Latest Odisha News

BREAKING NEWS

Browsing Category

ଖେଳ

ବୁମରାହ ଏକ ନମ୍ବର: ୩ଟି ଯାକ ଫର୍ମାଟର ଶୀର୍ଷରେ ରହିବାରେ ପ୍ରଥମ ପେସ ବୋଲର

ବିଶାଖପଟନମ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ବିଶ୍ୱ ଟେଷ୍ଟ ର‌୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ବୁଧବାର ପ୍ରକାଶିତ ତାଜା ର‌୍ୟାଙ୍କିଙ୍ଗରେ ସେ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ସେ ଏହା ପୂର୍ବରୁ ଦିନିକିଆ ଓ ଟି୨୦ରେ ଏକ…

ପିଟରସନ କହିଲେ ଧୋନୀ ମୋ ପକେଟରେ ଅଛନ୍ତି

ବିଶାଖପଟନମ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଅବସରରେ କେଭିନ ପିଟରସନ ଓ ଜାହୀର ଖାଁଙ୍କ ମଧ୍ୟରେ ହୋଇଥିବା ମଜାଦାର ଆଲୋଚନା ବେଶ ଚର୍ଚ୍ଚିତ ହେବାରେ ଲାଗିଛି । ପିଟରସନ ପ୍ରଥମେ କହିଥିଲେ ଆପଣ ଜାଣନ୍ତି ମୋ ପକେଟରେ କିଏ ଅଛନ୍ତି ? ତା ପରେ ହସି କରି କହିଥିଲେ ମହେନ୍ଦ୍ର ସିଂ ଧୋନୀ । ସେ ମୋ ପକେଟରେ…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ

ବେନୋନି: ଭାରତ ୯ମ ଥର ପାଇଁ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ଏକ ରୋମାଂଚକ ମୁକାବିଲାରେ ୨ ୱିକେଟରେ ପରାସ୍ତ କରିଛି । ସଚିନ ଢ଼ାସ ଓ ଉଦୟ ସହରାନ ଭାରତ ବିଜୟରେ ମୂଖ୍ୟ ଭୂମିକା…

୮ ବର୍ଷ ପରେ ଟି୨୦ ସିରିଜ ଖେଳିବାକୁ ଜିମ୍ବାୱେ ଗସ୍ତରେ ଯିବ ଭାରତ

ନୂଆଦିଲ୍ଲୀ: ୮ ବର୍ଷ ପରେ ଭାରତୀୟ କ୍ରିକେଟ ଟିମ ଟି୨୦ ସିରିଜ ଖେଳିବା ପାଇଁ ଜୁଲାଇରେ ଜିମ୍ବାୱେ ଗସ୍ତରେ ଯିବ । ଉଭୟ ଦଳ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମଙ୍ଗଳବାର ଏ ସମ୍ପର୍କରେ ଘୋଷଣା କରିଛି । ଟି୨୦ ବିଶ୍ୱକପ ପରେ ଏହି ସିରିଜ ଖେଳାଯିବ…

ଆଇପିଏଲ: ବାଉଚରଙ୍କ ବୟାନ ନେଇ ରାଗିଗଲେ ରୋହିତଙ୍କ ପତ୍ନୀ

ମୁମ୍ବାଇ: ଆଇପିଏଲ ୨୦୨୪ ସଂସ୍କରଣ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ତେବେ ରୋହିତ ଶର୍ମା କାହିଁକି ଏହି ଗୁରୁତ୍ୱପୂର୍ଣ୍ଣ ପଦରୁ ହଟଗଲା ସେ ସମ୍ପର୍କରେ କୋଚ ମାର୍କ ବାଉଚର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ଏକ…

ହରଭଜନ ଓ ଶ୍ରୀସନ୍ଥଙ୍କ ଚାପୁଡା କାଣ୍ଡ

କ୍ରିକେଟ ପଡିଆରେ ମ୍ୟାଚ ଅବସରରେ ଅନେକଥର ଖେଳାଳିଙ୍କ ମତଭେଦ ସମ୍ମୁଖକୁ ଆସିଥାଏ । ଇଣ୍ଡିଆନ ପ୍ରିମିୟର ଲିଗ ପ୍ରଥମ ସଂସ୍କରଣରେ ଏସ.ଶ୍ରୀସନ୍ଥ ଓ ହରଭଜନ ସିଂଙ୍କ ଚାପୁଡା କାଣ୍ଡ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ୨୦୦୮ରେ କିଙ୍ଗସ ଇଲେଭନ ପଞ୍ଜାବ ପକ୍ଷରୁ ହରଭଜନ ଓ ମୁମ୍ବାଇ ପକ୍ଷରୁ…

୩୩ କୋଟି ଟଙ୍କା ପାଇଁ ଶ୍ରୀଲଙ୍କା-ପାକିସ୍ତାନ କ୍ରିକେଟ ବୋର୍ଡ ମୁହାଁମୁହିଁ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: ଗତ ବର୍ଷ ପାକିସ୍ତାନରେ ଏସିଆ କପ୍ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ଭାରତର ଅଭିଯୋଗ ପରେ ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା। କିନ୍ତୁ ବର୍ତ୍ତମାନ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଟଙ୍କାକୁ ନେଇ ବିବାଦ ଲାଗି ରହିଛି। ବାସ୍ତବରେ…

ତୃତୀୟ ଟେଷ୍ଟ ପୂର୍ବରୁ ଭାରତ ଛାଡିବେ ଇଂଲଣ୍ଡ ଟିମ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ୧-୧ ବରାବରରେ ରହିଛି । ଫେବୃୟାରୀ ୧୫ରେ ତୃତୀୟ ଟେଷ୍ଟ ରାଜକୋଟରେ ଖେଳାଯିବ । ଏହା ମଧ୍ୟରେ ହାତରେ ୧୦ ଦିନ ସମୟ ଥିବାରୁ ଇଂଲଣ୍ଡ ଟିମ ଆବୁଧାବି ଯିବେ ବୋଲି ଜଣାପଡିଛି । ରିପୋର୍ଟ ମୁତାବକ ଇଂଲଣ୍ଡର ଅନେକ…

ତୃତୀୟ ଟେଷ୍ଟ ଖେଳି ନ ପାରନ୍ତି ବୁମରାହ

ବିଶାଖପଟନମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଯଶପ୍ରୀତ ବୁମରାହଙ୍କ ଚମତ୍କାର ବୋଲିଂ ବଳରେ ଭାରତ ବିଜୟ ହାସଲ କରିଛି । ଏହି ମ୍ୟାଚରେ ସେ ୯୧ ରନରେ ୯ଟି ୱିକେଟ ହାସଲ କରିଥିଲେ । ତେବେ କ୍ରିକବଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ତୃତୀୟ ଟେଷ୍ଟରେ ବୁମରାହ ଖେଳି ନ ପାରନ୍ତି ।…

ପ୍ୟାରିସ ଅଲିମ୍ପିକ୍ସରେ ସମସ୍ୟା ସୃଷ୍ଟି କରିପାରେ ହିଟ ୱେଭ

ପ୍ୟାରିସ: ଚଳିତ ବର୍ଷ ଜୁଲାଇରେ ପ୍ୟାରିସ ଅଲିମ୍ପିକ୍ସ ଆୟୋଜିତ ହେବ । ତେବେ ଏହି ମେଗା ଇଭେଂଟରେ ଏକ ପ୍ରାକୃତିକ ବିପଦ ସମସ୍ୟା ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଏହି ସମୟରେ ହିଟ ୱେଭ ପ୍ରବାହ ଆରମ୍ଭ ହେବ ବୋଲି ସେମାନେ କହିଛନ୍ତି । ଏବେ ପ୍ୟାରିସରେ ବରଫ ପଡୁଛି ।…