Latest Odisha News

BREAKING NEWS

Browsing Category

ଖେଳ

ଓଡିଶା ବଦଳରେ ମଧ୍ୟପ୍ରଦେଶ ପକ୍ଷରୁ ଖେଳିବେ ଶୁଭ୍ରାଂଶୁ

କଟକ: ଓଡିଶାର ଉଦୀୟମାନ କ୍ରିକେଟର ଶୁଭ୍ରାଂଶୁ ସେନାପତି ନିଜ ରାଜ୍ୟ ପକ୍ଷରୁ ଆଉ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଆଗାମୀ ଘରୋଇ ସିଜନରେ ସେ ମଧ୍ୟପ୍ରଦେଶ ପକ୍ଷରୁ ଖେଳିବେ ବୋଲି କହିଛନ୍ତି । ଓଡିଶା କ୍ରିକେଟ ଆସୋସିଏଶନ ନିକଟରୁ ସେ ଏ ନେଇ ବିଧିବଦ୍ଧ ଭାବେ ଏନଓସି ମଧ୍ୟ ଆଣିଛନ୍ତି ।…

ଅଲିମ୍ପିକ୍ସରେ ଏ ଭଳି ଘଟଣା ଥରେ ହୋଇଛି, ଗୋଟିଏ ଇଭେଂଟରେ ୨ଜଣଙ୍କୁ ସ୍ୱର୍ଣ୍ଣ

ପ୍ୟାରିସ: ଅଲିମ୍ପିକ୍ସ ୨୦୨୪ ସଂସ୍କରଣ ଏଥର ପ୍ୟାରିସରେ ଆୟୋଜିତ ହେବ । ଏଥର ୨୦୪ ଦେଶର ୧୦୦୦୦ରୁ ଅଧିକ ଆଥଲେଟ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରୁଛନ୍ତି । ୨୬ ଜୁଲାଇରୁ ଏହି କ୍ରୀଡା ମହାକୁମ୍ଭ ଆରମ୍ଭ ହେବ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଗୋଟିଏ ଇଭେଂଟରେ ୨ଜଣ ଆଥଲେଟଙ୍କୁ ସ୍ୱର୍ଣ୍ଣ ପଦକ…

ଆଇସିସି ବୈଠକରେ ଏହି ସବୁ ପ୍ରସଙ୍ଗରେ ଉପରେ ହେଲା ଆଲୋଚନା

କଲମ୍ବୋ: ଶ୍ରୀଲଙ୍କାରେ ୧୯ରୁ ୨୨ ଜୁଲାଇ ପର୍ଯ୍ୟନ୍ତ ଆଇସିସି ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇସିସିର ସମସ୍ତ ବଡ ଅଧିକାରୀ ଓ ୧୦୮ ସଦସ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଆସନ୍ତୁ ନଜର ପକାଇବା ଏହି…

ଅବସର ଘୋଷଣା କଲେ ଭାରତୀୟ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ ସୋମବାର ଅବସର କେବେ ନେବେ ଘୋଷଣା କରିଛନ୍ତି । ଶ୍ରୀଜେଶ କହିଛନ୍ତି ପ୍ୟାରିସ ଅଲିମ୍ପିକ୍ସ ମୋର ଶେଷ ଆନ୍ତର୍ଜାତୀୟ ଗସ୍ତ ହେବ । ୩୬ ବର୍ଷୀୟ ଶ୍ରୀଜେଶ ୪ର୍ଥ ଥର ପାଇଁ ଅଲିମ୍ପିକ୍ସ ଖେଳୁଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ରିଓ…

ଥାଇଲାଣ୍ଡ ଗଲେ ଭଲିବଲ୍ ରାଣୀ

ଭୁବନେଶ୍ବର: ଢେଙ୍କାନାଳରେ ଭଲିବଲ ଯୁଗ ଆରମ୍ଭ କରିଥିବା ଦିୟା ମଜୁମଦାର ଥାଇଲାଣ୍ଡ ଗସ୍ତ କରିଛନ୍ତି । ଏଫଆଇଭିବି କୋଚ୍ କୋର୍ସ ଲେଭଲ୍-ଟୁ ପାଇଁ ଦିୟାଙ୍କ ପାଖକୁ ଚିଠି ଆସିବା ପରେ ସେ ବ୍ୟାଙ୍କକ ଯାଇଛନ୍ତି । ଦିୟାଙ୍କ ସମେତ ରାଜ୍ୟରୁ ୩ଜଣ ଏହି କୋର୍ସ ପାଇଁ ବ୍ୟାଙ୍କକ ଯାଇଛନ୍ତି । ଦିୟାଙ୍କ…

ଭାରତ ପାଇଁ ଅଲିମ୍ପିକ୍ସ ପଦକ ଜିତିଥିବା ବାପ, ପୁଅ ଯୋଡି

ଅଲିମ୍ପିକ୍ସରେ ପଦକ ଜିତିବା ସମସ୍ତ ଆଥଲେଟଙ୍କ ସ୍ୱପ୍ନ ରହିଥାଏ । ଆଉ ଗୋଟିଏ ପରିବାରରେ ଯଦି ବାପାଙ୍କ ପରେ ପୁଅ ଏହି ସଫଳତା ଆଣିଥାଏ ତାହାହେଲେ ଖୁସି ଦ୍ୱିଗୁଣିତ ହୋଇଯାଏ । ଭାରତ ଅଲିମ୍ପିକ୍ସ ଇତିହାସରେ ୧୯୦୦ ଓ ୨୦୨୧ ମଧ୍ୟରୁ ୩୫ ପଦକ ଜିତିଛି । ଏହା ମଧ୍ୟରେ ୧୦ ସ୍ୱର୍ଣ୍ଣ ପଦକ ରହିଛି ।…

ହକି ଇଣ୍ଡିଆ ଜୁନିୟର ଇଷ୍ଟ ଜୋନ ଚାମ୍ପିୟନଶିପ: ଓଡିଶା ପୁରୁଷ ଟିମ ଚାମ୍ପିୟନ, ମହିଳା ତୃତୀୟ

ଭୁବନେଶ୍ୱର: ହକି ଇଣ୍ଡିଆ ଇଷ୍ଟ ଜୋନ ଜୁନିୟର ହକି ଚାମ୍ପିୟନଶିପରେ ଓଡିଶାର ପୁରୁଷ ଟିମ ପ୍ରଭାବୀ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ଓଡିଶା ୨-୦ ଗୋଲରେ ଝାଡଖଣ୍ଡକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ଓଡିଶା ପକ୍ଷରୁ ଆର୍ଯ୍ୟନ ଏକ୍ସ ୨୫ତମ ଓ ଦେଓନାଥ ନାନୱାଲ ୨୭ତମ…

ଏସ୍ଆର୍ ଚେସ ସେଣ୍ଟରରେ ଅନ୍ତର୍ଜାତୀୟ ଚେସ ଦିବସ ପାଳିତ

ଭୁବନେଶ୍ୱର: ସହିଦ୍ ନଗର ସ୍ଥିତ ଏସଆର୍ ଚେସ ପ୍ରଶିକ୍ଷଣ କେନ୍ଦ୍ର ଠାରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଚେସ ଦିବସ । ଏହି ଅବସରରେ ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଏକ ଲିଖିତ କୁଇଜ୍ ଟେଷ୍ଟ କରାଯାଇ ଶ୍ରେଷ୍ଠ ବିବେଚିତ ଖେଳାଳିଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଚେସବୋର୍ଡର ଏକ…

ଭାରତ ସହ ଟି୨୦ ଦ୍ୱିପାକ୍ଷିକ ସିରିଜ ଖେଳିବା ନେଇ ପାକିସ୍ତାନର ଉଦ୍ୟମ

ନୂଆଦିଲ୍ଲୀ: ପାକିସ୍ତାନରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ କ୍ରିକେଟ ଟିମ ସୁରକ୍ଷା ଦୃଷ୍ଟି କୋଣର ଯିବା ନେଇ ଆଗ୍ରହ ପ୍ରକାଶ କରୁ ନାହିଁ । ଏପରିକି ଏସିଆ କପ ପରି ଚାମ୍ପିୟନ୍ସ ଟ୍ରଫି ନିରପେକ୍ଷ ସ୍ଥାନରେ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଅପରପକ୍ଷରେ ୨୦୧୨…

ପ୍ୟାରିସ ଅଲିମ୍ପିକ୍ସ: ଆଇଓଏକୁ ଆର୍ଥୀକ ସହାୟତା ଯୋଗାଇଲା ବିସିସିଆଇ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ସପ୍ତାହରୁ କମ ଦିନ ବାକି ରହିଛି । ଭାରତ ଏଥର ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ୧୧୭ ଜଣ ଆଥଲେଟଙ୍କୁ ଅଲିମ୍ପିକ୍ସ ପାଇଁ ପଠାଇଛି । ଇତି ମଧ୍ୟରେ ଆଥଲେଟଙ୍କ ମନୋବଳ ବଢ଼ାଇବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୮.୫ କୋଟି ଟଙ୍କାର ଆର୍ଥୀକ…