ରଫି ହାତେଇବାରେ ସଫଳ ହୋଇଥିଲା । ପୂର୍ବ ସଂସ୍କରଣ ପରି ସମାନ ଫର୍ମାଟରେ ଏହାକୁ ଖେଳାଯାଇଥିଲା । ଭାରତ ଗ୍ରୁପ ଏରେ ଇଂଲଣ୍ଡ ଓ ଆଫଗାନିସ୍ତାନ ସହ ରହିଥିଲା । ଭାରତ ପ୍ରଥମ…