Latest Odisha News

BREAKING NEWS

Browsing Category

ଖେଳ

ପ୍ୟାରିସ ଅଲିମ୍ପିକ୍ସ: ସାମ୍ନାକୁ ଆସିଲା ପ୍ରଥମ ଡୋପିଂ ମାମଲା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇଯାଇଛି । ତେବେ ଆରମ୍ଭରୁ ସାମ୍ନାକୁ ଆସିଛି ପ୍ରଥମ ଡୋପିଂ ମାମଲା । ରିପୋର୍ଟ ମୁତାବକ ଇରାକର ଜୁଡାକୋ ସଜାଦ ସେହେନଙ୍କ ଡୋପ ସାମ୍ପୁଲରୁ ପ୍ରତିବନ୍ଧ ଡ୍ରଗ୍ସର ନମୂନା ମିଳିଛି । ଫଳରେ ଇରାକକୁ ଶକ୍ତ ଧକ୍କା ଲାଗିଛି । ୨୮ ବର୍ଷୀୟ ସଜାଦ…

ପ୍ୟାରିସ୍ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ୱ ନେଲେ ପିଭି ସିନ୍ଧୁ ଓ ଶରତ କମଲ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଗେମ୍ସ ୨୦୨୪ ଆରମ୍ଭ ହୋଇଯାଇଛି। ସିନ୍ ନଦୀରେ ଉଦଘାଟନୀ ଉତ୍ସବ ଚାଲିଛି। ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ପାଇଁ କୌଣସି ନଦୀରେ ଉଦଘାଟନୀ ସମାରୋହର ଆୟୋଜନ କରାଯାଉଛି। ଶୁକ୍ରବାର ପ୍ୟାରିସରେ ଆୟୋଜିତ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ସୁରକ୍ଷା…

ପ୍ୟାରିସ ଅଲିମ୍ପିକ୍ସ: ଅଂଶଗ୍ରହଣ କରୁଥିବା ଭାରତୀୟ ଆଥଲେଟଙ୍କ ସମ୍ପର୍କରେ ଏ ଟୁ ଜେଡ

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଏଥର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । ୨୬ ଜୁଲାଇରୁ ଆରମ୍ଭ ହୋଇଥିବା ଏହି କ୍ରୀଡା ମହାକୂମ୍ଭରେ ଏଥର ଭାରତର ଦ୍ୱିତୀୟ ସର୍ବାଧିକ ଟିମ ଦକ୍ଷତା ପ୍ରଦର୍ଶନ କରିବେ । ଟୋକିଓ ଗେମ୍ସରେ ସର୍ବାଧିକ ୧୨୧ ଜଣ ଆଥଲେଟ ଅଂଶଗ୍ରହଣ କରିଥିଲେ । ୭୨: ପ୍ୟାରିସ ଗେମ୍ସରେ…

ଅବ୍ୟବସ୍ଥା ନେଇ ଭାରତୀୟ ଆଥଲେଟ ଅସନ୍ତୁଷ୍ଟ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନିଜ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଭାରତୀୟ ଆଥଲେଟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତୀୟ ଆଥଲେଟଙ୍କୁ ୩୦ଟି ଆପାର୍ଟମେଂଟ ପ୍ରଦାନ କରାଯାଇଛି । ସାମ୍ନାରେ ସ୍ପେନ ଓ ଡାହଣ ପଟେ ଇଟାଲୀ ଆଥଲେଟଙ୍କ ରହିବା ବ୍ୟବସ୍ଥା କରାଯାଇଛି । ଭାରତୀୟ ଆଥଲେଟମାନେ…

ୱେଲକମ ବ୍ୟାଗରେ ଆଥଲେଟଙ୍କୁ କଣ୍ଡୋମ, ଫୋନ ସମେତ ଏହି ସବୁ ସାମଗ୍ରୀ ଦିଆଯାଉଛି

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇଯାଇଛି । ଏଥର ୧୦ ହଜାରରୁ ଊର୍ଦ୍ଧ୍ୱ ଆଥଲେଟ ଏଥିରେ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କ୍ରୀଡା ଭିଲେଜରେ ପଂହଚିବା ପରେ ଆଥଲେଟମାନଙ୍କୁ ୱେଲକମ ବ୍ୟାଗ ପ୍ରଦାନ କରାଯାଉଛି । ଏବେ ଏହା ମଧ୍ୟରେ…

ସଞ୍ଜୁ ସାମସନ, ରିଷଭ ପନ୍ତଙ୍କୁ ନେଇ ଦ୍ୱନ୍ଦ୍ୱରେ ଟିମ ଇଣ୍ଡିଆ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଶନିବାରଠାରୁ ଆରମ୍ଭ ହେବ । ପାଲ୍ଲିକେଲରେ ପ୍ରଥମ ଟି୨୦ ଖେଳାଯିବା ପୂର୍ବରୁ ଭାରତୀୟ ଟିମ ମ୍ୟାନେଜମେଂଟ ସଞ୍ଜୁ ସାମସନ ଓ ରିଷଭ ପନ୍ତଙ୍କ ମଧ୍ୟରୁ କାହାକୁ ଖେଳାଇବ ସେ ନେଇ ଦ୍ୱନ୍ଦ୍ୱରେ ରହିଛି । ଉଭୟ ୱିକେଟକିପର ବ୍ୟାଟ୍ସମ୍ୟାନ ଭଲ ଫର୍ମରେ ରହିବା…

୯ମ ଥର ପାଇଁ ଏସିଆ କପ ମହିଳା କ୍ରିକେଟ ଫାଇନାଲରେ ଭାରତ

ଡାମ୍ବୁଲା: ଏଠାରେ ଅନୁଷ୍ଠିତ ଏସିଆ କପ ମହିଳା କ୍ରିକେଟରେ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରି ଭାରତ ୯ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଏ ପର୍ଯ୍ୟନ୍ତ ଏସିଆ କପରେ ଭାରତ ଓଭରାଲ ୭ ଥର ଟାଇଟଲ ହାସଲ କରିବାରେ ସଫଳ ହୋଇଛି । ୨ ଥର ରନର୍ସଅପ ହୋଇଛି । ସେମିଫାଇନାଲ ମୁକାବିଲାରେ…

ଭାରତର ମହିଳା, ପୁରୁଷ ତୀରନ୍ଦାଜ ଟିମ କ୍ୱାର୍ଟରରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ତୀରନ୍ଦାଜ କ୍ୱାଲିଫାୟର ରାଉଣ୍ଡରେ ଭାରତର ଉଭୟ ମହିଳା ଏବଂ ପୁରୁଷ ଟିମ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଉଦୀୟମାନ ଖେଳାଳି ଅଙ୍କିତା ଭକତଙ୍କ ଚମତ୍କାର ପ୍ରଦର୍ଶନ ସହାୟତାରେ…

ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ ପଦକ ଲକ୍ଷ୍ୟରେ ପିଭି ସିନ୍ଧୁ

ପ୍ୟାରିସ: ଭାରତୀୟ ବ୍ୟାଡମିଂଟନ ଷ୍ଟାର ପିଭି ସିନ୍ଧୁ ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ପଦକ ହାସଲ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବେ । ଯଦି ଏହା ସମ୍ଭବ ହୁଏ ତେବେ ପ୍ରଥମ ଭାରତୀୟ ଭାବେ ସେ ହ୍ୟାଟ୍ରିକ ଅଲିମ୍ପିକ ପସକ ହାସଲ କରିବାରେ ସୌଭାଗ୍ୟ ଅର୍ଜନ କରିବେ । ସିନ୍ଧୁ ରିଓ ଓ ଟୋକିଓ…

କାନାଡା ମହିଳା ଫୁଟବଲ ଟିମର ସହକାରୀ କୋଚ, ଆନାଲିଷ୍ଟକୁ ବିଦା କଲା ଆଇଓସି

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଇଥିବା କାନାଡା ମହିଳା ଫୁଟବଲ ଟିମକୁ ଶକ୍ତ ଧକ୍କା ଲାଗିଛି । ଟିମର ସହକାରୀ କୋଚ ଜୋସେଫ ଲୋମ୍ବାର୍ଡି ଓ ଆନାଲିଷ୍ଟ ଜସ୍ମିନ ମନ୍ଦରକୁ ଙ୍କୁ ଆଇଓସି ଘରକୁ ପଠାଇ ଦେଇଛି । ମୂଖ୍ୟ କୋଚ ୱେବ ପ୍ରିଷ୍ଟମ୍ୟାନ ମଧ୍ୟ କାନାଡାର ପ୍ରଥମ…