Latest Odisha News

BREAKING NEWS

Browsing Category

ଖେଳ

ପ୍ୟାରିସ ଅଲିମ୍ପିକ୍ସ: ଉଦଯାପନୀ ଉତ୍ସବରେ ମନୁଙ୍କ ସହ ଭାରତର ଧ୍ୱଜବାହକ ହେବେ ଶ୍ରୀଜେଶ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ଉଦଯାପନୀ ଉତ୍ସବରେ ଶୁଟର ମନୁ ଭାକରଙ୍କ ସହ ମହାନ ହକି ଖେଳାଳି ପିଆର ଶ୍ରୀଜେଶ ଭାରତର ଧ୍ୱଜବାହକ ହେବେ । ଭାରତୀୟ ଅଲିମ୍ପିକ ସଂଘ ପକ୍ଷରୁ ଏହି ଘୋଷଣା କରାଯାଇଛି । ପୂର୍ବରୁ ମନୁଙ୍କ ନାମ ଘୋଷଣା ହୋଇ ସାରିଥିଲା । ଏବେ ଶ୍ରୀଜେଶଙ୍କ ନାମ ଏଥିରେ ସାମିଲ…

ଜାଭେଲିନରେ ନୀରଜ-ନଦୀମ ଶୋ’

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଜାଭେଲିନ ଥ୍ରୋ’ରେ ଭାରତର ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କୁ ଏଥର ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । ଲଗାତର ଦ୍ୱିତୀୟ ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିବେ ବୋଲି ଆଶା କରିଥିଲେ ଭାରତୀୟ କ୍ରୀଡାପ୍ରେମୀ । କିନ୍ତୁ ଫାଇନାଲରେ ବାଜି ମାରିନେଲେ ନୀରଜଙ୍କ ପାକିସ୍ତାନୀ…

କାଳ ହେଲା ଅଧିକ ସୁନ୍ଦରତା, ଅଲମ୍ପିକ୍ସରୁ ବିଦା !

ପ୍ୟାରିସ: ବର୍ତ୍ତମାନ ପ୍ୟାରିସରେ ଚାଲିଛି କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ। ୩୩ ତମ ଅଲିମ୍ପିକ୍ସ ଖେଳ ଜୁଲାଇ ୨୬ରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆରମ୍ଭ ହୋଇଥିଲା। ଯାହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଥର ଅଲିମ୍ପିକ୍ସରେ ବହୁ ବାଦବିବାଦ ମଧ୍ୟ ଦେଖାଦେଇଥିଲା। ଅଧିକ ଓଜନ ଯୋଗୁ…

ରୌପ୍ୟ ପଦକ ପାଇବେ କି ଭିନେଶ

ନୂଆଦିଲ୍ଲୀ: ରେସଲର ଭିନେଶ ଫୋଗଟଙ୍କୁ ରୌପ୍ୟ ପଦକ ମିଳିବ କି ? ଏବେ ଏହି ପ୍ରଶ୍ନ ସମସ୍ତ ଭାରତୀୟ କ୍ରୀଡାପ୍ରେମୀଙ୍କ ମନରେ ଘୁରି ବୁଲୁଛି । ପ୍ୟାରିସ ଅଲିମ୍ପିକ୍ସ ଫାଇନାଲ ପୂର୍ବରୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ସେ ଅଯୋଗ୍ୟ ଘୋଷିତ ହୋଇଥିଲେ । ଭିନେଶ ଏ ନେଇ କୋର୍ଟ ଅଫ ଆର୍ବିଟ୍ରେଶନ…

ପ୍ୟାରିସ ଅଲିମ୍ପିକ୍ସରେ ରୋପ୍ୟ ଜିତିଲେ ସୁନା ପୁଅ ନୀରଜ

ପ୍ୟାରିସ୍: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ। ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ଜିତିଲେ ନୀରଜ ଚୋପ୍ରା । ୮୯.୪୫ ମିଟର ଜାଭେଲିନ୍ ଫିଙ୍ଗି ରୌପ୍ୟ ଜିତିଲେ ନୀରଜ । ଅନ୍ୟପଟେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ପାକିସ୍ତାନର ଏ. ନଦିମ ସ୍ବର୍ଣ୍ଣ ଜିତିଛନ୍ତି । ନାଦିମ ୯୨.୯୭ ମିଟର…

ଭାରତୀୟ ହକିର ମହାନ ଗୋଲକିପର ଶ୍ରୀଜେଶ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ ବ୍ରୋଞ୍ଜ ପଦକ ଜିତିବା ପରେ ସାରା ଦେଶ ଝୁମି ଉଠିଛି । ଗୋଲକିପର ପିଆର ଶ୍ରୀଜେଶଙ୍କୁ ଏହି ବିଜୟର ମୂଖ୍ୟ ସୂତ୍ରଧର ଭାବେ ବିବେଚନା କରାଯାଉଛି । ଆଗକୁ ଆମେ ଆଉ ଶ୍ରୀଜେଶଙ୍କୁ ଆନ୍ତର୍ଜାତୀୟ ମୁକାବିଲାରେ ଦେଖିପାରିନି । ସଫଳତାର ସହ ସେ…

ଫେରିଛି ହକି ଯୁଗ

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା । ଅଳ୍ପକେ ସେମିଫାଇନାଲରୁ ହାରିଯିବା ଅବଶ୍ୟ ଟିମ ଇଣ୍ଡିଆକୁ ସ୍ୱର୍ଣ୍ଣ ପଦକ ହାସଲରେ ବାଧକ ସୃଷ୍ଟି କରିଥିଲା । ମନପ୍ରୀତ ସିଂଙ୍କ ନେତୃତ୍ୱରେ ଭାରତ ସ୍ପେନକୁ ହରାଇ ବ୍ରୋଞ୍ଜ ପଦକ ଜିତିଛି । ୫୨ ବର୍ଷ ପରେ ଟିମ…

ହକିରେ ଭାରତକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ବ୍ରୋଞ୍ଜ

ପ୍ୟାରିସ: ଭାରତୀୟ ହକି ଦଳ ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏଥିସହ କ୍ରମାଗତ ୨ଟି ଅଲିମ୍ପିକ୍ସରେ ଟିମ ଇଣ୍ଡିଆ ପଦକ ଜିତିଛି । ବ୍ରୋଞ୍ଜ ପଦକ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଭାରତ ୨-୧ ଗୋଲରେ ସ୍ପେନକୁ ପରାସ୍ତ କରିଛି । ୨ଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂ…

ରେସଲର ଅମନ ସହରାୱତ ପଦକଠାରୁ ଗୋଟିଏ ପାଦ ଦୂରରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ଭାରତର ରେସଲର ଅମନ ସହରାୱତ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ସେ ୫୭ କିଗ୍ରା ଫ୍ରିଷ୍ଟାଇଲ ବିଭାଗର ସେମିଫାଇନାଲରେ ପ୍ରବେଶ କରି ପଦକ ହାସଲଠାରୁ ଗୋଟିଏ ପାଦ ଦୂରରେ ରହିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଆଲବେନିଆର ଜେଲିମଖାନ ଅବକାରୋବେଙ୍କୁ…

 ଟିମ୍ ଇଣ୍ଡିଆକୁ ‘ସ୍ପିନ ଆଟାକ୍‌’

ନୂଆଦିଲ୍ଲୀ: ନୂଆ ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳରେ ପ୍ରଥମ ସିରିଜ୍ ହାରିଛି ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ଗସ୍ତରେ ଟି-୨୦ ସିରିଜ କ୍ଲିନ ସ୍ୱିପ୍ କରିଥିଲେ ମଧ୍ୟ ଏକଦିବସୀୟ ସିରିଜ ହାରିଛି ଭାରତୀୟ ଦଳ । ଦୀର୍ଘ ୨୭ ବର୍ଷ ପରେ ଶ୍ରୀଲଙ୍କାଠାରୁ ପ୍ରଥମ ଦିନିକିଆ ସିରିଜ୍ ହାରିଛି ଭାରତ…