Latest Odisha News

BREAKING NEWS

Browsing Category

ଖେଳ

ଭାରତର ଏହି ଆଥଲେଟମାନେ ଅଳ୍ପକେ ହାତଛଡା କରିଥିଲେ ଅଲିମ୍ପିକ ପଦକ

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି କ୍ରୀଡାପ୍ରେମୀ ଆଶା ବାନ୍ଧି ବସିଛନ୍ତି । ଏହା ପୂର୍ବରୁ ଭାରତର ଅନେକ ଆଥଲେଟ ଅଳ୍ପକେ ଅଲିମ୍ପିକ୍ସ ପଦକ ସୁଯୋଗ ହାତଛଡା କରିଛନ୍ତି । ଯାହା ଫଳରେ ଦେଶର ଶ୍ରେଷ୍ଠ ଆଥଲେଟ ବିବେଚନା କରାଯାଉଥିବା ଫ୍ଲାଇଙ୍ଗ ଶିଖ ମିଲଖା ସିଂ ଓ…

ଅଲିମ୍ପିକ୍ସର ୧୦୦ ମିଟର ସ୍ପ୍ରିଂଟ୍

ନୂଆଦିଲ୍ଲୀ: ଅଲିମ୍ପିକ ଆଥଲେଟିକ୍ସରେ ୧୦୦ ମିଟର ସ୍ପ୍ରିଂଟ୍ ଏକ ହାଇ ପ୍ରୋଫାଇଲ୍ ତଥା ଗ୍ଲାମରସ୍ ଇଭେଂଟ । ଅଲିମ୍ପିକ୍ସର ଦ୍ରୁତତମ ପୁରୁଷ ଓ ମହିଳା କିଏ ହେବ, ତାହା ଜାଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାଆନ୍ତି କ୍ରୀଡାପ୍ରେମୀ । ୧୮୯୬ରେ ଆଥେନ୍ସରେ ଆୟୋଜିତ ଆଧୁନିକ ଅଲିମ୍ପିକ୍ସର ପ୍ରଥମ…

ନର୍ସଙ୍କ ଭୁଲ ଧରା ପଡି ନ ଥିଲେ ଗାଭାସ୍କର କ୍ରିକେଟର ବଦଳରେ ମାଛ ଧରୁଥାନ୍ତେ

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ତଥା ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ଆଜି ଜନ୍ମଦିନ । ଆସନ୍ତୁ ଜାଣିବା କିପରି ନର୍ସଙ୍କ ଭୁଲ ଯୋଗୁ ଏହି ମହାନ ବ୍ୟାଟ୍ସମ୍ୟାନ କ୍ରିକେଟର ହେବା ବଦଳରେ ମାଛ ଧରୁଥାନ୍ତି । ଗାଭାସ୍କର ତାଙ୍କ ଅଟୋବାୟୋଗ୍ରାଫି ସନୀ ଡେଜରେ ଏହି ରୋଚକ ତଥ୍ୟ ପ୍ରଦାନ…

ଡ୍ରାଭିଡ ଅତିରିକ୍ତ ୨.୫ କୋଟି ଟଙ୍କାର ବୋନସ ନେବାକୁ ମନା କଲେ

ମୁମ୍ବାଇ: ଭାରତ ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟ ଜିତିବା ପରେ ପୁରସ୍କାରର ସୁଅ ଛୁଟିବାରେ ଲାଗିଛି । ବିସିସିଆଇ ଖେଳାଳିମାନଙ୍କ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ଏହି ରାଶିକୁ ଭାଗ କରାଯିବା ବେଳେ କୋଚ ରାହୁଲ ଡ୍ରାଭିଡଙ୍କ ଭାଗରେ ୫ କୋଟି ଟଙ୍କା ପଡିଥିଲା । ତେବେ…

ଗମ୍ଭୀରଙ୍କ ନିକଟରେ ରହିଛି ଏହି ସବୁ ବଡ ଚ୍ୟାଲେଞ୍ଜ

ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର କୋଚ ନିଯୁକ୍ତ କରାଯାଇଛି । କୋଚିଂରେ ଅନଭିଜ୍ଞ ଗମ୍ଭୀର କିଭଳି ଭାରତୀୟ କ୍ରିକେଟକୁ ଆଗକୁ ନେବେ ସେଥିପ୍ରତି ନଜର ରହିବ । କୋଚ ରାହୁଲ ଡ୍ରାଭିଡଙ୍କ ପ୍ରଶିକ୍ଷଣରେ ଭାରତ ଦୀର୍ଘ ଦିନ ପରେ ଟି୨୦ ବିଶ୍ୱକପ ଜିତିଛି । ଏହା ପରେ…

ଓଡିଶା ନାଭାଲ ଟାଟା ହକି ଚାମ୍ପିୟନଶିପ ଆରମ୍ଭ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡିଶା ନାଭାଲ ଟାଟା ହକି ଗ୍ରାସରୁଟ ଲିଗ ଚାମ୍ପିୟନଶିପର ୪ର୍ଥ ସଂସ୍କରଣ ଆରମ୍ଭ ହୋଇଛି । ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ୮ଟି ଲେଖାଏଁ ଦଳ ରହିଛନ୍ତି । ତୃଣମୂଳସ୍ତରରେ ପ୍ରତିଭାବାନ ହକି ଖେଳାଳିଙ୍କୁ ଚିହ୍ନଟ କରିବା ଏହାର ମୂଳ ଲକ୍ଷ୍ୟ । ଓଡିଶା…

ଗମ୍ଭୀର ହେଲେ ଭାରତୀୟ କ୍ରିକେଟ ଟିମର କୋଚ

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କୁ ଟିମ ଇଣ୍ଡିଆ ସିନିୟର ପୁରୁଷ ଟିମର ମୂଖ୍ୟ କୋଚ ଭାବେ ନିଯୁକ୍ତ କରାଯାଇଛି । ୪୨ ଗମ୍ଭୀର ଦି ୱାଲ ଭାବେ ଖ୍ୟାତିଲାଭ କରିଥିବା ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ଏହି ଦାୟିତ୍ୱ ତୁଲାଇବେ । ଟି୨୦ ବିଶ୍ୱକପ ପରେ…

ରାହୁଲ, ହାର୍ଦ୍ଦିକଙ୍କ ମଧ୍ୟରେ କିଏ ହେବ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଅଧିନାୟକ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଓ ଟି୨୦ କ୍ରିକେଟ ସିରିଜରେ ଭାରତର ଅଧିନାୟକ କିଏ ହେବ ସେ ନେଇ ଆଲୋଚନା ଜୋର ଧରିଛି । ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାହଙ୍କୁ ଏହି ସିରିଜ ପାଇଁ ବିଶ୍ରାମ ଦିଆଯାଇପାରେ । ଏହି ଗସ୍ତରେ ଭାରତ ୩ଟି ଟି୨୦ ଓ ସମାନ ସଂଖ୍ୟକ ଦିିନିକିଆ ମ୍ୟାଚ…

ଫାଓରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ଓଡ଼ିଶା ଫୁଟୁବଲ ଆସୋସିଏସନ(ଫାଓ) ସଭାପତି ପଦରୁ ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଫାଓ ସମ୍ପାଦକ ଆଶ୍ରୀର୍ବାଦ ବେହେରାଙ୍କୁ ଚିଠି ଲେଖି ପଦ ଛାଡିଲେ ଦେବାଶିଷ । ନିଜ ବ୍ୟକ୍ତିଗତ ଜୀବନ କାର୍ଯ୍ୟକ୍ରମ ବ୍ୟସ୍ତତା କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଦେବାଶିଷ…

କେକେଆରର ମେଂଟର ହେବେ କି ଡ୍ରାଭିଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ କୋଚ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି । ତାଙ୍କ ସ୍ଥାନରେ ଗୌତମ ଗମ୍ଭୀର ଏହି ଦାୟିତ୍ୱ ତୁଲାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି କହିଲେ ଭୁଲ ହେବନି । ଗମ୍ଭୀର ଏହି ଦାୟିତ୍ୱ ତୁଲାଇବେ ମାନେ କୋଲକତା ନାଇଟ ରାଇଡର୍ସର ମେଂଟର ପଦ ଖାଲି ରହିବ । ନ୍ୟୁଜ…