Latest Odisha News

BREAKING NEWS

Browsing Category

ଖେଳ

ଅଲିମ୍ପିକ୍ସରେ ଓଡିଶା ଆଥଲେଟ, ଦିଲୀପଙ୍କଠାରୁ କିଶୋର ପର୍ଯ୍ୟନ୍ତ

ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନସ୍ତର ସୁଧୁରିବା ଆରମ୍ଭ ହୋଇଛି । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏହି ଧାରା ବଜାୟ ରଖିବ ବୋଲି ଆଶା କରାଯାଉଛି । ଭାରତ ପକ୍ଷରୁ ଓଡିଶାର ଅନେକ ଖେଳାଳି ଅଲିମ୍ପିକ୍ସ ଖେଳିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୮ ବର୍ଷ ମଧ୍ୟରେ ୧୫ଜଣ ଖେଳାଳି ଅଲିମ୍ପିକ୍ସରେ…

ଆତ୍ମହତ୍ଯା କରିବାକୁ ଚାହୁଁଥିଲେ ଶାମି, କାହିଁକି ଏମିତି କହିଲେ ଘନିଷ୍ଠ ବନ୍ଧୁ

ନୂଆଦିଲ୍ଲୀ: କ୍ରିକେଟର ଶାମି ଏବେ ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଆତ୍ମହତ୍ଯା କରିବାକୁ ଚାହୁଁଥିଲେ ଶାମି। ଏଭଳି କହିଛନ୍ତି ଶାମିଙ୍କ ଘନିଷ୍ଠ ବନ୍ଧୁ ଉମେଶ କୁମାର। ଶାମିଙ୍କ ନିକଟତର କୁହାଯାଉଥିବା ଉମେଶ…

ଦିଲ୍ଲୀ ୟୁନିଭରସିଟିର ୯ ଛାତ୍ର ଅଲିମ୍ପିକ୍ସରେ ଭାଗ ନେବେ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଦିଲ୍ଲୀ ୟୁନିଭରସିଟିର ୯ ଛାତ୍ର କମାଲ କରିବାକୁ ଯାଉଛନ୍ତି । ଏମାନଙ୍କ ମଧ୍ୟରେ ୨ଜଣ ପଢ଼ୁଥିବା ବେଳେ ଅନ୍ୟମାନେ ପାଠ ଶେଷ କରି ସାରିଛନ୍ତି । ଡିୟୁର ଭାଇସ ଚ୍ୟାନ୍ସଲର ଯୋଗେଶ ସିଂ କହିଛନ୍ତି ଯେ, ୯ଜଣଙ୍କ ମଧ୍ୟରୁ ୬ଜଣ ଶୁଟିଂରେ, ଜଣେ ଆଥଲେଟିକ୍ସରେ ଓ…

ଅଲିମ୍ପିକ୍ସରେ ଭାରତୀୟ ବଂଶୋଦ୍ଭବ

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ୧୧୭ଜଣିଆ ଦଳ ପଠାଇଛି । ଅନ୍ୟ ସଂସ୍କରଣ ତୁଳନାରେ ଏଥର ଟିମ ଇଣ୍ଡିଆ ଅଧିକ ପଦକ ଜିତିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ତେବେ କେତେକ ଭାରତୀୟ ବଂଶୋଦ୍ଭବ ଭିନ୍ନ ଭିନ୍ନ ଦେଶ ପକ୍ଷରୁ ଖେଳୁଛନ୍ତି । ସେମାନଙ୍କ ପ୍ରଦର୍ଶନ ମଧ୍ୟ ଆମକୁ ପରୋକ୍ଷରେ…

କ୍ରୀଡା ମନ୍ତ୍ରଣାଳୟକୁ ମିଳିଲା ୩୪୪୨.୩୨ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୪-୨୫ରେ ସରକାର କ୍ରୀଡା ବିଭାଗ ପ୍ରତି ହାତ ଖୋଲି ଦେଇଛନ୍ତି । କ୍ରୀଡା ମନ୍ତ୍ରଣାଳୟ ପାଇଁ ଓଭରାଲ ୩୪୪୨.୩୨ କୋଟି ଟଙ୍କାର ମଞ୍ଜୁର କରାଯାଇଛି । ଗତ ବର୍ଷ ତୁଳନାରେ ୪୫.୩୬ କୋଟି ଟଙ୍କା ଅଧିକ ମଞ୍ଜୁର କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରଙ୍କ…

ପୂନର୍ବାର ଭାରତ ପାଇଁ ଶୁଭ ସାବ୍ୟସ୍ତ ହେବ କି ଅଗଷ୍ଟ ୭

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସର କ୍ରୀଡା ଭିଲେଜରେ ଭାରତୀୟ ଆଥଲେଟମାନେ ପଂହଚିବା ଆରମ୍ଭ କରିଛନ୍ତି । ଭାରତ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଟିମ ଇଣ୍ଡିଆ ଅଗଷ୍ଟ ୭ ପୂନର୍ବାର ଶୁଭ ସାବ୍ୟସ୍ତ ହେବାକୁ ଯାଉଛି । ୨୦୨୧ ଅଲିମ୍ପିକ୍ସରେ ଏହି ଦିନରେ ନୀରଜ ଚୋପ୍ରା ଭାରତ ପାଇଁ…

ସଚିନଙ୍କ ସର୍ବାଧିକ ଟେଷ୍ଟ ରନର ରେକର୍ଡ ଭାଙ୍ଗିଦେବେ କି ଜୋ ରୁଟ

ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଭବିଷ୍ୟବାଣୀ କରିଛନ୍ତି ଯେ, ଜୋ ରୁଟ ଅଳ୍ପ ଦିନ ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଟେଷ୍ଟ କ୍ରିକେଟର ସର୍ବାଧିକ ରନର ରେକର୍ଡକୁ ଭଙ୍ଗ କରିବେ । ଏହା ପରେ ଏ ନେଇ ଆଲୋଚନା ଜୋର ଧରିଛି । ରୁଟଙ୍କ ପ୍ରଦର୍ଶନ ଏବେ ବେଶ ପ୍ରଶଂସନୀୟ ରହିଛି ।…

ଖୁସିରେ ଚିତ୍କାର କରି କରି କାନ୍ଦି ପକାଇଥିଲେ ଡ୍ରାଭିଡ

ଚେନ୍ନାଇ: ଦୀର୍ଘ ଦିନ ପରେ ଭାରତ ଟି୨୦ ବିଶ୍ୱକପ ୨୦୨୪ରେ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି । କୋଚ ରାହୁଲ ଡ୍ରାଭିଡଙ୍କ ପାଇଁ ଏହି ବିଜୟ ମହତ୍ୱପୂର୍ଣ୍ଣ ଥିଲା । ରବିଚନ୍ଦ୍ରନ ଅଶ୍ୱୀନ ଏକ ସାକ୍ଷାତକାରରେ କହିଛନ୍ତି କିପରି ଭାରତ ବିଜୟୀ ହେବା ପରେ ଡ୍ରାଭିଡ ଖୁସିରେ ପାଗଳପ୍ରାୟ ହୋଇ…

ଅଲିମ୍ପିକ୍ସରେ ବ୍ରେକ ଡ୍ୟାନସିଂ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଲୋକପ୍ରିୟ ବ୍ରେକ ଡ୍ୟାନ୍‌ସିଂ ଏବେ ଏକ ଅଲିମ୍ପିକ କ୍ରୀଡା । ଏଥରର ପ୍ୟାରିସ ଅଲିମ୍ପିକ୍ସରେ କ୍ରୀଡା ଭାବେ ପଦାର୍ପଣ କରିବ ବ୍ରେକ୍ ଡ୍ୟାନସିଂ ବା ବ୍ରେକିଂ । ଗତ ଶତାବ୍ଦୀର ସତୁରୀ ଦଶକରେ ନ୍ୟୁୟର୍କର ବ୍ରନ୍‌ସ୍କର ସାହିଗଳିରେ ବ୍ରେକ ଡ୍ୟାନସିଂର ସୃଷ୍ଟି ।…

ବହିକୁ ନେଇ ବିବାଦରେ ବ୍ରାଏନ ଲାରା: କ୍ଷମା ମାଗିବାକୁ କହିଲେ ରିଚାର୍ଡ୍ସ, ହୁପର

ନୂଆଦିଲ୍ଲୀ:ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଏବେ ତାଙ୍କ ପୁସ୍ତକକୁ ନେଇ ବିବାଦରେ ଫସି ଯାଇଛନ୍ତି । ଲାରା ତାଙ୍କ ପୁସ୍ତକ ଲାରା: ଦି ଇଂଲଣ୍ଡ କ୍ରୋନିକଲ୍ସରେ ଏ ଭଳି ଏକ ଘଟଣା ଉଲ୍ଲେଖ କରିଛନ୍ତି ଯାହାକୁ ନେଇ ଭିଭିଆନ ରିଚାର୍ଡ୍ସ ଓ କାର୍ଲ ହୁପର ତାଙ୍କୁ କ୍ଷମା ମାଗିବାକୁ…