Latest Odisha News

BREAKING NEWS

Browsing Category

ଖେଳ

ରୋମାଂଚକ ମୁକାବିଲାରେ ଟୋୟାମ ହାଇଦ୍ରାବାଦକୁ ହରାଇଲା ଇଣ୍ଡିଆ କ୍ୟାପିଟାଲ୍ସ

ଯୋଧପୁର: ଚଳିତ ଲିଜେଣ୍ଡସ ଲିଗ କ୍ରିକେଟରେ ଶନିବାର ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ଇଣ୍ଡିଆ କ୍ୟାପିଟାଲ୍ସ ୧ ରନରେ ଟୋୟାମ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ କ୍ୟାପିଟାଲ୍ସ ୨୦ ଓଭରରେ ୬ ୱିକେଟ ହରାଇ ୧୮୫ ରନ କରିଥିଲା । ବେନ ଡକ ୩୫ ବଲରୁ ୬୦ ରନ ସଂଗ୍ରହ…

ଆଇପିଏଲ ନିଲାମ: ଶତକ ପରେ ବୃଦ୍ଧି ପାଇଲା ପନ୍ତଙ୍କ ଚାହିଦା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ପାଇଁ ମେଗା ନିଲାମ ଆୟୋଜିତ ହେବ । ଫ୍ରାଂଚାଇଜରମାନେ ଏବେଠାରୁ ଗଣିତ କଷିବା ଆରମ୍ଭ କରିଛନ୍ତି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ରିଷଭ ପନ୍ତ ଚମତ୍କାର ଶତକ ହାସଲ କରି ଦୃଷ୍ଟି ଆକର୍ଷଣ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ…

ବିଜୟଠାରୁ ୬ ୱିକେଟ ଦୂରରେ ଭାରତ

ଚେନ୍ନାଇ: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି । ୫୧୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଷ୍ଟମ୍ପସ ଅପସାରଣ ବେଳକୁ ବାଂଲାଦେଶ ୪ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିଛି । ବିଜୟ ପାଇଁ ଭ୍ରମଣକାରୀ ଦଳକୁ ୨ ଦିନରେ…

ପନ୍ତ, ଗିଲଙ୍କ ଶତକ: ବାଂଲାଦେଶ ସମ୍ମୁଖରେ ୫୧୫ ରନର ଲକ୍ଷ୍ୟ ରଖିଲା ଟିମ ଇଣ୍ଡିଆ

ଚେନ୍ନାଇ: ଭାରତ ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶ ସମ୍ମୁଖରେ ୫୧୫ ରନର ବିଜୟ ଲକ୍ଷ୍ୟ ରଖିଛି । ରିଷଭ ପନ୍ତ ଓ ଶୁଭମନ ଗିଲଙ୍କ ଆକର୍ଷଣୀୟ ଶତକ ପରେ ଭାରତ ୪ ୱିକେଟରେ ୨୮୭ ରନ କରି ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ଗିଲ ୧୧୯ ଓ କେଏଲ ରାହୁଲ ୨୨ ରନ କରି ଅପରାଜିତ…

ଗାଭାସ୍କରଙ୍କ ୫୧ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ଯଶସ୍ୱୀ

ଚେନ୍ନାଇ: ଭାରତ-ବାଂଲାଦେଶ ପ୍ରଥମ କ୍ରିକେଟ ଟେଷ୍ଟ ଅବସରରେ ଯଶସ୍ୱୀ ଜୈସୱାଲ ନିଜ ନାମରେ ଏକ କୀର୍ତିମାନ ଯୋଡିଛନ୍ତି । ଲିିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ୫୨ ବର୍ଷ ତଳର ଏକ ରେକର୍ଡକୁ ଭଙ୍ଗ କରିଛନ୍ତି । ଯଶସ୍ୱୀ ପ୍ରଥମ ଇନିଂସରେ ୫୬ ଓ ଦ୍ୱିତୀୟ ଇନିଂସରେ ୧୦ ରନ କରିଥିଲେ । ସେ ପ୍ରଥମ…

ଏଲ୍ଏଲସି: ମଣିପାଲ ଟାଇଗର୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କଲା କୋଣାର୍କ ସୂର୍ଯ୍ୟ ଓଡ଼ିଶା

ଯୋଧପୁର: କୋଣାର୍କ ସୂର୍ଯ୍ୟସ୍ ଓଡ଼ିଶା, ଲିଜେଣ୍ଡସ ଲିଗ୍ କ୍ରିକେଟରେ ପ୍ରଥମ ବିଜୟ ହାସଲ କରିବା ସହ ଡିଫେଣ୍ଡିଂ ଚାମ୍ପିୟନ ମଣିପାଲ ଟାଇଗର୍ସକୁ ମାତ୍ର ୨ ରନ୍ ରେ ପରାସ୍ତ କରିଛି। ଯଦିଓ ଏହା କମ୍ ସ୍କୋରିଂ ମ୍ୟାଚ୍ ଥିଲା, ତଥାପି ଉଭୟ ଦଳ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ। ଶେଷରେ କୋଣାର୍କ…

ରାଜ୍ୟସ୍ତରୀୟ ଜୁନିୟର, ସବ ଜୁନିୟର ହକି ଚାମ୍ପିୟନଶିପ ଉଦଯାପିତ: ସୁନ୍ଦରଗଡ ଚାମ୍ପିୟନ

ରାଉରକେଲା: ତୃତୀୟ ରାଜ୍ୟସ୍ତରୀୟ ଜୁନିୟର ମହିଳା ଓ ସବୁ ଜୁନିୟର ଚାମ୍ପିୟନଶିପ ଏଠାରେ ଉଦଯାପିତ ହୋଇଯାଇଛି । ସୁନ୍ଦରଗଡ ଉଭୟ ବିଭାଗରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ହକି ଆସୋସିଏଶନ ଅଫ ଓଡିଶା ପକ୍ଷରୁ ଆୟୋଜିତ ଏହି ଚାମ୍ପିୟନଶିପର ଜୁନିୟର ମହିଳା ବିଭାଗ ଫାଇନାଲରେ ଢ଼େଙ୍କାନାଳକୁ…

ଓଡିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ: ବାଜି ମାରିଲା ଟିମ କଟକ

ଭୁବନେଶ୍ୱର: ୭୦ତମ ଓଡିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । କଟକ ଟିମ ୩୧୨ ପଂଏଟ ସହ ଓଭରାଲ ଚାମ୍ପିୟନ ହୋଇଛି । ସୁନ୍ଦରଗଡ ୨୦୦ ପଂଏଟ ସହ ରନର୍ସଅପରେ ସନ୍ତୁଷ୍ଟ ହୋଇଛି । ୨୦ ବର୍ଷରୁ କମ ବାଳିକା ବିଭାଗରେ ସୁନ୍ଦରଗଡ(୮୬ ପଂଏଟ) ଏବଂ…

୪୦୦ ୱିକେଟ ନେବାରେ ଷଷ୍ଠ ଭାରତୀୟ ପେସର ହେଲେ ବୁମରାହ

ଚେନ୍ନାଇ: ଷଷ୍ଠ ଭାରତୀୟ ପେସର ଭାବେ ଯଶପ୍ରୀତ ବୁମରାହ ଆନ୍ତର୍ଜାତୀୟ କ୍ରିକେଟରେ ୪୦୦ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ବୁମରାହ ୨୨୭ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ କପିଳ…

ସଚିନଙ୍କ ପରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ହାସଲ କଲେ କୋହଲି

ଚେନ୍ନାଇ: ଭାରତୀୟ ଟିମର ଅଭିଜ୍ଞ ବ୍ୟାଟ୍ସମ୍ୟାନ ବିରାଟ କୋହଲି ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭଲ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଭାବେ ଘରୋଇ ପରିବେଶରେ ୧୨୦୦୦ ରନ…