Latest Odisha News

BREAKING NEWS

Browsing Category

ଖେଳ

ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ କରିବା ନେଇ ଆଗ୍ରହ ପ୍ରକାଶ କଲା କ୍ରିକେଟ ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଆୟୋଜନ କରିବା ନେଇ କ୍ରିକେଟ ଅଷ୍ଟ୍ରେଲିଆ ଆଗ୍ରହ ପ୍ରକାଶ କରିଛି । ବିସିସିଆଇ ଓ ପିସିବି ଏଥିରେ ରାଜି ହେଲେ ଆମର କୌଣସି ଅସୁବିଧା ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ କହିଛି । ୨୦୨୨ ଟି୨୦ ବିଶ୍ୱକପ ପରେ ମଧ୍ୟ ସିଏ ଏହି…

ଅଧିନାୟକ ହେବା ପରେ ନିଜକୁ ଭଗବାନ ଭାବୁ ନାହାନ୍ତି ତ ହାର୍ଦ୍ଦିକ

ମୁମ୍ବାଇ: ଚଳିତ ଆଇପିଏଲରେ ରୋହିତ ଶର୍ମାଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି । ଅବଶ୍ୟ ଏହା ସମୀକ୍ଷକ, ପ୍ରଶଂସକ କିମ୍ବା ସାଥୀ ଖେଳାଳି କାହାକୁ ହଜମ ହୋଇନି । ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ ନୈରାଶ୍ୟଜନକ ଢ଼ଙ୍ଗରେ ତାର ଅଭିଯାନ ଆରମ୍ଭ…

ୟଶ ଦୟାଲଙ୍କୁ ମୂରଲୀ କାର୍ତିକ ଅଳିଆ କହିଥିଲେ..

ବେଙ୍ଗାଲୁର: ଆଇପିଏଲର ୧୭ତମ ସଂସ୍କରଣ ହେବା ତାର ଲୟକୁ ଫେରିବାରେ ଲାଗିଛି । ମ୍ୟାଚର ରୋମାଂଚ ପ୍ରଶଂସକଙ୍କୁ ଘାରିବାକୁ ଆରମ୍ଭ କରିଛି । ତେବେ ଏହି ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୫ କୋଟି ଟଙ୍କାରେ ୟଶ ଦୟାଲଙ୍କୁ ଦଳରେ ନେଇଥିଲା । ଅନେକ ଏ ନେଇ ଆଶ୍ଚର୍ଯ୍ୟ…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ଖେଳାଯିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଚଳିତ ଆଇପିଏଲ ଅବସରରେ ବିସିସିଆଇ ଏହି ଘୋଷଣା କରିଛି । ନଭେମ୍ବରରୁ ଏହି ସିରିଜ ଖେଳାଯିବ ବୋଲି ଘୋଷଣା କରାଯିବା ପରେ ମଙ୍ଗଳବାର କାର୍ଯ୍ୟସୂଚୀ…

କ୍ରିକେଟଠାରୁ ୨ ମାସ ଦୂରେଇ ରହି କଣ କରୁଥିଲେ କହିଲେ କୋହଲି

ବେଙ୍ଗାଲୁର: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ୨ ମାସ କ୍ରିକେଟଠାରୁ ଦୂରେଇ ରହିବା ସମୟରେ କଣ କରୁଥିଲେ ତାର ଖୁଲାସା କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଅବସରରେ କୋହଲି ଦ୍ୱିତୀୟ ଥର ବାପା ହୋଇଥିଲେ । ତେବେ ଏହା ପୂର୍ବରୁ ସେ ପତ୍ନୀ ଅନୁଷ୍କା…

ଟି୨୦ରେ ଭାରତ ପକ୍ଷରୁ ସର୍ବାଧିକ କ୍ୟାଚରେ କୋହଲିଙ୍କ ରେକର୍ଡ

ବାଙ୍ଗାଲୋର: ବିରାଟ କୋହଲି ଚଳିତ ଆଇପିଏଲରେ ସୋମବାର ପଞ୍ଜାବ କିଙ୍ଗସ ବିପକ୍ଷରେ ୨ଟି କ୍ୟାଚ ନେଇଛନ୍ତି । ଏଥିସହ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଏହି ମହାନ ଖେଳାଳି ଟି୨୦ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ କ୍ୟାଚ ନେବାରେ ରେକର୍ଡ କରିଛନ୍ତି । କୋହଲି ଓଭରାଲ ୧୭୪ କ୍ୟାଚ ନେଇ ଶୀର୍ଷରେ…

ରୋହିତଙ୍କ ପତ୍ନୀଙ୍କୁ କୁଣ୍ଢେଇ ପକାଇଲେ ହାର୍ଦ୍ଦିକ, ଝିଅ ମାରିଲା ପିଚକାରୀ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି । ରୋହିତ ଶର୍ମାଙ୍କୁ ଏହି ପଦରୁ ହଟେଇବା ନେଇ ପ୍ରଶଂସକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ରୋହିତଙ୍କ ପତ୍ନୀ ରିତିକା ମଧ୍ୟ ମୁମ୍ବାଇର ଏହି ନିଷ୍ପତି…

ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ୪ରୁ ୫ମ୍ୟାଚକୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟେଷ୍ଟ ସିରଜରେ ବଡ ଧରଣର ପରିବର୍ତନ କରାଯାଇଛି । ୪ ମ୍ୟାଚ ବିଶିଷ୍ଟ ସିରିଜକୁ ୫ କରିବା ପାଇଁ ଘୋଷଣା କରାଯାଇଛି । ୧୯୯୧-୯୨ ପରେ ପ୍ରଥମ ଥର ଦୁଇ ଟିମ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । କ୍ରିକେଟ…

ଆଇପିଏଲ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ ହୋଇଛି । ଲୋକସଭା ନିର୍ବାଚନର ତାରିଖ ଘୋଷଣା ପରେ ଆୟୋଜକ କମିଟି ଏହି କାର୍ଯ୍ୟସୂଚୀ ଜାରୀ କରିଛି । ଏପ୍ରିଲ ୮ରୁ ଏହି ପର୍ଯ୍ୟାୟ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ ଚେପକ ଗ୍ରାଉଣ୍ଡରେ…

ଟସ ବେଳେ ରୋହିତ…ରୋହିତରେ କମ୍ପିଲା ଷ୍ଟାଡିୟମ

ଅହମ୍ମଦାବାଦ: ଆଇପିଏଲର ରବିବାର ଦ୍ୱିତୀୟ ମୁକାବିଲାରେ ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୯ ରନର ବିଜୟ ଲକ୍ଷ୍ୟ ରଖିଛି । ଦୀର୍ଘ ଦିନ ପରେ ରୋହିତ ଶର୍ମାଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ହାର୍ଦ୍ଦିକ ପାଣ୍ଡ୍ୟା ନେଉଛନ୍ତି । ଟସ ବେଳେ…