Latest Odisha News

BREAKING NEWS

Browsing Category

ଖେଳ

ଆସନ୍ତୁ ଜାଣିବା ଆଇପିଏଲ ବ୍ରଡକାଷ୍ଟରଙ୍କ ଉପରେ କାହିଁକି ବିରକ୍ତ ହୋଇଛନ୍ତି ରୋହିତ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବ ଅଧିନାୟକ ରୋହିତ ଶର୍ମା ଆଇପିଏଲର ବ୍ରଡକାଷ୍ଟରଙ୍କ ଉପରେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଷ୍ଟାର ସ୍ପୋର୍ଟ୍ସକୁ ମନା କରିବା ସତ୍ୱେ ସେ ବ୍ୟକ୍ତିଗତ ଆଲୋଚନାକୁ ପ୍ରସାରଣ କରିଥିଲା । ଏହା ଆଦୌ ଗ୍ରହଣୀୟ ନୁହେଁ । ଭ୍ୟୁୟରଶିପ ଓ ସୋସିଆଲ…

ଗମ୍ଭୀର ହେବେ କି ଟିମ ଇଣ୍ଡିଆର ନୂଆ କୋଚ

ନୂଆଦିଲ୍ଲୀ: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମର ନୂଆ କୋଚ ହେବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଟି୨୦ ବିଶ୍ୱକପ ପରେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଛି । ବିସିସିଆଇ ମଧ୍ୟ କୋଚ ପଦ ଆବେଦନ କରିବା ପାଇଁ ବିଜ୍ଞପ୍ତି ଜାରୀ କରିଛି । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ…

କୋହଲି, ଅନୁଷ୍କାଙ୍କ ଆଖି ଛଳ ଛଳ ହୋଇଗଲା

ବେଙ୍ଗାଲୁର: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସକୁ ମାତ ଦେଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ଲେ ଅଫକୁ ଉନ୍ନୀତ ହୋଇଛି । ମ୍ୟାଚ ପରେ ଦଳର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ଆଖି ଛଳ ଛଳ ହୋଇ ଯାଇଥିଲା । ଯେ ଯଥାସମ୍ଭବ ଚେଷ୍ଟା କରୁଥିଲେ ମଧ୍ୟ ଅମାନିଆ ଲୁହକୁ ଅଟକାଇ ପାରି ନ ଥିଲେ ।…

ମ୍ୟାଚ ହାରିବା ପରେ ମହେନ୍ଦ୍ର ସିଂହ ଧୋନି ଆରସିବି ଖେଳାଳିଙ୍କ ସହ ହାତ ନ ମିଳାଇ ଚାଲିଗଲେ

ଚେନ୍ନାଇ: ଶନିବାର ଆରସିବି ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ ପରାଜୟ ବରଣ କରିବା ପରେ ଦଳର ପୋଷ୍ଟର ବୟ ତଥା କିମ୍ବଦନ୍ତୀ ଖେଳାଳି ଏମ୍ ଏସ୍ ଧୋନି ପିଚ ପ୍ରତିପକ୍ଷ ଖେଳାଳିଙ୍କ ସହ ହାତ ନମିଳାଇ ପିଚ ଛାଡ଼ିଥିଲେ। ବେଙ୍ଗାଲୁରୁ ଦଳ ବିପକ୍ଷରେ ୨୭ ରନରେ ପରାସ୍ତ ହେବା ପରେ ଚେନ୍ନାଇ ଚଳିତ…

ପ୍ଲେ ଅଫ ପ୍ରବେଶ ପାଇଁ ଆରସିବିକୁ ଚେନ୍ନାଇ ସ୍କୋର ୨୦୦ ରନ ତଳେ ରଖିବାକୁ ପଡିବ

ବେଙ୍ଗାଲୁର: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୦୧୯ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ବର୍ଷା ଯୋଗୁ ମ୍ୟାଚ ବାତିଲ ହେଲେ କିମ୍ବା ଚେନ୍ନାଇ ଯଦି ୨୦୦ରୁ ଅଧିକ ରନ କରେ ତାହାହେଲେ ବି ମ୍ୟାଚରେ…

ଟି୨୦ ବିଶ୍ୱକପ: ଭାରତୀୟ ଟିମ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଟିମ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇଛି । ଭାରତୀୟ ଟିମର ଅଧିକାଂଶ ଖେଳାଳି ଏବେ ଆଇପିଏଲରେ ବ୍ୟସ୍ତ ଅଛନ୍ତି । ରିପୋର୍ଟ ଅନୁସାରେ ଟିମ ଇଣ୍ଡିଆର ପ୍ରଥମ ବ୍ୟାଚ ଖେଳାଳି ୨୫ରେ ନ୍ୟୁୟର୍କ ଗସ୍ତରେ ଯିବେ । ଅନ୍ୟ ଖେଳାଳିମାନେ ୨୬ରେ…

କ୍ରିକେଟର ମୀନା ବଜାରରେ ରୋହିତଙ୍କୁ ହରାଇଲା କି ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ ମ୍ୟାଚରେ ୪ ବିଜୟ ହାସଲ କରି ୮ ପଂଏଟ ସହ ୧୦ମ ସ୍ଥାନରେ ଅଭିଯାନ ଶେଷ କରିଛି । ରୋହିତ ଶର୍ମାଙ୍କୁ ହଟାଇବା ମୁମ୍ବାଇର ମସ୍ତବଡ ଭୁଲ ହୋଇଥିବା ପ୍ରମାଣିତ ହୋଇଛି । କ୍ରିକେଟରର ମୀନାବଜାରରେ କେବଳ ରୋହିତ ନୁହେଁ,…

ଆଇଟିଏଫ ଜୁନିୟର ଗ୍ରାଣ୍ଡସ୍ଲାମ ଡେଭେଲପମେଂଟ ପ୍ରୋଗ୍ରାମ ପାଇଁ ଚୟନ ହେଲେ ଓଡିଶାର ଆହାନ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ବାଳିକା ଟେନିସ ଖେଳାଳି ଆହାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଆନ୍ତର୍ଜାତୀୟ ଟେନିସ ଫେଡେରେଶନ ଜୁନିୟର ଗ୍ରାଣ୍ଡ ସ୍ଲାମ ପ୍ଲେୟାର ଡେଭେଲପମେଂଟ ପ୍ରୋଗ୍ରାମ ୟୁରୋପ ପାଇଁ ମନୋନୀତ ହୋଇଛନ୍ତି । ଏସୀୟ ଦେଶଗୁଡିକ ମଧ୍ୟରୁ ୧୪ ବର୍ଷୀୟା ଆହାନଙ୍କ…

ସପରିବାର ବେଙ୍ଗାଲୁରରେ ପଂହଚିଲେ ଧୋନୀ, ନେବେ କି ଅବସର !

ବେଙ୍ଗାଲୁର: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପତ୍ନୀ ସାକ୍ଷୀ ଓ ଝିଅ ଜୀଭା ସହ ବେଙ୍ଗାଲୁରରେ ପଂହଚିଛନ୍ତି । ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ମେ ୧୮ରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ…

ହାର୍ଦ୍ଦିକଙ୍କୁ ଟିମରେ ନେବା ସପକ୍ଷରେ ନ ଥିଲେ ରୋହିତ, ଅଗରକର

ନୂଆଦିଲ୍ଲୀ:ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଟିମର ଘୋଷଣା ହୋଇ ସାରିଛି । ତେବେ ଏହି ଟିମ ଚୟନ ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ନେବାକୁ ଅଧିନାୟକ ରୋହିତ ଶର୍ମା ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଚାହୁଁ ନ ଥିଲେ ବୋଲି ରିପୋର୍ଟ ପ୍ରକାଶ ପାଉଛି । ଚୟନ କମିଟି ଚାପରେ ପଡି ହାର୍ଦ୍ଦିକଙ୍କୁ…