Latest Odisha News

BREAKING NEWS

Browsing Category

ଖେଳ

ଇଂଲଣ୍ଡ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ ଟିମର ଐତିହାସିକ ଟେଷ୍ଟ ବିଜୟ

ମୁମ୍ବାଇ: ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ଭାରତୀୟ ମହିଳା କ୍ରିକେଟ ଟିମ ଇତିହାସ ରଚିଛନ୍ତି । ଭାରତ ୩୪୭ ବୃହତ ବ୍ୟବଧାନରେ ଇଂଲଣ୍ଡକୁ ହରାଇ ରେକର୍ଡ କରିଛି । ଶ୍ରୀଲଙ୍କା ମହିଳା ଟିମ ୩୦୯ ରନରେ ପାକିସ୍ତାନକୁ ହରାଇ ଏହି ରେକର୍ଡ କରିଥିଲା । ଏହା ବ୍ୟତୀତ ପ୍ରଥମ ଥର…

ରୋହିତ ହଟିଲେ, ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକଙ୍କ ସଂଖ୍ୟା କମିଲା

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ୨୦୨୪ ଆଇପିଏଲ ପାଇଁ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି । ତେବେ ଫ୍ରାଂଚାଇଜର ଏହି ନିଷ୍ପତିକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତିି । ସୋସିଆଲ ମିଡିଆରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।…

ଦକ୍ଷିଣ ଆଫ୍ରିକା ବିପକ୍ଷ କ୍ରିକେଟ ସିରିଜ: ଦିନିକିଆରୁ ଚାହର , ଟେଷ୍ଟରୁ ସାମୀ ଓହରିଲେ

ଡର୍ବାନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ପେସ ବୋଲର ଦୀପକ ଚାହର ପରିବାର ସଦସ୍ୟଙ୍କ ମେଡିକାଲ ଏର୍ମଜେନ୍ସି ନେଇ ଏହି ନିଷ୍ପତି ନେଇଛନ୍ତି । ଦୀପଙ୍କ ବଦଳ ଖେଳାଳି ଭାବେ ଆକାଶଦୀପଙ୍କୁ ଦଳରେ ସାମିଲ କରାଯାଇଛି । ଦିନିକିଆ ସିରିଜର ଶେଷ…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ସେମିଫାଇନାଲରେ ହାରିଲେ ଭାରତ, ପାକିସ୍ତାନ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ସେମିଫାଇନାଲ ମୁକାବିଲାରେ ଭାରତ ଏବଂ ପାକିସ୍ତାନ ପରାଜିତ ହୋଇ ଟୁର୍ଣ୍ଣାମେଂଟରୁ ବିଦାୟ ନେଇଛନ୍ତି । ଅରିଫୁଲ ଇସଲାମଙ୍କ ଚମତ୍କାର ଇନିଂସ ବଳରେ ବାଂଲାଦେଶ ୪ ୱିକେଟରେ ଭାରତକୁ ପରାସ୍ତ କରି ଫାଇନାଲରେ…

ରୋହିତଙ୍କୁ ଅଧିନାୟକ ପଦରୁ ହଟାଇଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଆଇପିଏଲ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଏକ ନିଷ୍ପତି ସମସ୍ତଙ୍କୁ ଚକିତ କରିଛି । ମୁମ୍ବାଇକୁ ୫ଥର ଚାମ୍ପିୟନ କରାଇଥିବା ରୋହିତ ଶର୍ମା ଏହି ସିଜନ ପାଇଁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।…

ଧୋନୀଙ୍କ ପରେ ତାଙ୍କ ଜର୍ସିକୁ ମଧ୍ୟ ଦିଆଯାଇଛି ଅବସର

ରାଂଚୀ: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ ଭାବେ ବିବେଚିତ ମହେନ୍ଦ୍ର ସିଂ ଧୋନୀ ଅବସର ନେଇ ସାରିଛନ୍ତି । ଏବେ ତାଙ୍କ ସମ୍ମାନ ପାଇଁ ଧୋନୀଙ୍କ ୭ନଂ ଜର୍ସିକୁ ମଧ୍ୟ ଅବସର ଦିଆଯାଇଛି । ବିସିସିଆଇ ପକ୍ଷରୁ ଏହା ଘୋଷଣା କରାଯାଇଛି । ଫଳରେ ଭାରତର ଅନ୍ୟ ଖେଳାଳିମାନେ ଏହି ନମ୍ବର ଥିବା…

୧-୧ ରେ ଟି-ଟ୍ବେଣ୍ଟି ସିରିଜ ବରାବର, ୧୦୬ ରନରେ ବିଜୟୀ ହେଲା ଭାରତ

ଜୋହାନ୍ସବର୍ଗ: ଡିସେମ୍ବର ୧୪ ତାରିଖ ଗୁରୁବାର ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ଭଲ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳ ଦେଖିବାକୁ ମିଳିଥିଲା। ଯାହାର ଫଳସ୍ୱରୂପ ଶୃଙ୍ଖଳା ୧-୧ରେ ରହିଛି। ପ୍ରଥମ ମ୍ୟାଚ୍ ହାରିବା ପରେ ଜୋହାନେସବର୍ଗରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଭାରତ ୧୦୬ ରନରେ…

ଟି୨୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଶତକ

ଜୋହାନ୍ସବର୍ଗ: ଏଠାରେ ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତୀୟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ସେ ମାତ୍ର ୫୬ ବଲରେ ୭ ଚୌକା ଓ ୮ ଛକା ସହାୟତାରେ ୧୦୦ରନ କରି ଆଉଟ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓପନର ଯଶସ୍ୱୀ ଜୈସୱାଲ ୪୧ ବଲରୁ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଖେଳି ନ ପାରନ୍ତି ସାମୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ପେସ ବୋଲର ମହମ୍ମଦ ସାମୀ ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିପାରି ନ ଥିବାରୁ ସେ ଏହି ସିରିଜରେ ଖେଳି ନ ପାରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଦକ୍ଷିଣ…

କୋଲକାତା ନାଇଟ ରାଇଡର୍ସର ନେତୃତ୍ୱ ନେବେ ଶ୍ରେୟାଶ ଆୟାର

କୋଲକାତା: ଆଇପିଏଲ ୨୦୨୪ ପାଇଁ ସମସ୍ତ ଟିମର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଡିସେମ୍ବର ୧୯ରେ ଦୁବାଇରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ଇତି ମଧ୍ୟରେ କୋଲକାତା ଶ୍ରେୟାଶ ଆୟାରଙ୍କୁ ଏହି ସିଜନ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଛି । ଆଘାତ ସମସ୍ୟା ଯୋଗୁ ସେ ୨୦୨୩…