Latest Odisha News

BREAKING NEWS

Browsing Category

ଖେଳ

ହାର୍ଦ୍ଦିକ, ରୋହିତଙ୍କୁ ଫିଟନେସ ଟେଷ୍ଟ ପ୍ରମାଣିତ କରିବାକୁ କହିଲା ବିସିସିଆଇ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ପୂର୍ବରୁ ବିସିସିଆଇ ଦୁଇ ଷ୍ଟାର ଖେଳାଳିଙ୍କୁ ଫିଟନେସ ପ୍ରମାଣ କରିବା ପାଇଁ କହିଛି । ଅନ୍ତିମ ଏକାଦଶରେ ସ୍ଥାନ ପାଇବାକୁ ହେଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ରୋହିତ ଶର୍ମା ସିଓଇରୁ ଫିଟନେସ କ୍ଲିୟରାନ୍ସ ପ୍ରମାଣ…

ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ: ଭାରତୀୟ କ୍ୟାମ୍ପରେ ସାମିଲ ହେଲେ ଆକ୍ୱିବ ନବୀ

ନୂଆଦିଲ୍ଲୀ: ଜୁନ ୬ରୁ ମୁଲ୍ଲାଂପୁରରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳାଯିବ । ଏଥିପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଜମ୍ମୁ-କଶ୍ମୀରର ପେସ ବୋଲର ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯାଇ ନ…

ସାଇରାଜ ବାହୁଟୁଲେ ଭାରତୀୟ କ୍ରିକେଟ୍ ଦଳର ନୂଆ ସ୍ପିନ୍ ପ୍ରଶିକ୍ଷକ 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସାଇରାଜ ବାହୁଟୁଲେଙ୍କୁ ଭାରତୀୟ କ୍ରିକେଟ୍ ଦଳର ନୂଆ ସ୍ପିନ୍ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକମାତ୍ର ଟେଷ୍ଟ ପୂର୍ବରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଣେ ପୂର୍ବତନ ଭାରତୀୟ…

ବୈଭବଙ୍କ ଉପରେ ଷ୍ଟଡି କରିବ ଆଇଆଇଏମ ଇନ୍ଦୋର

ଇନ୍ଦୋର: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ମାତ୍ର ୧୫ ବର୍ଷ ବୟସରେ ଗୋଟିଏ ଆଇପିଏଲ ସିଜନରେ ୭୨ ଛକା ମାରି ସେ କ୍ରିସ ଗେଲଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ଏବେ ଆଇଆଇଏମ ଇନ୍ଦୋର ତାଙ୍କ କେସ…

Orla Prendergast: ବିଶ୍ୱକପ୍ ପୂର୍ବରୁ ବିରୋଧୀଙ୍କ ଚିନ୍ତା ବଢ଼ାଇଲେ ଆୟରଲ୍ୟାଣ୍ଡର ଏହି ଖେଳାଳି

ନୂଆଦିଲ୍ଲୀ: ଆସନ୍ତା ମହିଳା ଟି-୨୦ ବିଶ୍ୱକପ୍ ପୂର୍ବରୁ କ୍ରିକେଟ୍ ମଇଦାନରୁ ଆସିଛି ଏକ ବଡ଼ ଖବର। ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ହିଁ ବିରୋଧୀ ଦଳଗୁଡ଼ିକର ଚିନ୍ତା ବଢ଼ାଇ ଦେଇଛି ଆୟରଲ୍ୟାଣ୍ଡ। ଷ୍ଟାର୍ ଅଲରାଉଣ୍ଡର ଅର୍ଲା ପ୍ରେଣ୍ଡରଗାଷ୍ଟଙ୍କ ଘାତକ ପ୍ରଦର୍ଶନ ବଳରେ ଆୟରଲ୍ୟାଣ୍ଡ ରଚିଛି ଏକ…

ବାସନ୍ଦ ହେଲେ ଆରସିବିର ଟିମ ଡେଭିଡ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଆଇପିଏଲ ୨୦୨୬ ଟାଇଟଲ ହାସଲ କରିଛି । ଦଳକୁ ଚାମ୍ପିୟନ କରାଇବାରେ ଟିମ ଡେଭିଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେବେ ଫାଇନାଲ ମ୍ୟାଚରେ ଡେଭିଡ ବିଶୃଙ୍ଖଳିତ ଆଚରଣ କରିବା ଯୋଗୁ ବିସିସିଆଇ ଦ୍ୱାରା ବାସନ୍ଦ ହୋଇଛନ୍ତି । ବେଙ୍ଗାଲୁର…

ଆଇପିଏଲ ୨୦୨୬ ଶ୍ରେଷ୍ଠ ଏକାଦଶରେ କୋହଲି, ସ୍ଥାନ ପାଇଲେନି ଏହି ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶୁଭମନ ଗିଲ ଓ ସାଈ ସୁଦର୍ଶନଙ୍କୁ ଶ୍ରେଷ୍ଠ ଏକାଦଶରେ ସ୍ଥାନ ମିଳିନି । ଗିଲ ୭୩୨ ଓ ସାଈ ୭୨୨ ରନ କରିଥିଲେ । ବିରାଟ କୋହଲି ଓ ବୈଭବ ସୂର୍ଯ୍ୟବଂଶୀଙ୍କୁ ଓପନର ଦାୟିତ୍ୱ ପ୍ରଦାନ କରାଯାଇଛି । ଅରେଞ୍ଜ କପ ବିଜେତା ସୁର୍ଯ୍ୟବଂଶୀ ୭୭୬…

ଆଲୋକ କମିଲେ ଟେଷ୍ଟ ମ୍ୟାଚରେ ପରୀକ୍ଷଣ ଭାବେ ବ୍ୟବହାର ହେବ ଗୋଲାପୀ ବଲ

ନୂଆଦିଲ୍ଲୀ: ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଟେଷ୍ଟ ମ୍ୟାଚକୁ ନେଇ ଏକ ବଡ ନିଷ୍ପତି ନିଆଯାଇଛି । ଯଦି ମ୍ୟାଚ ସମୟରେ ଆଲୋକର ଅଭାବ ପରିଲକ୍ଷିତ ହୁଏ ଏବଂ ଫ୍ଲଡ ଲାଇଟ୍ସର ବ୍ୟବହାର କରାଯାଏ ତେବେ ପରୀକ୍ଷଣ ଭାବେ ଗୋଲାପୀ ବଲର ବ୍ୟବହାର କରାଯିବ । ଯଦି ଖେଳାଳିମାନେ…

ଆଇପିଏଲର ଅଜେୟ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଶେଷ ହୋଇଯାଇଛି । ଗୁଜରାଟ ଟାଇଟାନ୍ସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପୂନର୍ବାର ଚାମ୍ପିୟନ ହୋଇଛି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆଇପିଏଲର କେତେକ ଖେଳାଳି ଅଜେୟ ରହିଛନ୍ତି । ସେମାନେ ଖେଳିଥିବା ମ୍ୟାଚରେ ତାଙ୍କ ଦଳ ପରାଜିତ ହୋଇନି ।…

ଆଇପିଏଲ ପରେ ଟିମ ଇଣ୍ଡିଆର ବ୍ୟସ୍ତବହୂଳ ଆନ୍ତର୍ଜାତୀୟ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆଇପିଏଲର ୨୦୨୬ ସଂସ୍କରଣ ଶେଷ ହୋଇଛି । ଗୁଜରାଟ ଟାଇଟାନ୍ସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି । ଏବେ ଟିମ ଇଣ୍ଡିଆ ଅନ୍ତର୍ଜାତୀୟ ସିରିଜରେ ବ୍ୟସ୍ତ ରହିବ । ଆସନ୍ତୁ ନଜର ପକାଇବ ଭାରତ କେଉଁ ସବୁ ଆନ୍ତର୍ଜାତୀୟ ମ୍ୟାଚ ଖେଳିବ…