Latest Odisha News

BREAKING NEWS

Browsing Category

ଖେଳ

ଆଲଜେରିଆର ବିବାଦୀୟ ବକ୍ସର ଖେଲୀଫ ପୁଅ ନାଁ ଝିଅ !

ପ୍ୟାରିସ: ଚଳିତ ଅଲିମ୍ପିକ୍ସରେ ଆଲଜେରିଆର ବିବାଦୀୟ ବକ୍ସର ଇମାନେ ଖେଲୀଫଙ୍କୁ ନେଇ ପୂନର୍ବାର ଚର୍ଚ୍ଚା ଜୋର ଧରିଛି । ୨୫ ବର୍ଷୀୟା ଖେଲୀଫ ମହିଳା ୱେଲଟରୱେଟ ବିଭାଗରେ ଅଂଶଗ୍ରହଣ କରିଛନ୍ତି । ରାଉଣ୍ଡ ଅଫ ୧୬ ମୁକାବିଲାରେ ସେ ଇଟାଲୀର ଆଞ୍ଜେଲା କ୍ୟାରିନାଙ୍କୁ ମାତ୍ର ୪୬ ସେକେଣ୍ଡରେ ପରାଜିତ…

ଅଙ୍କିତା-ଧୀରଜ କ୍ୱାର୍ଟର ଫାଇନାଲରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଅଙ୍କିତା ଭକତ ଓ ଧୀରଜ ବି ତୀରନ୍ଦାଜୀ ମିକ୍ସଡ ଇଭେଂଟରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତୀୟ ଯୋଡି ଇଣ୍ଡୋନେସିଆର ଡିଆନନ୍ଦା କ୍ୟୁରୁନସିଆ ଓ ଆରିଫ ପାଙ୍ଗେସୁଙ୍କୁ ଏଲିମିନେଶନ ରାଉଣ୍ଡରେ ପରାସ୍ତ କରିଥିଲେ । ଉଭୟ ୧୦ ପଂଏଟ ସ୍କୋର…

ପଦକ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛନ୍ତି ସେନ

ପ୍ୟାରିସ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଧିରେ ଧିରେ ପଦକ ହାସଲ ଦିଗରେ ଅଗ୍ରସର ହେଉଛନ୍ତି । ଗୁରୁବାର ଅନୁଷ୍ଠିତ ପ୍ରିକ୍ୱାର୍ଟର ଫାଇନାଲ ମୁକାବିଲାରେ ସେ ନିଜ ଦେଶର ଏଚଏସ ପ୍ରଣୟଙ୍କୁ ସହଜରେ ପରାସ୍ତ କରିଛନ୍ତି । କ୍ରମାଗତ ୨ଟି ଗେମରେ ୨୧-୧୨ ଓ ୨୧-୬ରେ ସେ ମ୍ୟାଚକୁ…

ଭାଇରାଲ ହେଉଛନ୍ତି ତୁର୍କିର ଏହି ଶୁଟର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ଅବସରରେ ହଠାତ ତୁର୍କୀର ଶୁଟର ୟୁସୁଫ ଡିକେକ ଭାଇରାଲ ହେବାରେ ଲାଗିଛନ୍ତି । ୫୧ ବର୍ଷୀୟ ଏହି ଶୁଟର ଯେଉଁ ଶୈଳୀରେ ଆସି ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ ଏବଂ ଐତିହାସିକ ରୌପ୍ୟ ପଦକ ହାସଲ କଲେ ତାହା ସମସ୍ତଙ୍କୁ ପସନ୍ଦ ଆସିଛି । ୧୦ ମିଟର ପିସ୍ତଲ ମିକ୍ସଡ ଟିମ…

କ୍ୱାର୍ଟର ଫାଇନାଲରେ ହାରିଲେ ସାଇରାଜ-ଚିରାଗ ଯୋଡି

ପ୍ୟାରିସ: ଭାରତର ଷ୍ଟାର ବ୍ୟାଡମିଂଟନ ଯୋଡି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଚଳିତ ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ହାରି ଯାଇଛନ୍ତି । ଚମତ୍କାର ପ୍ରଦର୍ଶନ କରି ପଦକ ସମ୍ଭାବନା ସୃଷ୍ଟି କରିଥିବା ଏହି ଯୋଡି ଭାରତୀୟ ପ୍ରଶଂସକଙ୍କୁ…

ବେଲଜିୟମ ନିକଟରୁ ହାରିବା ସତ୍ୱେ କ୍ୱାର୍ଟରରେ ଭାରତୀୟ ହକି ଟିମ, ନିଖତ ବିଦା

ପ୍ୟାରିସ: ଭାରତୀୟ ହକି ଟିମ ଶେଷ ଲିଗ ମ୍ୟାଚରେ ବେଲଜିୟମ ନିକଟରୁ ପରାଜିତ ହୋଇଛି । ଅବଶ୍ୟ ଏହି ପରାଜୟ ସତ୍ୱେ ଟିମ ଇଣ୍ଡିଆ ପ୍ୟାରିସ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ପୁଲ ବିରେ ଦ୍ୱିତୀୟ ସ୍ଥାନରେ ରହି ଭାରତ ତାର ଅଭିଯାନ ଶେଷ କରିଛି । ରୋମାଂଚକ ମୁକାବିଲାରେ ବେଲଜିୟମ…

ସ୍ୱପ୍ନିଳଙ୍କ ସାକାର ହେଲା ସ୍ୱପ୍ନ

ପ୍ୟାରିସ: ଭାରତକୁ ଗୌରବାନ୍ୱିତ କରିଛନ୍ତି ସ୍ୱପ୍ନିଳ କୁସାଲେ । ପ୍ୟାରିସ ଅଲିମ୍ପିକ୍ସରେ ଏହି ଯୁବ ଶୁଟର ୫୦ ମିଟର ରାଇଫଲ ଥ୍ରୀ ପ୍ରୋନ ବିଭାଗରେ ବ୍ରୋଞ୍ଜ ପଦକ ଜିତି ନିଜ ସ୍ୱପ୍ନ ସାକାର କରିଛନ୍ତି ସ୍ୱପ୍ନିଳ । ଏକ କୃଷକ ପରିବାରରୁ ଆସିଥିଲା ସ୍ୱପ୍ନିଳ ପିଲାବେଳୁ ଖେଳ ପ୍ରତି ଆଗ୍ରହୀ ଥିଲେ…

ଭାରତର ପଦକ ସଂଖ୍ୟା ୩ରେ ପଂହଚିଲା, ଶୁଟିଂରେ ସ୍ୱପ୍ନିଳ ଜିତିଲେ ବ୍ରୋଞ୍ଜ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ଭାରତ ତୃତୀୟ ପଦକ ହାସଲ କରିଛି । ୩ଟି ଯାକ ପଦକ ଶୁଟିଂରୁ ଆସିଛି । ପୂର୍ବରୁ ମନୁ ଭାକର ବ୍ୟକ୍ତିଗତ ଓ ମିକ୍ସଡ ଇଭେଂଟରେ ଭାରତ ପାଇଁ ପଦକ ଜିତିଥିଲେ । ଯୁବ ଶୁଟର ସ୍ୱପ୍ନିଳ କୁସାଲେ ୫୦ ମିଟର ରାଇଫଲ ଥ୍ରୀ ପୋଜିଶନରେ ଏହି ସଫଳତର ହାସଲ…

ପଦକ ପାଇବା ପରେ ଏତେ ଖୁସୀ ହୋଇଗଲେ ଯେ, କାନ୍ଧ ଖସିଗଲା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ମାଲଡୋଭାର ଜୁଡୋ ଖେଳାଳି ଆଡିଲ ଓସମାନଭୋ ବ୍ରୋଞ୍ଜ ପଦକ ଜିତିଥିଲେ । ଅଲିମ୍ପିକ୍ସରେ ପଦକ ହାସଲ କରିବା ସମସ୍ତ ଦେଶର ଆଥଲେଟଙ୍କ ଏକ ସ୍ୱପ୍ନ ରହିଥାଏ । ଆଡିଲ ଯେତେବେଳେ ଏହି ସଫଳତା ହାସଲ କରିନେଲେ ସେ ଅତ୍ୟଧିକ ଉତ୍ସାହିତ ହୋଇ ପଡିଲେ । ଏତେ ମାତ୍ରାରେ…

ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ, କ୍ୟାନସରରେ ଥିଲେ ଆକ୍ରାନ୍ତ

ମୁମ୍ବାଇ: ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିବା ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କର ବୁଧବାର ପରଲୋକ ଘଟିଛି।ଭାରତ ପାଇଁ ୪୦ ଟେଷ୍ଟ ଓ ୧୫ ଦିନିକିଆ ଖେଳିଥିବା ଗାଏକୱାଡ ଗତ ମାସରେ ଭାରତ ଫେରିବା ପୂର୍ବରୁ ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ରକ୍ତ କର୍କଟ ରୋଗରେ…