Latest Odisha News

BREAKING NEWS

Browsing Category

ଖେଳ

କାହିଁକି ଅଲିମ୍ପିକ୍ସରେ ଖେଳାଳିଙ୍କ ଡ୍ରେସକୁ ନେଇ ବିବାଦ?

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ଖେଳାଳିଙ୍କ ଡ୍ରେସକୁ ନେଇ ବିବାଦ। ଡ୍ରେସ ଡିଜାଇନ କରିଥିବା ଡିଜାଇନର ତରୁଣ ତେହଲାନୀଙ୍କୁ ସୋସିଆଲ୍ ମିଡିଆରେ ଜବରଦସ୍ତ ଟ୍ରୋଲ କରାଯାଉଛି । ଡ୍ରେସ ଡିଜାଇନିଂ ଅଧିକାଂଶ ୟୁଜର୍ସଙ୍କୁ ପସନ୍ଦ ଆସିନଥିବା ବେଳେ ଡ୍ରେସରେ ତରୁଣଙ୍କ…

ପ୍ୟାରିସ ଗେମ୍ସରେ ଡୋପ କଳଙ୍କ ପିଛା ଛାଡୁନି

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଡୋପ କଳଙ୍କ ପିଛା ଛାଡୁନି । ଇରାନର ଜୁଡୋକା ସେହେନ ଡୋପ ଟେଷ୍ଟରେ ବିଫଳ ହେବା ପରେ ଏବେ ନାଇଜେରିଆର ବକ୍ସର ସନ୍ଥିଆ ଓଗୁନ ସେମିଲାରଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଛି । ତାଙ୍କୁ ମହିଳା ବକ୍ସିଂ ପ୍ରତିଯୋଗିତାରୁ ସସପେଣ୍ଡ କରାଯାଇଛି ।…

ଲାରା, ସଚିନଙ୍କ ରେକର୍ଡ ଭାଙ୍ଗିଲେ ଜୋ ରୁଟ

ଲଣ୍ଡନ: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟ ଅବସରରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ଭାରତର ସଚିନ ତେନ୍ଦୁଲକର ଓ ୱେଷ୍ଟଇଣ୍ଡିଜର ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିଛନ୍ତି । ରୁଟ ୧୨୪ ବଲରେ ୮୭ ରନ କରିଥିଲେ । ଏଥିସହ ସେ ଲାରାଙ୍କ ସର୍ବାଧିକ ରନ ସଂଗ୍ରହ ରେକର୍ଡ ଭଙ୍ଗ କରି…

ଟିଟି, ବକ୍ସିଂ,ରୋଇଂରେ ଭାରତୀୟ ଆଥଲେଟଙ୍କ ପ୍ରଭାବୀ ପ୍ରଦର୍ଶନ

ପ୍ୟାରିସ: ଶୁଟିଂରେ ମନୁ ଭାକର ଭାରତ ପାଇଁ ପଦକ ଖାତା ଖୋଲିଦେବା ପରେ ଏବେ ଅନ୍ୟ ଆଥଲେଟମାନେ ଉତ୍ସାହିତ ହୋଇ ପଡିଛନ୍ତି । ଦ୍ୱିତୀୟ ଦିବସରେ ଷ୍ଟାର ମହିଳା ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଗ୍ରେଟ ବ୍ରିଟେନର ଅନ୍ନା ହାର୍ସଙ୍କୁ ୪-୧ରେ ହରାଇଛନ୍ତି । ଏଥିସହ ସେ ରାଉଣ୍ଡ ଅଫ ୩୨ରେ ପ୍ରବେଶ…

ମହିଳା ଏସିଆ କପ କ୍ରିକେଟ: ୨୦ ବର୍ଷ ପରେ ଚାମ୍ପିୟନ ହେଲା ଶ୍ରୀଲଙ୍କା

ପାଲ୍ଲୀକେଲ: ଦୀର୍ଘ ୨୦ ବର୍ଷ ପରେ ଶ୍ରୀଲଙ୍କା ମହିଳା ଏସିଆ କପ କ୍ରିକେଟ ଟାଇଟଲ ଜିତିବାରେ ସଫଳ ହୋଇଛି । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨ ୱିକେଟ ବିନିମୟରେ ୧୬୫ ରନ କରିଥିଲା । ସ୍ମୃତି ମାନ୍ଧାନା ୬୦ ଓ ରିଚା ଘୋଷ ୩୦ ରନ କରିଥିଲେ । ଜବାବରେ ଅଧିନାୟକ ଚମାରୀ ଅଟ୍ଟାପଟ୍ଟୁଙ୍କ ୬୧ ଓ…

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ, ବ୍ରୋଞ୍ଜ ଜିତିଲେ ମନୁ ଭାକର

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ୨୦୨୪ ରେ ଭାରତର ତାରକା ମହିଳା ସୁଟର ମନୁ ଭାକର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତ ପାଇଁ ସେ ପ୍ରଥମ ପଦକ ଜିତିବାରେ ସଫଳ ହୋଇଛନ୍ତି। ସୁଟର୍ ମନୁ ଭାକର ୧୦ ମିଟର ଏୟାର ପିସ୍ତଲ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ୧୨ ବର୍ଷ ପରେ ସୁଟିଂରେ…

କୋହଲିଙ୍କ ରେକର୍ଡ ସହ ସମକକ୍ଷ ହେଲେ ସୂର୍ଯ୍ୟକୁମାର

ପାଲ୍ଲୀକେଲ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ ପ୍ରଥମ ଟି୨୦ରେ ଘରୋଇ ଦଳକୁ ହରାଇ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାକୁ ଭାରତ ୪୩ ରନରେ ଜିିତିଥିଲା । ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ମ୍ୟାଚ ଅବସରରେ ବିରାଟ କୋହଲିଙ୍କ ଏକ…

ଅଲିମ୍ପିକ୍ସରେ କଳିକେଶଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର: ଏଥର ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୨ ଜଣ ଓଡିଆ ଖେଳାଳି ପ୍ରତିନିଧିତ୍ୱ କରୁଛନ୍ତି । ସେମାନେ ହେଲେ ହକି ଖେଳାଳି ଅମିତ ରୋହୀଦାସ ଓ ଜାଭେଲିନ ଥ୍ରୋୟର କିଶୋର ଜେନା । ତେବେ ଏମାନଙ୍କ ବ୍ୟତୀତ ଅନ୍ୟ ଓଡିଆମାନେ ମଧ୍ୟ ଅଲିମ୍ପିକ୍ସରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସାମିଲ…

ମନୁଙ୍କ ପରେ ଲକ୍ଷ୍ୟ ସେନ, ସାଇରାଜ-ଚିରାଗ ଏବଂ ହକି ଟିମର ବିଜୟ

ପ୍ୟ।ରିସ: ପ୍ୟାରିସ ଅଲିମ୍ପିକ୍ସର ପ୍ରଥମ ଦିବସ ଭାରତକୁ ମିଶ୍ରିତ ଫଳ ପ୍ରଦାନ କରିଛି । ଶୁଟିଂରେ ମନୁ ଭାକର ଫାଇନାଲରେ ପ୍ରବେଶ କରିବା ପରେ ବ୍ୟାଡମିଂଟନ ଏବଂ ହକିରେ ଭାରତ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ ହକି ମୁକାବିଲାକୁ ଟିମ ଇଣ୍ଡିଆ ୩-୨ ଗୋଲରେ ଜିତି ନେଇଛି । ଆରମ୍ଭରୁ…

ଅଲିମ୍ପିକ ଚାମ୍ପିୟନ ନଦୀରେ ହଜେଇ ଦେଲେ ବିବାହ ବେଳର ମୁଦି

ପ୍ୟାରିସ: ପ୍ରେମ କରିବ, ବିବାହ କରିବ ଏବଂ ଶେଷର ବିବାହ ବେଳର ମୁଦିକୁ ନଦୀରେ ହଜେଇଦେବ । ହଁ ଏ ଭଳି ଏକ ଘଟଣା ପ୍ୟାରିସ ଅଲିମ୍ପିକ୍ସରେ ଦେଖିବାକୁ ମିିଳିଛି । ଇଟାଲୀର ଅଲିମ୍ପିକ ଚାମ୍ପିୟନ (ହାଇଜମ୍ପ) ଜିୟାନମାର୍କୋ ଟେମ୍ବୋରୀ ଏ ଭଳି ମାରାତ୍ମକ ଭୁଲ କରଛନ୍ତି । ସେନ ନଦୀରେ ଅଲିମ୍ପିକ…