Latest Odisha News

BREAKING NEWS

Browsing Category

ଖେଳ

ଏଥର ଅଲିମ୍ପିକ୍ସରେ ଏମାନେ ହାସଲ କରିପାରନ୍ତି ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ରୁ ଅଲିମ୍ପିକ୍ସ ଆରମ୍ଭ ହେବ । ଏହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ । ଭାରତରୁ ୧୦୦ରୁ ଅଧିକ ଆଥଲେଟ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଟିମ ଇଣ୍ଡିଆର ୧୦ ଷ୍ଟାର ଆଥଲେଟଙ୍କଠାରୁ ପ୍ରଶଂସକମାନେ ସ୍ୱର୍ଣ୍ଣ ପଦକ ଆଶା କରୁଛନ୍ତି । ଆସନ୍ତୁ ନଜର…

ପ୍ରଥମ ଟି୨୦ରେ ଜିମ୍ବାୱେ ନିକଟରୁ ହାରିଲା ଟିମ ଇଣ୍ଡିଆ

ହରାରେ: ଏଠାରେ ଆରମ୍ଭ ହୋଇଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ଶୁଭମନ ଗିଲ ନେତୃତ୍ୱାଧୀନ ଭାରତ ୧୩ ରନରେ ଜିମ୍ବାୱେ ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୧୫ ରନ କରିଥିଲା । ବ୍ରାଏନ ବେନେଟ୍ଟ(୨୨), ଡାୟନ…

ଜିମ୍ବାୱେ ବିପକ୍ଷ ପ୍ରଥମ ଟି୨୦ରେ ବିଶ୍ୱ ରେକର୍ଡ କଲେ ଖଲୀଲ

ହରାରେ: ଜିମ୍ବାୱେ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ ଅବସରରେ ଭାରତର ବାମହାତୀ ପେସ ବୋଲର ଖଲୀଲ ଅହମ୍ମଦ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୧୧୬ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ଭାରତ ପକ୍ଷରୁ ରବି ବିଶ୍ନୋଇ ସର୍ବାଧିକ ୪ଟି ୱିକେଟ…

ମାଇକେଲ ଭନଙ୍କୁ କଡା ଜବାବ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟି୨୦ ବିଶ୍ୱକପ ୨୦୨୪ର ଟାଇଟଲ ହାସଲ କରିଛି । ଅବଶ୍ୟ ଏହି ବିଜୟ ଅନେକଙ୍କୁ ହଜମ ହେଉ ନାହିଁ । ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚ ନେଇ ସୋସିଆଲ ମିଡିଆରେ ଭୂଲ ତଥ୍ୟ ପରିବେଷଣ କରାଯିବା ପରେ ଏବେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ…

ୟୁରୋ କପ ଫୁଟବଲ : ସେମି ଫାଇନାଲରେ ସ୍ପେନକୁ ଭେଟିବ ଫ୍ରାନ୍ସ

ନୂଆଦିଲ୍ଲୀ: ୟୁରୋ କପ ଫୁଟବଲ ଏବେ ରୋମାଂଚକ ପର୍ଯ୍ୟାୟରେ ପଂହଚିଛି । ଶୁକ୍ରବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ପର୍ତୁଗାଲକୁ ପେନାଲ୍ଟି ଶୁଟ ଆଉଟରେ ପରାସ୍ତ କରି ଫ୍ରାନ୍ସ ସେମିଫାଇନାଲରେ ପ୍ରବେଶ କରିଛି । ସେମିରେ ସ୍ପେନକୁ ଭେଟିବ ଫ୍ରାନ୍ସ । ପର୍ତୁଗାଲ ପୂନର୍ବାର…

ଭାରତର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣ

ଆଉ କିଛି ଦିନ ପରେ ପ୍ୟାରିସରେ ଆରମ୍ଭ ହୋଇଯିବ କ୍ରୀଡା ଜଗତର ମହାକୁମ୍ଭ । ଭାରତ ସ୍ୱାଧୀନତା ହାସଲ କରି ନ ଥିବା ବେଳେ ୧୯୦୦ରେ ନର୍ମାନ ପ୍ରିଚର୍ଡ ଭାରତ ପକ୍ଷରୁ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଖେଳିବା ସୌଭାଗ୍ୟ ଅର୍ଜନ କରିଥିଲେ । ୧୯୨୦ରେ ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ସମ୍ପୂର୍ଣ୍ଣ…

ପ୍ୟାରିସ ଅଲିମ୍ପିକ୍ସ: ନୀରଜ ନେବେ ଭାରତୀୟ ଆଥଲେଟିକ୍ସ ଟିମର ନେତୃତ୍ୱ

ନୂଆଦିଲ୍ଲୀ: ଆଉ ହତ ଗଣତି ଦିନ ପରେ ଆରମ୍ଭ ହେବ ପ୍ୟାରିସ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଇତି ମଧ୍ୟରେ ଟିମ ଇଣ୍ଡିଆର ୨୮ ସଦସ୍ୟ ବିଶିଷ୍ଟ ଆଥଲେଟିକ୍ସ ଟିମର ନେତୃତ୍ୱ ଦାୟିତ୍ୱ ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ପ୍ରଦାନ କରାଯାଇଛି ।…

ଓ୍ୱାଙ୍ଖଡେରେ ଏକାଠି ବିଶ୍ୱକପ୍ ଉଠାଇଲେ ରୋହିତ-ବିରାଟ, କମ୍ପିଲା ମୁମ୍ବାଇ

ମୁମ୍ବାଇ: ରୋହିତ ଶର୍ମା ଓ ବିରାଟ କୋହଲି ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି। ଦୁହେଁ ଟି-୨୦ରୁ ଅବସର ଘୋଷଣା କରିଥିଲେ ମଧ୍ୟ ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟରେ ସେମାନଙ୍କ ଅବଦାନ ପାଇଁ ସ୍ମରଣୀୟ ହୋଇ ରହିବେ। ଉଭୟଙ୍କର କିଛି ସଫଳତା ସେମାନଙ୍କୁ ପ୍ରାୟ ଅମର କରିଦେଇଛି ଏବଂ ଯେପର୍ଯ୍ୟନ୍ତ…

ଟିମ୍ ଇଣ୍ଡିଆ ପାଇଁ ଜନସମୁଦ୍ର ପାଲଟିଲା ମୁମ୍ବାଇର ମରିନ ଡ୍ରାଇଭ୍

ମୁମ୍ବାଇ: ଟି-୨୦ ବିଶ୍ବକପ ଜିତିବା ପରେ ଆଜି ମୁମ୍ବାଇରେ ପାଳନ ହେଉଛି ଟିମ ଇଣ୍ଡିଆର ବିଜୟ ପରେଡ୍। ମେରିନ୍ ଡ୍ରାଇଭରେ ପ୍ରଶଂସକଙ୍କ ମଧ୍ୟରେ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ବଡ଼ କଟ୍ ଆଉଟ୍ ମଧ୍ୟ ଦେଖିବାକୁ ମିଳୁଛି। ଇଣ୍ଡିଆ... ଇଣ୍ଡିଆ... ନାରାରେ କମ୍ପୁଛି ମୁମ୍ବାଇ…

ସ୍ବଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ବବିଜୟୀ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଫେରିଲା ବିଶ୍ବବିଜୟୀ ଟିମ୍ ଇଣ୍ଡିଆ। ସ୍ବଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଖେଳାଳି। ଏହି ଅବସରରେ କ୍ଯାପଟେନ ରୋହିତ ଶର୍ମା ଏବଂ ମୁଖ୍ଯ କୋଚ ରାହୁଲ ଦ୍ରାବିଡ ପ୍ରଧାନମନ୍ତ୍ରୀଙ୍କ ହାତକୁ ଟ୍ରଫି ହସ୍ତାନ୍ତର କରିଥିଲେ । ଆଜି…