Latest Odisha News

BREAKING NEWS

Browsing Category

ଖେଳ

ଏସିଆ କପ ଟ୍ରଫି ବିବାଦ: ସମାଧାନ ନେଇ ବିସିସିଆଇ, ପିସିବି ମଧ୍ୟରେ ସହମତ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ରେ ଭାରତୀୟ କ୍ରିକେଟ ଟିମ ଚାମ୍ପିୟନ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟ୍ରଫି ପାଇପାରି ନାହାନ୍ତି । ଆଇସିସି ବୈଠକରେ ବିସିସିଆଇ ଓ ପିସିବି ମଧ୍ୟରେ ଉପୁଜିଥିବା ବିବାଦର ସମଧାନ ସୂତ୍ର ବାହାରିଛି ବୋଲି ଭାରତୀୟ ବୋର୍ଡର ସେକ୍ରେଟାରୀ ଦେବିଜତ ସାଇକିଆ କହିଛନ୍ତି । ଏସିଆ…

ଆନ୍ତର୍ଜାତୀୟ ଟି୨୦ରେ ଅଭିଷେକଙ୍କ ଆଉ ଏକ କୀର୍ତିମାନ

ବ୍ରିସବେନ: ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଆନ୍ତର୍ଜାତୀୟ ଟି୨୦ରେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ ଟି୨୦ କ୍ରିକେଟରେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ମ ଟି୨୦ରେ ସେ ତାଙ୍କ କ୍ୟାରିୟରର ୧୦୦୦ ରନ ପୂର୍ଣ୍ଣ କରିଛନ୍ତି ।…

ବ୍ରିସବେନ ଟି୨୦ ବାତିଲ: ଅଷ୍ଟ୍ରେଲିଆରେ କ୍ରମାଗତ ୫ମ ସିରିଜ ଜିତିଲା ଟିମ ଇଣ୍ଡିଆ

ବ୍ରିସବେନ: ଏଠାରେ ଅନୁଷ୍ଠିତ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି । ସିରିଜର ୫ମ ତଥା ଅନ୍ତିମ ଟି୨୦ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ପ୍ରଥମ ମ୍ୟାଚ ମଧ୍ୟ ଫଳାଫଳ ବିହୀନ ଭାବେ ଶେଷ ହୋଇଥିଲା । ଭାରତ ୨ଟି ଏବଂ ଅଷ୍ଟ୍ରେଲିଆ ଗୋଟିଏ ମ୍ୟାଚ ଜିତିଥିଲା ।…

ଧୋନୀ ଖେଳିବେ କି ନାହିଁ ବଡ ସଙ୍କେତ ଦେଲେ ଚେନ୍ନାଇ ସିଇଓ

ଚେନ୍ନାଇ: ଆଇପିଏଲ ୨୦୨୬ ଆରମ୍ଭ ହେବାକୁ ବେଶ କିଛି ଦିନ ବାକି ରହିଛି । ଏବେଠାରୁ ଆଇପିଏଲ ନେଇ ଅନେକ ଖବର ସମ୍ମୁଖକୁ ଆସୁଛି । ମହେନ୍ଦ୍ର ସିଂ ଧୋନୀ ଆଗାମୀ ଆଇପିଏଲ ଖେଳିବେ କି ନାହିଁ ତାହା ବେଶ ଆଲୋଚନାର ବିଷୟ ହୋଇଛି । ଏବେ ଚେନ୍ନାଇ ସିଇଓ କାଶୀ ବିଶ୍ୱନାଥ ଏ ନେଇ ବଡ ସଙ୍କେତ ଦେଇଛନ୍ତି ।…

ଚେନ୍ନାଇ ସୁପର କିଙ୍ଗସରେ ହୋଇପାରେ ସଞ୍ଜୁଙ୍କ ଏଂଟ୍ରି

ନୂଆଦିଲ୍ଲୀ: ଆଇପିଏଲର ଆଗାମୀ ସିଜନରେ ସଞ୍ଜୁ ସାମସନ ନୂଆ ଟିମକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ସାମସନଙ୍କୁ ନେଇ ରାଜସ୍ଥାନ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଲୋଚନା ଚାଲିଥିଲେ ମଧ୍ୟ ଏବେ ଏଥିରେ ସିଏସକେର ଏଂଟ୍ରି ହୋଇଛି । କ୍ରିକବିଜ ରିପୋର୍ଟ ଅନୁସାରେ ରାଜସ୍ଥାନ ଓ ଚେନ୍ନାଇ…

ବ୍ରିସବେନରେ ଭାରତ ରଚିପାରେ ବିଶ୍ୱରେକର୍ଡ

ବ୍ରିସବେନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିିରିଜର ଅନ୍ତିମ ମୁକାବିଲା ବ୍ରିସବେନରେ ଖେଳାଯିବ । ୨-୧ରେ ଅଗ୍ରଣୀ ଥିବା ଭାରତ ସିରିଜ ଜିତିବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଅଷ୍ଟ୍ରେଲିଆ ସିରିଜ ବରାବର କରିବା ପାଇଁ ଚାହିଁବ । ବ୍ରିସବେନରେ ଭାରତ ନିକଟରେ ଏକ ବିଶ୍ୱରେକର୍ଡ…

ମହାମହିମଙ୍କୁ ଭେଟିଲେ ବିଶ୍ବବିଜେତା ମହିଳା କ୍ରିକେଟର; ରାଷ୍ଟ୍ରପତି କହିଲେ, ବଡି ଲାଙ୍ଗୁଏଜ କହୁଥିଲା ବିଜୟର କଥା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ଜିତିଥିବା ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟମାନେ । ଆଜି ରାଷ୍ଟ୍ରପତି ଭବନ ଯାଇ ମହାମହିମଙ୍କୁ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଭାରତୀୟ ମହିଳା କ୍ରିକେଟ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ…

ଅହମ୍ମଦାବାଦରେ ହୋଇପାରେ ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ

ଅହମ୍ମଦାବାଦ: ଅହମ୍ମଦାବାଦରେ ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲ ମ୍ୟାଚ ଆୟୋଜିତ ହେବା ସମ୍ଭାବନା ସୃଷ୍ଟି ହୋଇଛି । ବିସିସିଆଇ ପକ୍ଷରୁ ଗୁରୁବାର ଫାଇନାଲ ମ୍ୟାଚ ଆୟୋଜନ କରିବା ପାଇଁ କେତେକ ଭେନ୍ୟୁର ଲିଷ୍ଟ କରାଯାଇଛି । ଅହମ୍ମଦାବାଦ, ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ମୁମ୍ବାଇକୁ ଶର୍ଟଲିଷ୍ଟ…

IPLର କୌଣସି ଟିମ୍କୁ କେମିତି କିଣାଯାଏ ? ଏଥିପାଇଁ କେତେ ଟଙ୍କା ଆବଶ୍ୟକ

ନୂଆଦିଲ୍ଲୀ: ୨୦୨୬ରେ ହେବାକୁ ଯାଉଛି ଆଇପିଏଲ୍ ନିଲାମ । ଏହା ଯେମିତି ଆଗକୁ ବଢୁଛି, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ସମ୍ଭାବ୍ୟ ବିକ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ, ଆରସିବିର ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ମଧ୍ୟରେ ଆସନ୍ତୁ ଜାଣିବା,…

ଡବ୍ଲ୍ୟୁପିଏଲ: ଫ୍ରାଂଚାଇଜର ଘୋଷଣା କଲେ ରିଟେନଶନ ଖେଳାଳିଙ୍କ ତାଲିକା

ନୂଆଦିଲ୍ଲୀ: ଓମେନ୍ସ ପ୍ରିମିୟର ଲିଗ ୨୦୨୬ ପାଇଁ ଗୁରୁବାର ଫ୍ରାଂଚାଇଜରମାନେ ସେମାନଙ୍କ ରିଟେନଶନ ଖେଳାଳି ତାଲିକାଙ୍କ ନାମ ଘୋଷଣା କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ଦୀପ୍ତି ଶର୍ମା ଓ ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି ଲୌରା ଭୋଲଭର୍ଟଙ୍କୁ ସେମାନଙ୍କ…