Latest Odisha News

BREAKING NEWS

Browsing Category

ଖେଳ

ପାରା ଆଥଲେଟ ସୁବର୍ଣ୍ଣା ରାଜଙ୍କୁ ଫ୍ଲାଇଟରେ ମିଳିଲାନି ହ୍ୱିଲଚେୟାର

ନୂଆଦିଲ୍ଲୀ: ଭାରତୀୟ ପାରା ଆଥଲେଟ ସୁବର୍ଣ୍ଣା ରାଜଙ୍କୁ ଏୟାରଲାଇନ୍ସର କ୍ରୁ ମେମ୍ବର୍ସ ଖରାପ ବ୍ୟବହାର କରିଛନ୍ତି । ସୁବର୍ଣ୍ଣାଙ୍କ ଅଭିଯୋଗ ଅନୁସାରେ ସେ ବାରମ୍ବାର ତାଙ୍କ ହ୍ୱିଲଚେୟାର ମାଗିଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇ ନ ଥିଲେ । ସେ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ବେଳେ ଏହି ଘଟଣା…

ଯଶସ୍ୱୀଙ୍କ ଦ୍ୱିଶତକ ପରେ ବୁମରାହଙ୍କୁ ୬ ୱିକେଟ: ଭାରତ ୧୭୧ ରନରେ ଅଗ୍ରଣୀ

ବିଶାଖାପଟନମ: ଯଶସ୍ୱୀ ଜୈସୱାଲଙ୍କ ଦ୍ୱିଶତକ ପରେ ଯଶପ୍ରୀତ ବୁମରାହଙ୍କ ୬ ୱିକେଟ ସଫଳତା ଯୋଗୁ ଭାରତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ୧୭୧ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିନେଇଛି । ଭାରତ ୩୩୬/୬ରୁ ଇନିଂସ ଆରମ୍ଭ କରି ୩୯୬ ରନରେ ଅଲଆଉଟ ହୋଇ…

ଶତକୀୟ ଇନିଂସ ସହ ପ୍ରଥମ ଦିନରେ ୩ଟି ବଡ଼ ରେକର୍ଡ କଲେ ବ୍ୟାଟର ଜୟସ୍ୱାଲ

ବିଶାଖାପାଟନମ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଯଶସ୍ୱୀ ଜୟସ୍ୱାଲଙ୍କ ନାମରେ ହୋଇଛି। ସେ ୧୭୯ ରନର ବିଶାଳ ସ୍କୋର ଛିଡ଼ା କରି ଅପରାଜିତ ରହିଛନ୍ତି। ତାଙ୍କର ଚମତ୍କାର ଇନିଂସ ଯୋଗୁଁ ଭାରତ ପ୍ରଥମ ଦିନରେ ୯୩ ଓଭରରେ ୬ ୱିକେଟ୍ ହରାଇ ୩୩୬ ରନ୍ ସଂଗ୍ରହ…

ଗୋବିନ୍ଦ, ବିପ୍ଲବଙ୍କ ଦୃଢ଼ ବ୍ୟାଟିଂ: ଓଡିଶା ୨୩୦/୪

କଟକ: ଗୋବିନ୍ଦ ପୋଦ୍ଦାର ଓ ବିପ୍ଲବ ସାମନ୍ତରାୟଙ୍କ ଦୃଢ଼ ବ୍ୟାଟିଂ ଯୋଗୁ ପଣ୍ଡିଚେରୀ ବିପକ୍ଷରେ ଓଡିଶା ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୪ ୱିକେଟ ବିନିମୟରେ ୨୩୦ ରନ ସଂଗ୍ରହ କରିଛି । ୩୨ ବର୍ଷୀୟ ପୋଦ୍ଦାର ୯ ଚୌକା ସହାୟତାରେ ୧୨୯ ବଲରେ ୮୦ ରନ କରି ଅପରାଜିତ ଅଛନ୍ତି । ବିପ୍ଲବ ଅପେକ୍ଷାକୃତ…

ଯଶସ୍ୱୀଙ୍କ ଆକର୍ଷଣୀୟ ଶତକ: ଭାରତ ୩୩୬/୬

ବିଶାଖପଟନମ: ଏଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଯଶସ୍ୱୀ ଜୈସୱାଲଙ୍କ ଆକର୍ଷଣୀୟ ଅପରାଜିତ ଶତକ ବଳରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଦିବସରେ ୬ ୱିକେଟ ବିନିମୟରେ ୩୩୬ ରନ ସଂଗ୍ରହ କରିଛି । ଯଶସ୍ୱୀଙ୍କ ଏହା ଦ୍ୱିତୀୟ ଟେଷ୍ଟ ଶତକ । ସେ ୧୭୯ ଓ ରବିଚନ୍ଦ୍ରନ ଅଶ୍ୱୀନ ୫ ରନ କରି…

ଡେନେସ ଡ୍ରାମା: ଆପଣ ଜାଣନ୍ତି କି ସଚିନ ସମେତ ୬ ଖେଳାଳିଙ୍କ ଉପରେ ଲଗା ଯାଇଥିଲା ବଲ ଟ୍ୟାମ୍ପରିଂ ଅଭିଯୋଗ

ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ୨୦୦୧ ଦକ୍ଷିଣ ଆଫ୍ରିକା ଗସ୍ତକୁ କିଏ ବା ଭୁଲି ପାରିବ । ଦ୍ୱିତୀୟ ଟେଷ୍ଟ ଅବସରରେ ଭାରତର ୬ଜଣ ଖେଳାଳିଙ୍କ ବିରୋଧରେ ଆସିଥିଲା ବଲ ଟ୍ୟାମ୍ପରିଂ ଅଭିଯୋଗ । ଏହି ଅଭିଯୋଗରୁ କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ସୌରଭ…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କୌଣସି ମ୍ୟାଚ ଖେଳି ନ ପାରନ୍ତି କୋହଲି: ରିପୋର୍ଟ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ପ୍ରଥମ କ୍ରିକେଟ ଟେଷ୍ଟରେ ହାରିବା ପରେ ପ୍ରଶଂସକ ଓ ଟିମ ବିରାଟ କୋହଲିଙ୍କ ଅଭାବ ଅନୂଭବ କରିଥିଲେ । କୋହଲି ଦ୍ୱିତୀୟ ଟେଷ୍ଟ ଖେଳିବେ ନାହିଁ ତାହା ପୂର୍ବରୁ ସ୍ପଷ୍ଟ ହୋଇସାରିଛି । ତେବେ କେତେକ ମିଡିଆ…

ବିରାଟଙ୍କ ସହ ମତଭେଦ ନେଇ ମୁହଁ ଖୋଲିଲେ ଚେତନ ଶର୍ମା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ପୂର୍ବତନ ଚୟନ କମିଟି ମୂଖ୍ୟ ଚେତନ ଶର୍ମା ଷ୍ଟିଙ୍ଗ ଅପରେଶନ ପରେ ପ୍ରଥମ ଥର ପାଇଁ ସମସ୍ତ ବିଷୟ ନେଇ ମୁହଁ ଖୋଲିଛନ୍ତି । ଚେତନଙ୍କ କାର୍ଯ୍ୟକାଳ ସମୟରେ ବିରାଟ କୋହଲିଙ୍କୁ ୩ଟି ଯାକ ଫର୍ମାଟର ଅଧିନାୟକ ପଦ ଛାଡିବାକୁ ପଡିଥିଲା । ସେତେବେଳେ…

ଓଡିଶାକୁ ଫେରିଲା ଆନ୍ତର୍ଜାତୀୟ ହକି

ଭୁବନେଶ୍ୱର: କିଛି ଦିନର ବିରତି ପରେ ଓଡିଶାକୁ ପୁନର୍ବାର ଆନ୍ତର୍ଜାତୀୟ ହକି ପ୍ରତିଯୋଗିତା ଫେରିଛି । ଯାହାକୁ ନେଇ ପ୍ରଶଂସକମାନେ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଫେବୃୟାରୀ ୩ରୁ ୨୫ ପର୍ଯ୍ୟନ୍ତ ଏଫଆଇଏଚ ପ୍ରୋ ଲିଗ…

ପ୍ରଥମ ପରାଜୟ ପରେ ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ କେମିତି ଲଢ଼ିବ ଭାରତ? ଫର୍ମରେ ନାହାନ୍ତି ପ୍ରମୁଖ ବ୍ୟାଟର

ବିଶାଖାପାଟଣା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବ୍ରୁଆରି ୨ ତାରିଖରେ ବିଶାଖାପାଟଣାରେ ଖେଳାଯିବ। ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତୀୟ ଦଳ ସିରିଜ୍ ରେ ୧-୦ରେ ପଛୁଆ ରହିଛି। ଏବେ ଦ୍ବିତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆରୁ ଆହତ ପାଇଁ ବାଦ…