Latest Odisha News

BREAKING NEWS

Browsing Category

ଖେଳ

ବିଜୟ ହାତଛଡା କଲା ଭାରତ, ଏହି ବୋଲର ରୋକିଲେ ଶ୍ରୀଲଙ୍କାର ପରାଜୟ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ ରୋମାଞ୍ଚକର ଢଙ୍ଗରେ ଶେଷ ହୋଇଛି। କଲମ୍ବୋରେ ଖେଳାଯାଇଥିବା ଏହି ଲୋ ସ୍କୋରିଂ ମ୍ୟାଚରେ ଭାରତୀୟ ଦଳ ୨୩୧ ରନର ଟାର୍ଗେଟ ହାସଲ କରିନପାରି ୨୩୦ ରନରେ ଅଲଆଉଟ ହୋଇଯାଇଛି। ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ମାତ୍ର ୧…

ଅଲିମ୍ପିକ୍ସ: ବ୍ୟାଡମିଂଟନରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ସେମିରେ ପ୍ରବେଶ କଲେ ଲକ୍ଷ୍ୟ

ପ୍ୟାରିସ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଶୁକ୍ରବାର ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେର ଚୋଉ ସିଏନ…

ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ଟାଇ

କଲମ୍ବୋ: ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ସତ୍ୱେ ଏଠାରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ ରୋମାଂଚକ ଢ଼ଙ୍ଗରେ ଟାଇରେ ଶେଷ ହୋଇଛି । ଶେଷ ଭାଗରେ ବିଜୟ ପାଇଁ ଭାରତ ଆଉ ୫ ରନ ଆବଶ୍ୟ କରୁଥିବା ବେଳେ ହାତରେ ୨ଟି ୱିକେଟ ରହିଥିଲା । ଶିବମ ଦୁବେ ଚୌକା ମାରି…

ମେଗା ନିଲାମୀ ନା ମିନି ନିଲାମୀ ?

ନୂଆଦିଲ୍ଲୀ: ମେଗା ଖେଳାଳି ନିଲାମୀ ନେଇ ଆଇପିଏଲର ବିଭିନ୍ନ ଟିମ୍ ମଧ୍ୟରେ ସହମତିର ଅଭାବ । ବିସିସିଆଇକୁ ଅଡୁଆରେ ପକାଇଛି ଟିମ୍ ମାଲିକଙ୍କ ଅସହମତି । ବିବାଦୀୟ ଇମ୍ପାକ୍ଟ ପ୍ଲେୟାର ନିୟମ ବାବଦରେ ଆଇପିଏଲ ଟିମ୍ ବସ୍ ଏକମତ ହୋଇନାହାନ୍ତି । ଏସବୁ ପ୍ରସଙ୍ଗରେ ଆଇପିଏଲ ଟିମ୍ ମାଲିକଙ୍କ ସହ…

ତୀରନ୍ଦାଜୀରେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କଲେ ଅଙ୍କିତା-ଧୀରଜ

ପ୍ୟାରିସ: ତୀରନ୍ଦାଜ ମିକ୍ସଡ ଇଭେଂଟରେ ଭାରତୀୟ ଯୋଡି ଅଙ୍କିତା ଭକତ ଓ ଧୀରଜ ବୋମ୍ମାଦେଭରା ପ୍ରଭାବୀ ପ୍ରଦର୍ଶନ ସତ୍ୱେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିଛନ୍ତି । ବ୍ରୋଞ୍ଜ ପଦକ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଭାରତୀୟ ଯୋଡି ଆମେରିକାର କାସେ କାଉଥୋଲ୍ଡ ଓ ବ୍ରାଡି ଏଲିସନଙ୍କ ନିକଟରୁ ୬-୨ରେ…

ଅଙ୍କିତା-ଧୀରଜ ସେମିଫାଇନାଲରେ, ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ପ୍ୟାରିସ: ତୀରନ୍ଦାଜୀରେ ଭାରତର ଅଙ୍କିତା ଭକତ ଓ ଧୀରଜ ବୋମ୍ମାଦେଭରା ମିକ୍ସଡ ଟିମ ଇଭେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେମାନେ ପଦକଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ଭାରତୀୟ ଯୋଡି କ୍ୱାର୍ଟର ଫାଇନାଲ ମୁକାବିଲାରେ ସ୍ପେନକୁ ୫-୩ରେ ପରାଜିତ କରିଥିଲେ । ଇଟାଲୀ ଓ…

ମନୁଙ୍କ ମନ ମାନୁନି, ହ୍ୟାଟ୍ରିକ ପଦକ ହାସଲ ଲକ୍ଷ୍ୟରେ

ପ୍ୟାରିସ: ଭାରତୀୟ ଶୁଟର ମନୁ ଭାକରଙ୍କ ପାଇଁ ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ସ୍ମରଣୀୟ ହେବାକୁ ଯାଉଛି । ୨ଟି ପଦକ ହାସଲ କରିବା ପରେ ମନୁ ମନ ବୁଝୁ ନ ଥିବାରୁ ସେ ଏବେ ୨୫ ମିଟର ପିସ୍ତଲ ଇଭେଂଟର ଫାଇନାଲରେ ପ୍ରବେଶ କରିଛି । ଯଦି ଏଥିରେ ସେ ପଦକ ଜିତିବେ ତାହାହେଲେ ପ୍ରଥମ ଆଥଲେଟ ଭାବେ ଭାରତ…

ପ୍ୟାରିସ ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ଭାଙ୍ଗିଥିବା ଗେମ୍ସ ଓ ବିଶ୍ୱରେକର୍ଡ

ପ୍ୟାରିସ: ଦିନକୁ ଦିନ ପ୍ୟାରିସ ଅଲିମ୍ପିକ୍ସରେ ଆଥଲେଟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ତୀବ୍ର ହେବାରେ ଲାଗିଛି । ଏହା ମଧ୍ୟରେ କେତେକ ଗେମ୍ସ ରେକର୍ଡ ଓ ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ ହୋଇଛି । ଆସନ୍ତୁ ନଜର ପକାଇବା ଏହି ରେକର୍ଡଗୁଡିକ ଉପରେ । ତୀରନ୍ଦାଜରେ ଦକ୍ଷିଣ କୋରିଆର ଲିମ ସି ହେୟନ…

ଆଲଜେରିଆର ବିବାଦୀୟ ବକ୍ସର ଖେଲୀଫ ପୁଅ ନାଁ ଝିଅ !

ପ୍ୟାରିସ: ଚଳିତ ଅଲିମ୍ପିକ୍ସରେ ଆଲଜେରିଆର ବିବାଦୀୟ ବକ୍ସର ଇମାନେ ଖେଲୀଫଙ୍କୁ ନେଇ ପୂନର୍ବାର ଚର୍ଚ୍ଚା ଜୋର ଧରିଛି । ୨୫ ବର୍ଷୀୟା ଖେଲୀଫ ମହିଳା ୱେଲଟରୱେଟ ବିଭାଗରେ ଅଂଶଗ୍ରହଣ କରିଛନ୍ତି । ରାଉଣ୍ଡ ଅଫ ୧୬ ମୁକାବିଲାରେ ସେ ଇଟାଲୀର ଆଞ୍ଜେଲା କ୍ୟାରିନାଙ୍କୁ ମାତ୍ର ୪୬ ସେକେଣ୍ଡରେ ପରାଜିତ…

ଅଙ୍କିତା-ଧୀରଜ କ୍ୱାର୍ଟର ଫାଇନାଲରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଅଙ୍କିତା ଭକତ ଓ ଧୀରଜ ବି ତୀରନ୍ଦାଜୀ ମିକ୍ସଡ ଇଭେଂଟରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତୀୟ ଯୋଡି ଇଣ୍ଡୋନେସିଆର ଡିଆନନ୍ଦା କ୍ୟୁରୁନସିଆ ଓ ଆରିଫ ପାଙ୍ଗେସୁଙ୍କୁ ଏଲିମିନେଶନ ରାଉଣ୍ଡରେ ପରାସ୍ତ କରିଥିଲେ । ଉଭୟ ୧୦ ପଂଏଟ ସ୍କୋର…