Latest Odisha News

BREAKING NEWS

Browsing Category

ଖେଳ

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ୨୫ରୁ, ମନେ ଅଛି ତ ଭେସଲିନ ବିବାଦ..

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ୨୫ରୁ ଆରମ୍ଭ ହେବ । ଯେବେ ବି ଏହି ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୁଏ ସେତେବେଳେ ଇଂଲଣ୍ଡ ଟିମର ଭେସଲିନ ବିବାଦ ମନେ ପଡି ଯାଇଥାଏ । ୧୯୭୬ରେ ଇଂଲଣ୍ଡ ଟିମ ଭାରତ ଗସ୍ତରେ ୫ ମ୍ୟାଚ ବିଶିଷ୍ଟ ସିରିଜ…

ରାତିଯାକ ପାର୍ଟି କରି ଅସୁସ୍ଥ ମ୍ୟାକ୍ସୱେଲ ଡାକ୍ତରଖାନାରେ ଭର୍ତି, ତଦନ୍ତ କରିବ ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଧୂରନ୍ଧର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟିରେ ଯୋଗ ଦେବା ପରେ ସେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମ୍ୟାକ୍ସୱେଲ ଅତ୍ୟଧିକ ମଦ୍ୟପାନ କରିବା ଯୋଗୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା…

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଓହରିଲେ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓହରି ଯାଇଛନ୍ତି । ସେ ବ୍ୟକ୍ତିଗତ କାରଣ ଯୋଗୁ ଏଥିରୁ ଓହରିଛନ୍ତି । ଚୟନ କମିଟି ଖୁବ ଶୀଘ୍ର କୋହଲିଙ୍କ ବଦଳ ଖେଳାଳି ଚୟନ କରିବ । ରିପୋର୍ଟ ମୁତାବକ ରିଙ୍କୁ ସିଂ, ସରଫରାଜ ଖାଁ ଓ ରଜତ…

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଓହରିଲେ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓହରି ଯାଇଛନ୍ତି । ସେ ବ୍ୟକ୍ତିଗତ କାରଣ ଯୋଗୁ ଏଥିରୁ ଓହରିଛନ୍ତି । ଚୟନ କମିଟି ଖୁବ ଶୀଘ୍ର କୋହଲିଙ୍କ ବଦଳ ଖେଳାଳି ଚୟନ କରିବ । ରିପୋର୍ଟ ମୁତାବକ ରିଙ୍କୁ ସିଂ, ସରଫରାଜ ଖାଁ ଓ ରଜତ…

ରଣଜୀ ଟ୍ରଫି:ଲୋ ସ୍କୋରିଂ ମୁକାବିଲାରେ ଜମ୍ମୁ ଏବଂ କଶ୍ମୀର ବିରୋଧରେ ଓଡିଶା ୭୦ ରନରେ ଅଗ୍ରଣୀ

କଟକ: ସ୍ଥାନୀୟ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡିର ମୁକାବିଲାରେ ଓଡିଶା ଦ୍ୱିତୀୟ ଦିବସରେ ଜମ୍ମୁ ଏବଂ କଶ୍ମୀର ବିପକ୍ଷରେ ୭୦ ରନର ଅଗ୍ରଣୀ ହାସଲ କରିଛି । ଏହି ଲୋ ସ୍କୋରିଂ ମ୍ୟାଚରେ ଓଡିଶା ପ୍ରଥମ ଇନିଂସରେ ୧୩୦ ରନ କରି ଅଲଆଉଟ ହୋଇଥିଲା । ଜବାବରେ ବିପକ୍ଷ ଦଳ…

ସାନିଆଙ୍କ ପୋଷ୍ଟ ପରେ ତୃତୀୟ ବିବାହ କଲେ ଶୋଏବ

କରାଚୀ: ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ବହୁ ଚର୍ଚ୍ଚିତ ପ୍ରେମ ସମ୍ପର୍କରେ ଏବେ କଳଙ୍କ ଲାଗିଛି । କିଛି ଦିନ ତଳେ ସାନିଆ ଛାଡପତ୍ର ସମ୍ପର୍କୀତ ଏକ ପୋଷ୍ଟ କରିବା ପରେ ଆଜି ଶୋଏବ ତୃତୀୟ ବିବାହ କରିଛନ୍ତି । ଶୋଏବ ପ୍ରଥମେ ଆୟଶା ସିଦ୍ଦିକଙ୍କୁ…

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଟିମ ଯୋଗ୍ୟତା ହାସଲରେ ବିଫଳ

ରାଂଚୀ: ଭାରତୀୟ ହକିପ୍ରେମୀଙ୍କ ପାଇଁ ଆଜି ଏକ ନୈରାଶ୍ୟର ଦିନ । ଶୁକ୍ରବାର ଭାରତୀୟ ମହିଳା ହକି ଟିମ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲରେ ବିଫଳ ହୋଇଛି । ଏଫଆଇଏଚ କ୍ୱାଲିଫାୟର୍ସରେ ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଭାରତ ୦-୧ ଗୋଲରେ ଜାପାନ ନିକଟରୁ ହାରି ଯାଇଛି ।…

ରଣଜୀ ଟ୍ରପି: ଓଡିଶା ୧୩୦ରେ ଅଲଆଉଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଜମ୍ମୁ ଏବଂ କଶ୍ମୀର ବିପକ୍ଷ ମୁକାବିଲାରେ ଓଡିଶା ୧୩୦ ରନ କରି ପ୍ରଥମ ଇନିଂସରେ ଅଲଆଉଟ ହୋଇଯାଇଛି । ଘରୋଇ ପରିବେଶରେ ଓଡିଶାର ଏହା ପ୍ରଥମ ମ୍ୟାଚ । ବୋଲରଙ୍କୁ ସୁହାଉଥିବା ଏହି ପିଚର ପ୍ରଥମ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ଜମ୍ମୁ ଏବଂ କଶ୍ମୀର ୪୫ ରନରେ…

ଭାରୋତ୍ତୋଳନକାରୀ ବିଜୟ କୁମାର ଶତପଥୀଙ୍କୁ ଲାଇଫ ଟାଇମ ଆଚିଭମେଂଟ

ବ୍ରହ୍ମପୁର: କିମ୍ବଦନ୍ତି ଭାରୋତ୍ତୋଳନ ବ୍ୟକ୍ତିତ୍ବ ବିଜୟ କୁମାର ଶତପଥୀଙ୍କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ଜୀବନବ୍ୟାପୀ ସାଧନା ପୁରସ୍କାର । ଗୁରୁବାର ବ୍ରହ୍ମପୁର ସ୍ଥିତ ବାସଭବନରେ ବିଜୟ କୁମାରଙ୍କୁ ଏହି ପୁରସ୍କାର ପ୍ରଦାନ କରୁଛନ୍ତି ଅନ୍ୟତମ ଅର୍ଜୁନ ପୁରସ୍କାର ବିଜେତା…

ମହିଳା ହକି: ଜାପାନକୁ ହରାଇ ଅଲିମ୍ପିକ ପ୍ରବେଶ ଲକ୍ଷ୍ୟରେ ରହିବ ଭାରତ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର ସେମିଫାଇନାଲରେ ଜର୍ମାନୀ ନିକଟରୁ ପରାଜିତ ହୋଇଛି । ରୋମାଂଚକ ମୁକାବିଲାରେ ଭାରତ ପେନାଲ୍ଟି ଶୁଟଆଉଟରେ ୩-୪ ଗୋଲରେ ପରାଜିତ ହୋଇଥିଲା । ଏଥିସହ ଜର୍ମାନୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି । ଫାଇନାଲରେ…