Latest Odisha News

BREAKING NEWS

Browsing Category

ଖେଳ

ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ରେକର୍ଡ ପ୍ରଦର୍ଶନ ଜାରୀ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ବୁଧବାର ଟିମଇଣ୍ଡିଆ ଟୋକିଓ ଅଲିମ୍ପିକ୍ସର ଶ୍ରେଷ୍ଠ ପ୍ରଦର୍ଶନକୁ ଅତିକ୍ରମ କରିଛି । ଟୋକିଓ ଗେମ୍ସରେ ଭାରତ ୧୯ ପଦକ ଜିତିଥିଲା । ଏବେ ପ୍ୟାରିସରେ ଏହା ଖବର ଲେଖା ହେବା ପର୍ଯ୍ୟନ୍ତ ୨୦ରେ ପଂହଚି ସାରିଛି ।…

ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ: ସ୍ୱସ୍ତି ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ରୋଡ ସାଇକ୍ଲିଂ ଲିଗରେ ଓଡିଶାର ସ୍ୱସ୍ତି ସିଂ ସ୍ୱର୍ଣ୍ଣ ପଦକ ଜିିତିଛନ୍ତି । ପଞ୍ଜାବର ଅଟ୍ଟାରୀରେ ଏହି ଲିଗ ଆୟୋଜିତ ହେଉଛି । ଉତରାଂଚଳ ବିଭାଗ ମୁକାବିଲାରେ ସେ ୨୭ ମିିନଟ ୧୧.୧୯୮ ସେକେଣ୍ଡ ସମୟ ନେଇ ୨୦କିମି ବ୍ୟକ୍ତିଗତ ଟାଇମ ଟ୍ରାଏଲ ଇଭେଂଟରେ…

ମ୍ୟାକକୁଲାମ ହେଲେ ଇଂଲଣ୍ଡ କ୍ରିକେଟ ଟିମର ମୂଖ୍ୟ କୋଚ

ଲଣ୍ଡନ: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ନ୍ୟୁଜିଲାଣ୍ଡର ମହାନ ଖେଳାଳି ବ୍ରେଣ୍ଡନ ମ୍ୟାକକୁଲାମଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଛି । ମଙ୍ଗଳବାର ଇସିବି ମ୍ୟାକକୁଲାମଙ୍କୁ ହ୍ୱାଇଟ ବଲ ଟିମର ମୂଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ଆସନ୍ତା ବର୍ଷ ଜାନୁୟାରୀରୁ ସେ ଏହି ଦାୟିତ୍ୱ ତୁଲାଇବେ ।…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ: ଲର୍ଡସରେ ୧୧ ଜୁନରୁ ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୩-୨୫ର ଫାଇନାଲ ମ୍ୟାଚ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ । ଆସନ୍ତା ବର୍ଷ ଜୁନ ୧୧ରୁ ୧୫ ପର୍ଯ୍ୟନ୍ତ ଏହା ଖେଳାଯିବ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ୧୬ ଜୁନକୁ ରିଜର୍ଭ ଡେ ଭାବେ ରଖାଯାଇଛି । ଏହା ଡବ୍ଲ୍ୟୁଟିସିର ତୃତୀୟ ଫାଇନାଲ…

ବିବାଦୀୟ ଖେଳାଳି ସୁଆରେଜଙ୍କ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା

ନୂଆଦିଲ୍ଲୀ: ଉରୁଗୁଏର ଷ୍ଟାର ଷ୍ଟ୍ରାଇକର ଲୁଇସ ସୁଆରେଜ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । ଡିସେମ୍ବର ୬ରେ ସେ ପାରାଗୁଏ ବିପକ୍ଷରେ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ । ତେବେ ସେ କ୍ଲବ ଫୁଟବଲ ଖେଳିବା ଜାରୀ ରଖିବେ । ପ୍ରଦର୍ଶନ ଅପେକ୍ଷା ସୁଆରେଜ ସର୍ବଦା ତାଙ୍କ ବିବାଦୀୟ ଘଟଣା…

ପାରାଅଲିମ୍ପିକ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ସୁମିତ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ଜାଭେଲିନ ଥ୍ରୋୟର ସୁମିନ ଅନ୍ତିଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ପାରା ଅଲିମ୍ପିକ ରେକର୍ଡ ସହ ଏହି ସଫଳତା ହାସଲ କରିଛନ୍ତି । ସେ ୭୦.୫୯ ମିଟର ଦୂରତାକୁ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ । ଏହା ପୂର୍ବରୁ ନୀତେଶ କୁମାର…

ବ୍ୟାଡମିଂଟନରେ ଭାରତକୁ ଆଉ ୨ ପଦକ

ପ୍ୟାରିସ: ଚଳିତ ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସୋମବାର ମହିଳା ବ୍ୟାଡମିଂଟନ ଖେଳାଳି ପ୍ରଶଂସନୀୟ ପ୍ରଦର୍ଶନ କରି ଆଉ ୨ଟି ପଦକ ଜିତିଛନ୍ତି । ମହିଳା ସିଙ୍ଗଲ୍ସ ଏସୟୁ୫ କାଟାଗୋରୀରେ ଥୁଲାସିମାଥର ମୁରୁଗେସନ ରୌପ୍ୟ ପଦକ ହାସଲ କରିଛନ୍ତି ।…

ଆଇଆଇଟି ଗ୍ରାଜୁଏଟ ପାରା ଶଟଲର ନୀତେଶ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ବ୍ୟାଡମିଂଟନ ଖେଳାଳି ନୀତେଶ କୁମାର ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଗୌରବାନ୍ୱିତ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ଏସଏଲ୩ ଫାଇନାଲରେ ସେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨-୧ରେ ହରାଇଥିଲେ । ଉଭୟ ପରସ୍ପରକୁ ଓଭରାଲ ୧୦ ଥର ଭେଟିଥିଲେ ମଧ୍ୟ ନୀତେଶଙ୍କ…

ପାରା ଅଲିମ୍ପିକ୍ସ: ବ୍ୟାଡମିଂଟନରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ନୀତେଶ କୁମାର

ପ୍ୟାରିସ: ଚଳିତ ପାରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସୋମବାର ବ୍ୟାଡମିଂଟନ ଖେଳାଳି ନୀତେଶ କୁମାର ସ୍ୱର୍ଣ୍ଣ ଜିତି ଭାରତର ପଦକ ସଂଖ୍ୟା ୯ରେ ପଂହଚାଇଛନ୍ତି । ପୁରୁଷ ସିଙ୍ଗଲ୍ସ ଏସଏଲ୩ ବିଭାଗର ଫାଇନାଲରେ ନୀତେଶ ବ୍ରିଟେନର ଡାନିୟଲ ବେଥେଲଙ୍କୁ ୨୧-୧୪,…

ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ୨ଟି ପଦକ

ପ୍ୟାରିସ: ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ୨ଟି ପଦକ। ଚତୁର୍ଥ ଦିନରେ ୨ଟି ପଦକ ଜିତିଲେ ଭାରତୀୟ ଆଥଲେଟ୍। ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଜିତି ଇତିହାସ ରଚିଲେ ପ୍ରୀତି ପାଲ୍‌। ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରୀତିଙ୍କ ଏହା ଦ୍ବିତୀୟ ପଦକ। ସେହିପରି ୧୦୦ ମିଟର ଦୌଡ଼ରେ ବି…