Latest Odisha News

BREAKING NEWS

Browsing Category

ଖେଳ

ଦ୍ରାବିଡ୍‌ଙ୍କୁ ଟପି ପାରିବେ ଗମ୍ଭୀର ?

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ହ୍ୱାଇଟ ବଲ୍ ସିରିଜରୁ ଟିମ୍ ଇଣ୍ଡିଆ ହେଡ୍ କୋଚ୍ ଭାବେ ଆରମ୍ଭ ହେବ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ । ୨୦୦୦ ମସିହା ପରଠାରୁ ଗମ୍ଭୀର ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଅଷ୍ଟମ ହେଡ୍ କୋଚ୍ । ଗତ୨୪ ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ ଦଳକୁ ଚାରି ବିଦେଶୀ ଓ ତିନି…

ତୀରନ୍ଦାଜ: ଭାରତ କ୍ୱାର୍ଟର ଫାଇନାଲରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ମହିଳା ତୀରନ୍ଦାଜ ର‌୍ୟାଙ୍କିଙ୍ଗ ରାଉଣ୍ଡରେ ଭାରତ ୪ର୍ଥ ସ୍ଥାନ ହାସଲ କରିଛି । ୧୯୮୩ ପଂଏଟ ହାସଲ କରି ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କରିଛି । ଏହି ରାଉଣ୍ଡରେ ଦକ୍ଷିଣ କୋରିଆ ଅଲିମ୍ପିକ୍ସ ରେକର୍ଡ ଭଙ୍ଗ କରିଛି…

ଅଲିମ୍ପିକ୍ସ ଅପବାଦ

ନୂଆଦିଲ୍ଲୀ: ଗ୍ରୀଷ୍ମକାଳୀନ ଅଲିମ୍ପିକ କ୍ରୀଡାର ଇତିହାସ ବିବାଦ ଓ ଅପବାଦରୁ ମୁକ୍ତ ନୁହେଁ । ରାଜନୈତିକ ହସ୍ତକ୍ଷପ, ବର୍ଣ୍ଣବୈଷମ୍ୟ, ବୟକଟ୍‌, ଆତଙ୍କବାଦୀ ଆକ୍ରମଣ ଓ ଡ୍ରଗ୍ସ ସ୍କାଣ୍ଡାଲ ଯୋଗୁଁ ମଳିନ ହୋଇଛି ଅଲିମ୍ପିକ୍ସ । ୧୯୩୬ ମସିହାରେ ବର୍ଲିନ ଅଲିମ୍ପିକ୍ସ କ୍ରୀଡାକୁ ନାଜି…

ନୀତା ଅମ୍ବାନୀ  ଆଇଓସିର ସଦସ୍ୟା ଭାବରେ ନିର୍ବାଚିତ

ପ୍ୟାରିସ୍‌: ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି । ସେ ସର୍ବସମ୍ମତି କ୍ରମେ ଆଇଓସିର ସଦସ୍ୟା ଭାବରେ ନିର୍ବାଚିତ ହୋଇଛନ୍ତି । ସମୁଦାୟ ୯୩ ଭୋଟର ସେମାନଙ୍କର ଭୋଟ୍ ଦେଇଛନ୍ତି ଏବଂ ସମସ୍ତ ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ରହିଛି,…

ଆଇପିଏଲରେ ମେଗା ନିଲାମ ୫ ବର୍ଷରେ ଥରେ ହେବ: ରିପୋର୍ଟ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ ପୂର୍ବରୁ ମେଗା ନିଲାମ ଆୟୋଜିତ ହେବ । ଏଥର ଫ୍ରାଂଚାଇଜରମାନେ କେତେକ ଖେଳାଳିଙ୍କୁ ରିଟେନ କରିବା ବେଳେ ଅନ୍ୟମାନଙ୍କୁ ରିଲିଜ କରିବେ । ରିପୋର୍ଟ ମୁତାବକ ଆଇପିଏଲ ଫ୍ରାଂଚାଇଜରମାନେ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ । ଏଥିରେ ସେମାନେ ୩ଟି…

ଅଲିମ୍ପିକ୍ସ: ଯାହା ଆଜି ପର୍ଯ୍ୟନ୍ତ ହୋଇନି, ତାହା ଏଥର ହେବ କି

ନୂଆଦିଲ୍ଲୀ: ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ବିଶ୍ୱର କ୍ରୀଡା ମହାକୁମ୍ଭ । ପ୍ୟାରିସରେ ଅଲିମ୍ପିକ୍ସର ବିଗୁଲ ବାଜିବା ମାତ୍ରେ ୧୦ ହଜାରରୁ ଊର୍ଦ୍ଧ୍ୱ ଆଥଲେଟ ପଦକ ହାସଲ ପାଇଁ ଦକ୍ଷତା ପ୍ରଦର୍ଶନ କରିବେ । ଭାରତ ପକ୍ଷରୁ ଏଥର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । ଗତ ସଂସ୍କରଣରେ ଭାରତୀୟ…

୩୬ ବର୍ଷ ହେବ ତୀରନ୍ଦାଜୀରେ ପଦକ ହାସଲ ଲକ୍ଷ୍ୟରେ ଭାରତ

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏଥର ତୀରନ୍ଦାଜୀରେ ପଦକ ହାସଲ ଲକ୍ଷ୍ୟରେ ରହିବ । ୩୬ ବର୍ଷ ହେବ ଭାରତ ଏଥିପାଇଁ ସଂଘର୍ଷ କରି ଆସୁଥିଲେ ମଧ୍ୟ ସଫଳ ହୋଇପାରି ନାହିଁ । ୧୯୮୮ରେ ତୀରନ୍ଦାଜୀକୁ ପ୍ରଥମ ଥର ପାଇଁ ସାମିଲ କରାଯାଇଥିଲା । ସେବେଠାରୁ ଭାରତ ସିଡନୀ ଗେମ୍ସକୁ ଛାଡିଦେଲେ ଅନ୍ୟ ସମସ୍ତ…

ଅଲିମ୍ପିକ୍ସରେ ଓଡିଶା ଆଥଲେଟ, ଦିଲୀପଙ୍କଠାରୁ କିଶୋର ପର୍ଯ୍ୟନ୍ତ

ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନସ୍ତର ସୁଧୁରିବା ଆରମ୍ଭ ହୋଇଛି । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏହି ଧାରା ବଜାୟ ରଖିବ ବୋଲି ଆଶା କରାଯାଉଛି । ଭାରତ ପକ୍ଷରୁ ଓଡିଶାର ଅନେକ ଖେଳାଳି ଅଲିମ୍ପିକ୍ସ ଖେଳିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୮ ବର୍ଷ ମଧ୍ୟରେ ୧୫ଜଣ ଖେଳାଳି ଅଲିମ୍ପିକ୍ସରେ…

ଆତ୍ମହତ୍ଯା କରିବାକୁ ଚାହୁଁଥିଲେ ଶାମି, କାହିଁକି ଏମିତି କହିଲେ ଘନିଷ୍ଠ ବନ୍ଧୁ

ନୂଆଦିଲ୍ଲୀ: କ୍ରିକେଟର ଶାମି ଏବେ ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ଆତ୍ମହତ୍ଯା କରିବାକୁ ଚାହୁଁଥିଲେ ଶାମି। ଏଭଳି କହିଛନ୍ତି ଶାମିଙ୍କ ଘନିଷ୍ଠ ବନ୍ଧୁ ଉମେଶ କୁମାର। ଶାମିଙ୍କ ନିକଟତର କୁହାଯାଉଥିବା ଉମେଶ…

ଦିଲ୍ଲୀ ୟୁନିଭରସିଟିର ୯ ଛାତ୍ର ଅଲିମ୍ପିକ୍ସରେ ଭାଗ ନେବେ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଦିଲ୍ଲୀ ୟୁନିଭରସିଟିର ୯ ଛାତ୍ର କମାଲ କରିବାକୁ ଯାଉଛନ୍ତି । ଏମାନଙ୍କ ମଧ୍ୟରେ ୨ଜଣ ପଢ଼ୁଥିବା ବେଳେ ଅନ୍ୟମାନେ ପାଠ ଶେଷ କରି ସାରିଛନ୍ତି । ଡିୟୁର ଭାଇସ ଚ୍ୟାନ୍ସଲର ଯୋଗେଶ ସିଂ କହିଛନ୍ତି ଯେ, ୯ଜଣଙ୍କ ମଧ୍ୟରୁ ୬ଜଣ ଶୁଟିଂରେ, ଜଣେ ଆଥଲେଟିକ୍ସରେ ଓ…