Latest Odisha News

BREAKING NEWS

Browsing Category

ଖେଳ

୫ଜଣ ପେସ ବୋଲରଙ୍କ ପାଇଁ ସ୍ୱତନ୍ତ୍ର କଂଟ୍ରାକ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନୂତନ ସେଂଟ୍ରାଲ କଂଟ୍ରାକ୍ଟ ଜାରୀ କରିଛି । ଏହା ବ୍ୟତୀତ ଯୁବ ପେସ ବୋଲରଙ୍କ ପାଇଁ ଏକ ସ୍ୱତନ୍ତ୍ର କଂଟ୍ରାକ୍ଟର ବ୍ୟବସ୍ଥା କରାଯାଇଛି । ଏଥିରେ ୫ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ସେମାନେ ହେଲେ ଆକାଶଦୀପ, ବିଦ୍ୱଥ କୱରପ୍ପା, ଉମରାନ ମଲିକ,…

ତୃତୀୟ ସନ୍ତାନର ପିତା ହେଲେ ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ଅଧିନାୟକ ୱିଲିୟମସନ

ହାମିଲଟନ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ଅଧିନାୟକ କେନ ୱିଲିୟମସନ ତୃତୀୟ ସନ୍ତାନର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ସାରା ରହୀମ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ଏହା ପୂର୍ବରୁ ୨୦୧୯ରେ ସାରାଙ୍କ ଗୋଟିଏ ଝିଅ ଏବଂ ୨୦୨୨ରେ ପୁଅ ହୋଇଥିଲା । ୱିଲିୟମସନ ପତ୍ନୀ ଓ…

ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ପଡିଲେ ଆୟାର, ଈଶାନ

ମୁମ୍ବାଇ: ଶ୍ରେୟାଶ ଆୟାର ଓ ଈଶାନ କିଶାନ ବିସିସିଆଇ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ପଡିଛନ୍ତି । ସେମାନେ ରଣଜୀ କ୍ରିକେଟ ନ ଖେଳି ଆଇପିଏଲ ପାଇଁ ପ୍ରସ୍ତୁତି କରୁଥିଲେ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରାହ ଏ ପ୍ଲସ ଗ୍ରେଡରେ ସ୍ଥାନ ବଜାୟ ରଖିଛନ୍ତି…

ଖୁବ ଶୀଘ୍ର ବିବାହ କରିବେ ତାପସୀ-ମାଥିଏସ ବୋଏ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତାପସୀ ତାଙ୍କର ଦୀର୍ଘଦିନର ବନ୍ଧୁ ତଥା ବ୍ୟାଡମିଂଟନ ଖେଳାଳି ମାଥିଏସ ବୋଏଙ୍କୁ ମାର୍ଚ୍ଚ ମାସରେ ବିବାହ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବୋଏ ଓ ତାପସୀ ୧୦ ବର୍ଷ ହେବ ପରସ୍ପରକୁ…

୫ମ ଟେଷ୍ଟ ଖେଳି ନ ପାରନ୍ତି ରାହୁଲ

ନୂଆଦିଲ୍ଲୀ: ଭାରତର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଖେଳି ନ ପାରନ୍ତି । କ୍ରିକବିଜ ରିପୋର୍ଟ ଅନୁସାରେ ହାଇଦ୍ରାବାଦ ଟେଷ୍ଟ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲା । ଏହା ପରେ ସେ ବାକି ୩ଟି ଟେଷ୍ଟ ଖେଳି ପାରି ନ ଥିଲେ । ରାହୁଲ ଏବେ ତାଙ୍କ ଅପରେଶନ ପାଇଁ…

ବାରବାଟୀ ଷ୍ଟାଡିୟମକୁ ବିଶ୍ୱସ୍ତରୀୟ ମାନ୍ୟତା ଦେବାକୁ ଲକ୍ଷ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡିୟମର ମରାମତି କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଛନ୍ତି। ମଙ୍ଗଳବାର ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏହାର ଶିଳାନ୍ୟାସ କରାଯାଇଛି। ଏହାବ୍ୟତୀତ ନବୀନ ପଟ୍ଟନାୟକ ରାଜ୍ୟର ୩୦ଟି ଜିଲ୍ଲାରେ ୪୧ଟି କ୍ରିକେଟ ଏକାଡେମୀର ଉଦଘାଟନ…

ଟେଷ୍ଟ ସିରିଜ ଜିତିବା ନେଇ ଖେଳାଳିଙ୍କୁ ବୋନସ ଦେବ ବିସିସିଆଇ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୩-୧ରେ ଅଗ୍ରଣୀ ରହି ଭାରତ ଆଗୁଆ ସିରିଜ ଜିତି ନେଇଛି । ମାର୍ଚ୍ଚ ୭ରୁ ସିରିଜର ଅନ୍ତିମ ମୁକାବିଲା ଧର୍ମଶାଳାରେ ଖେଳାଯିବ । ଇତି ମଧ୍ୟରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଭଲ ପ୍ରଦର୍ଶନ ନେଇ ଟେଷ୍ଟ ଖେଳାଳିଙ୍କ ସ୍ୟାଲେରୀ…

ଆନ୍ତର୍ଜାତୀୟ ଟି୨୦ରେ ଦ୍ରୁତ ଶତକ ହାସଲ କଲେ ନାମ୍ବିଆର ନିକୋଲ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ନାମ୍ବିଆର ୟାନ ନିକୋଲ ଲଫଟି ଇଫଟନ ଦ୍ରୁତ ଶତକ ହାସଲ କରି ଇତିହାସ ରଚିଛନ୍ତି । ସେ କୁଶଳ ମଲ୍ଲାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି । କୀର୍ତିପୁର ତ୍ରିଭୂବନ ୟୁନିଭରସିଟି ଇଂଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ନେପାଳ ବିପକ୍ଷ…

ରଣଜୀ ଟ୍ରଫି: ୭୮ ବର୍ଷ ଇତିହାସରେ ୧୦ମ, ୧୧ତମ ଖେଳାଳି ଭାବେ ଶତକ ହାସଲ କଲେ ତନୂଷ,ତୁଷାର

ମୁମ୍ବାଇ:ରଣଜୀ ଟ୍ରଫି କ୍ରିକେଟରେ ମୁମ୍ବାଇର ବ୍ୟାଟ୍ସମ୍ୟାନ ତୁଷାର ଦେଶପାଣ୍ଡେ ଓ ତନୂଷ କୋଟିୟାନ ଇତିହାସ ରଚିଛନ୍ତି । ୧୦ମ ଏବଂ ୧୧ତମ ଖେଳାଳି ଭାବେ ସେମାନେ ଶତକ ହାସଲ କରି କୀର୍ତିମାନ ସ୍ଥାପନ କରିଛନ୍ତି । ବରୋଦା ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚରେ ସେମାନଙ୍କ ଇନିଂସ ବଳରେ ମୁମ୍ବାଇ…

ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିଲେ ହାର୍ଦ୍ଦିକ

ମୁମ୍ବାଇ: ଦୀର୍ଘ ଦିନ ଧରି ଆଘାତ ସମସ୍ୟାରେ ପଡିବା ପରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିଯୋଗିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି । ଡିୱାଇ ପାଟିଲ ଟି୨୦ କପରେ ଭାରତ କର୍ପୋରେଶନ ଲିମିଟେଡ ବିପକ୍ଷ ମ୍ୟାଚରେ ସେ ରିଲାଏନ୍ସ ୱାନ ପକ୍ଷରୁ ଖେଳିଥିଲେ । ୩ ଓଭର…