Latest Odisha News

BREAKING NEWS

Browsing Category

ଖେଳ

ଆସନ୍ତୁ ଜାଣିବା ଗମ୍ଭୀରଙ୍କୁ କୋଚ ଭାବେ ଘୋଷଣା କରିବାରେ କଣ ପାଇଁ ହେଉଛି ବିଳମ୍ବ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପରେ ଭାରତୀୟ କ୍ରିକେଟର ମୂଖ୍ୟମ କୋଚ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ସହଯୋଗୀ ଷ୍ଟାଫ ବିକ୍ରାମ ରାଠୋର, ପାରସ ମାହାମ୍ବ୍ରେ ଓ ଟି ଦିଲୀପଙ୍କ କାର୍ଯ୍ୟକାଳ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହା ପରେ ନୂତନ କୋଚଙ୍କ ନାମ ଘୋଷଣା କରାଯିବା କଥା । ଗୌତମ…

ଶେଷ ଟେଷ୍ଟ ଖେଳିବା ପୂର୍ବରୁ ଭାବ ପ୍ରବଣ ହେଲେ ଆଣ୍ଡରସନ

ଲଣ୍ଡନ: ଇଂଲଣ୍ଡର ମହାନ ପେସ ବୋଲର ଜେମ୍ସ ଆଣ୍ଡରସନ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ଭାବପ୍ରବଣ ହୋଇ ପଡିଛନ୍ତି । ୧୦ ଜୁଲାଇରୁ ୧୪ ପର୍ଯ୍ୟନ୍ତ ଲର୍ଡସରେ ଏହି ଟେଷ୍ଟ ମ୍ୟାଚ ଖେଳାଯିବ । ଶେଷ ମ୍ୟାଚରେ ଭଲ ପ୍ରଦର୍ଶନ ମୋର ମୂଳ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି । ମ୍ୟାଚ…

ଚାମ୍ପିୟନ୍ସ ଟ୍ରଫି ପାଇଁ ଅବସରରୁ ୟୁ ଟର୍ଣ୍ଣ ନେବାକୁ ୱାର୍ଣ୍ଣର ପ୍ରସ୍ତୁତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଷ୍ଟାର ଓପନର ଡେଭିଡ ୱାର୍ଣ୍ଣର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ ସେ ଏବେ ଖେଳିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତିି । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି…

ଆଇସିସିରେ ଏଂଟ୍ରି ମାରିବେ କି ଜୟ ଶାହ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲର ବାର୍ଷିକ ସମ୍ମିଳନୀ କଲମ୍ବୋରେ ଆୟୋଜିତ ହେବ । ଏଥିରେ ଅଧ୍ୟକ୍ଷ ପଦ ସମ୍ପର୍କରେ ଆଲୋଚନା ହେବ ବୋଲି ଉଲ୍ଲେଖ ନ ଥିଲେ ମଧ୍ୟ କ୍ରିକ ବିଜର ଏକ ରିପୋର୍ଟ ଅନୁସାରେ ଜୟ ଶାହଙ୍କୁ ଆଇସିସିର ଅଧ୍ୟକ୍ଷ ଭାବେ ମନୋନୀତ…

ୱିମ୍ବେଲଡନ ଟେନିସ: କ୍ୱାର୍ଟରରେ ଆଲକାରେଜ, ଶେଷ ହେଲା ମୁରେଙ୍କ କ୍ୟାରିୟର

ଲଣ୍ଡନ: ଚାମ୍ପିୟନ କାର୍ଲୋସ ଆଲକାରେଜ ଏଥର ଚମତ୍କାର ପ୍ରଦର୍ଶନ ଜାରୀ ରଖି ୱିମ୍ବେଲଡନ ଟେନିସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୪ର୍ଥ ରାଉଣ୍ଡରେ ସେ ଫ୍ରାନ୍ସର ଉଗୋ ହବର୍ଟଙ୍କୁ ୬-୩, ୬-୪, ୧-୬ ଓ ୭-୫ ସେଟରେ ପରାସ୍ତ କରିଥିଲେ । ସେହିପରି ଗ୍ରେଗୋର ଡେମିଟ୍ରିଭ ଆଘାତ ସମସ୍ୟା…

ପ୍ୟାରିସ ଅଲିମ୍ପିକ୍ସରେ ଲିଙ୍ଗଗତ ସମାନତାର ମାଇଲଖୁଂଟ

ଏଥର ପ୍ୟାରିସ ଅଲିମ୍ପିକ୍ସ କେତେକ ଦୃଷ୍ଟିରୁ ଐତିହାସିକ ହେବାକୁ ଯାଉଛି । ବିଶେଷ କରି ମହିଳା ଆଥଲେଟଙ୍କ ପାଇଁ ପ୍ୟାରିସ ଅଲିମ୍ପିକ୍ସ ବେଶ୍ ମହତ୍ତ୍ୱପୂର୍ଣ୍ଣ ହେବ । ଅଲିମ୍ପିକ୍ସ ପରି ବିଶ୍ୱକ୍ରୀଡାର ବୃହତ ଓ ଭବ୍ୟ ପ୍ରତିଯୋଗିତାରେ ଏଣିକି ପୁରୁଷମାନଙ୍କ ପରି ମହିଳାମାନଙ୍କର ମଧ୍ୟ ସମାନ…

୪୪ ବର୍ଷ ପରେ ଭାରତ ହକିରେ ଜିତିବ କି ସ୍ୱର୍ଣ୍ଣ

ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ରହିଲା । ଭାରତ ତାର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ସମସ୍ତ ଉଦ୍ୟମ ଆରମ୍ଭ କରିଛି । ଅଲିମ୍ପିକ୍ସରେ ଭାରତ ହକିରେ ସର୍ବାଧିକ ୧୨ଟି ପଦକ ଜିତିଛି । ତେବେ ୧୯୮୦ ପରଠାରୁ ଟିମଇଣ୍ଡିଆ ହକିରେ ସ୍ୱର୍ଣ୍ଣ ପଦକ ହାସଲ କରିପାରି ନାହିଁ । ଏପରିକି…

ଅଲିମ୍ପିକ୍ସ ପୂର୍ବରୁ କିଶୋର ଜେନା ଓ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି…

ଆଉ ସୁନ୍ଦର ଫୁଟବଲ ଖେଳୁନାହିଁ ବ୍ରାଜିଲ 

ନୂଆଦିଲ୍ଲୀ: କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟରେ ବ୍ରାଜିଲ ଉରୁଗୁଏଠାରୁ କ୍ୱାର୍ଟର ଫାଇନାଲରେ ହାରି ବିଦାୟ ନେଇଛି । ବ୍ରାଜିଲ ଫୁଟବଲ ଦଳର ଏଭଳି ନିରାଶାଜନକ ପ୍ରଦର୍ଶନରେ ପ୍ରଶଂସକମାନେ ଆଉ ଆଶ୍ଚର୍ଯ୍ୟ ହେଉନାହାନ୍ତି । ଗତ କିଛି ବର୍ଷ ଧରି ଜାତୀୟ ଦଳ ଲଗାତର ଦୁର୍ବଳ ପ୍ରଦର୍ଶନ କରିଆସୁଛି…

ଏଥର ଅଲିମ୍ପିକ୍ସରେ ଏମାନେ ହାସଲ କରିପାରନ୍ତି ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ରୁ ଅଲିମ୍ପିକ୍ସ ଆରମ୍ଭ ହେବ । ଏହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଚାଲିବ । ଭାରତରୁ ୧୦୦ରୁ ଅଧିକ ଆଥଲେଟ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଟିମ ଇଣ୍ଡିଆର ୧୦ ଷ୍ଟାର ଆଥଲେଟଙ୍କଠାରୁ ପ୍ରଶଂସକମାନେ ସ୍ୱର୍ଣ୍ଣ ପଦକ ଆଶା କରୁଛନ୍ତି । ଆସନ୍ତୁ ନଜର…