Latest Odisha News

BREAKING NEWS

Browsing Category

ଖେଳ

୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବେ ଏହି ମହିଳା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଚିଲିର ଟେବୁଲ ଟେନିସ ଖେଳାଳି ଝେଙ୍ଗ ଝିୟିଙ୍ଗଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି । ଚୀନରେ ଜନ୍ମ ଗ୍ରହଣ କରିଥିବା ଏହି ଆଥଲେଟ ୧୯୮୯ରେ ଦେଶ ଛାଡି ପଳାଇ ଯାଇଥିଲେ । ସେ ସମୟରେ ଟିଆନମେନ…

ଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କଲେ ମନୁ ଭାକର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ପ୍ରଥମ ଦିବସରେ ଶୁଟର ମନୁ ଭାକର ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ୮ ଜଣ ଫାଇନାଲିଷ୍ଟ ମଧ୍ୟରେ ଏଥର ମୁକାବିଲା ହେବ । ମନୁ ମହିଳା ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ୬୦୦ରୁ ୫୮୦ ପଂଏଟ ସ୍କୋର କରି ୪୫ ଶୁଟର୍ସଙ୍କ…

ନିରାଶ କଲେ ୧୦ମିଟର ଏୟାର ରାଇଫଲ ମିକ୍ସଡ ଟିମ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପ୍ରଥମ ଦିବସରେ ନୈରାଶ୍ୟଜନକ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି । ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ଇଭେଂଟରେ ଭାରତର ରମିତା ଜିନ୍ଦଲ ଓ ଅର୍ଜୁନ ବବୁତା ଯୋଡି ପଦକ ଦୌଡରୁ ବାଦ ପଡିଛନ୍ତି । ୬୨୮.୭ ପଂଏଟ ସହ ସେମାନେ ଷଷ୍ଠ ସ୍ଥାନରେ ରହିଥିଲେ । ଅନ୍ୟ…

ପ୍ୟାରିସ ଅଲିମ୍ପିକ୍ସ: ସାମ୍ନାକୁ ଆସିଲା ପ୍ରଥମ ଡୋପିଂ ମାମଲା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇଯାଇଛି । ତେବେ ଆରମ୍ଭରୁ ସାମ୍ନାକୁ ଆସିଛି ପ୍ରଥମ ଡୋପିଂ ମାମଲା । ରିପୋର୍ଟ ମୁତାବକ ଇରାକର ଜୁଡାକୋ ସଜାଦ ସେହେନଙ୍କ ଡୋପ ସାମ୍ପୁଲରୁ ପ୍ରତିବନ୍ଧ ଡ୍ରଗ୍ସର ନମୂନା ମିଳିଛି । ଫଳରେ ଇରାକକୁ ଶକ୍ତ ଧକ୍କା ଲାଗିଛି । ୨୮ ବର୍ଷୀୟ ସଜାଦ…

ପ୍ୟାରିସ୍ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ୱ ନେଲେ ପିଭି ସିନ୍ଧୁ ଓ ଶରତ କମଲ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଗେମ୍ସ ୨୦୨୪ ଆରମ୍ଭ ହୋଇଯାଇଛି। ସିନ୍ ନଦୀରେ ଉଦଘାଟନୀ ଉତ୍ସବ ଚାଲିଛି। ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ କୌଣସି ନଦୀରେ ଉଦଘାଟନୀ ସମାରୋହର ଆୟୋଜନ କରାଯାଉଛି। ଶୁକ୍ରବାର ପ୍ୟାରିସରେ ଆୟୋଜିତ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ସୁରକ୍ଷା…

ପ୍ୟାରିସ ଅଲିମ୍ପିକ୍ସ: ଅଂଶଗ୍ରହଣ କରୁଥିବା ଭାରତୀୟ ଆଥଲେଟଙ୍କ ସମ୍ପର୍କରେ ଏ ଟୁ ଜେଡ

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଏଥର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । ୨୬ ଜୁଲାଇରୁ ଆରମ୍ଭ ହୋଇଥିବା ଏହି କ୍ରୀଡା ମହାକୂମ୍ଭରେ ଏଥର ଭାରତର ଦ୍ୱିତୀୟ ସର୍ବାଧିକ ଟିମ ଦକ୍ଷତା ପ୍ରଦର୍ଶନ କରିବେ । ଟୋକିଓ ଗେମ୍ସରେ ସର୍ବାଧିକ ୧୨୧ ଜଣ ଆଥଲେଟ ଅଂଶଗ୍ରହଣ କରିଥିଲେ । ୭୨: ପ୍ୟାରିସ ଗେମ୍ସରେ…

ଅବ୍ୟବସ୍ଥା ନେଇ ଭାରତୀୟ ଆଥଲେଟ ଅସନ୍ତୁଷ୍ଟ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନିଜ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଭାରତୀୟ ଆଥଲେଟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତୀୟ ଆଥଲେଟଙ୍କୁ ୩୦ଟି ଆପାର୍ଟମେଂଟ ପ୍ରଦାନ କରାଯାଇଛି । ସାମ୍ନାରେ ସ୍ପେନ ଓ ଡାହଣ ପଟେ ଇଟାଲୀ ଆଥଲେଟଙ୍କ ରହିବା ବ୍ୟବସ୍ଥା କରାଯାଇଛି । ଭାରତୀୟ ଆଥଲେଟମାନେ…

ୱେଲକମ ବ୍ୟାଗରେ ଆଥଲେଟଙ୍କୁ କଣ୍ଡୋମ, ଫୋନ ସମେତ ଏହି ସବୁ ସାମଗ୍ରୀ ଦିଆଯାଉଛି

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇଯାଇଛି । ଏଥର ୧୦ ହଜାରରୁ ଊର୍ଦ୍ଧ୍ୱ ଆଥଲେଟ ଏଥିରେ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କ୍ରୀଡା ଭିଲେଜରେ ପଂହଚିବା ପରେ ଆଥଲେଟମାନଙ୍କୁ ୱେଲକମ ବ୍ୟାଗ ପ୍ରଦାନ କରାଯାଉଛି । ଏବେ ଏହା ମଧ୍ୟରେ…

ସଞ୍ଜୁ ସାମସନ, ରିଷଭ ପନ୍ତଙ୍କୁ ନେଇ ଦ୍ୱନ୍ଦ୍ୱରେ ଟିମ ଇଣ୍ଡିଆ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଶନିବାରଠାରୁ ଆରମ୍ଭ ହେବ । ପାଲ୍ଲିକେଲରେ ପ୍ରଥମ ଟି୨୦ ଖେଳାଯିବା ପୂର୍ବରୁ ଭାରତୀୟ ଟିମ ମ୍ୟାନେଜମେଂଟ ସଞ୍ଜୁ ସାମସନ ଓ ରିଷଭ ପନ୍ତଙ୍କ ମଧ୍ୟରୁ କାହାକୁ ଖେଳାଇବ ସେ ନେଇ ଦ୍ୱନ୍ଦ୍ୱରେ ରହିଛି । ଉଭୟ ୱିକେଟକିପର ବ୍ୟାଟ୍ସମ୍ୟାନ ଭଲ ଫର୍ମରେ ରହିବା…

୯ମ ଥର ପାଇଁ ଏସିଆ କପ ମହିଳା କ୍ରିକେଟ ଫାଇନାଲରେ ଭାରତ

ଡାମ୍ବୁଲା: ଏଠାରେ ଅନୁଷ୍ଠିତ ଏସିଆ କପ ମହିଳା କ୍ରିକେଟରେ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରି ଭାରତ ୯ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଏ ପର୍ଯ୍ୟନ୍ତ ଏସିଆ କପରେ ଭାରତ ଓଭରାଲ ୭ ଥର ଟାଇଟଲ ହାସଲ କରିବାରେ ସଫଳ ହୋଇଛି । ୨ ଥର ରନର୍ସଅପ ହୋଇଛି । ସେମିଫାଇନାଲ ମୁକାବିଲାରେ…