Latest Odisha News

BREAKING NEWS

Browsing Category

ଖେଳ

୨୦୨୪ ଅଲିମ୍ପିକ ପୂର୍ବରୁ ଭାରତକୁ ଲାଗିଛି ଶକ୍ତ ଝଟକା

ନୂଆଦିଲ୍ଲୀ: ୨୦୨୪ ଅଲିମ୍ପିକ ପୂର୍ବରୁ ଭାରତକୁ ଲାଗିଛି ଶକ୍ତ ଝଟକା । ପ୍ୟାରିସ୍ ରେ ହେବାକୁ ଥିବା ଅଲିମ୍ପିକ ପୂର୍ବରୁ ଭାରତର କିମ୍ବଦନ୍ତୀ ବକ୍ସର ମେରି କମ ଅଭିଯାନ ପ୍ରମୁଖ ବା ସେଫ୍ ଡି ମିସନ ପଦରୁ ଦେଇଛନ୍ତି ଇସ୍ତଫା । ପିଟିଆଇରେ ଖବର ପ୍ରକାଶ ଅନୁଯା୍ୟୀ କିଛି ବ୍ୟକ୍ତିଗତ କାରଣୁ ସେ…

୨୦୨୭ ବିଶ୍ୱକପ ଖେଳିବେ ବୋଲି କହିଲେ ରୋହିତ

ମୁମ୍ବାଇ: ୨୦୨୩ ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ନୈରାଶ୍ୟର ବର୍ଷ ଥିଲା । ଭଲ ପ୍ରଦର୍ଶନ ସତ୍ୱେ ଦିନିକିଆ ବିଶ୍ୱକପ ଓ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ପରାଜିତ ହୋଇଥିଲା । ରୋହିତ ଶର୍ମା ଦଳର ନେତୃତ୍ୱ ନେଇଥିଲେ । ଏବେ ରୋହିତଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଟି୨୦ ବିଶ୍ୱକପ…

ବୁମ୍ରା କହିଲେ ପେସ ବୋଲର ଭାବରେ ଗର୍ବ ନକରି ସବୁ କ୍ଷେତ୍ର ଉପରେ ଧ୍ଯାନ ଦେବା ଉଚିତ୍

ନୂଆଦିଲ୍ଲୀ: ଧମାକା ମଚାଇଲେ ବୁମ୍ରା। ଗତ ଗୁରୁବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ୍  ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର  ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ହଇଚଇ ସୃଷ୍ଟି କରିଛନ୍ତି। ଜସପ୍ରୀତ ବୁମ୍ରା ତାଙ୍କ ଘାତକ ବୋଲିଂ ଦ୍ବାରା ରୟାଲ ଚ୍ୟାଲେଞ୍ଜର୍ସ…

ମୟଙ୍କ ଯାଦବଙ୍କ ସ୍ୱାସ୍ଥ୍ୟକୁ ନେଇ ଆସିଲା ବଡ ଖବର

ଲକ୍ଷ୍ନୌ: ପଡିଆାକୁ ଫେରିପାରନ୍ତି ଦ୍ରୁତତମ ବୋଲର। ଆଇପିଏଲ ୨୦୨୪ର ଦ୍ରୁତତମ ବୋଲର ମୟଙ୍କ ଯାଦବ ଗତ ମ୍ୟାଚରେ ଅସୁସ୍ଥ ଥିଲେ। ବର୍ତ୍ତମାନ ତାଙ୍କ ଫିଟନେସ୍ ସମ୍ବନ୍ଧରେ ଏକ ଖବର ଆସିଛି । ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ ତିନୋଟି ଜିତିଥିବା ବେଳେ…

ଟି୨୦ରେ ଆଉ ୬ ଛକା ମାରିଲେ ୫୦୦ କ୍ଲବରେ ସାମିଲ ହେବେ ରୋହିତ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଚଳିତ ଆଇପିଏଲରେ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିବାକୁ ଯାଉଛନ୍ତି । ସେ ଯଦି ଆଉ ୬ଟି ଛକା ମାରିବେ ତେବେ ଟି୨୦ କ୍ରିକେଟରେ ଏହି କୀର୍ତିମାନ ହାସଲ କରିବାରେ ୫ମ ଖେଳାଳି ହେବେ । ସେ ୨୪୭ ଆଇପିଏଲ ମ୍ୟାଚରୁ ୨୬୪ ଓ ୧୫୧…

କୋହଲି କଲେ ଖୁଲାସା, ଏହି ଦୁଇ କ୍ରିକେଟରଙ୍କୁ କୁହାଯାଏ ସୀତା ଆଉ ଗୀତା ଯୋଡି

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଏକ ସାକ୍ଷତାକାରରେ ସାଥୀ ଖେଳାଳିଙ୍କୁ ନେଇ ମଜାଦାର ବୟାନ ଦେଇଛନ୍ତି । ସେ ଏହି ଅବସରରେ କେଉଁ ଦୁଇ ଜଣଙ୍କୁ ଭାରତୀୟ ଟିମର ସୀତା ଆଉ ଗୀତା କୁହାଯାଏ ତାର ଖୁଲାସା କରିଛନ୍ତି । ଏହି ଦୁଇଜଣ ହେଲେ ଶୁଭମନ ଗିଲ ଓ ଈଶାନ କିଶାନ । ଉଭୟଙ୍କ ବନ୍ଧୁତା…

ହାର୍ଦ୍ଦକଙ୍କୁ ଠକିଲା ସାବତ ଭାଇ

ମୁମ୍ବାଇ: ଭାରତୀୟ କ୍ରିକେଟର ଦୁଇ ଭାଇ ହାର୍ଦ୍ଦିକ ଓ କୃଣାଳ ପାଣ୍ଡ୍ୟାଙ୍କୁ ତାଙ୍କର ସାବତ ଭାଇ ବୈଭବ ପାଣ୍ଡ୍ୟା ଠକିଛନ୍ତି । ରିପୋର୍ଟ ମୁତାବକ ବୈଭବଙ୍କୁ ମୁମ୍ବାଇର ଇକୋନୋମିକ ଅଫେନ୍ସ ୱିଙ୍ଗ ଏହି ଘଟଣାରେ ଗିରଫ କରିଛି । ୨୦୨୧ରେ ଏହି ମାମଲା ରୁଜୁ ହୋଇଥିଲା । ବୈଭବ ସେମାନଙ୍କ ସହ ମିଶି…

ପ୍ୟାରିସ ଅଲିମ୍ପିକ୍ସ: ଟ୍ରାକ ଆଣ୍ଡ ଫିଲ୍ଡରେ ସ୍ୱର୍ଣ୍ଣ ବିଜେତାଙ୍କୁ ବିଶ୍ୱ ଆଥଲେଟିକ୍ସ ଦେବ ୪୨ ଲକ୍ଷ

ମୋନାକୋ: ପ୍ୟାରିସ ଅଲିମ୍ପିକ୍ସରେ ଟ୍ରାକ ଏବଂ ଫିଲ୍ମଡର ୪୮ ଇଭେଂଟରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ବିଶ୍ୱ ଆଥଲେଟିକ୍ସ ପାଖାପାଖି ୪୨ ଲକ୍ଷ ଟଙ୍କା ପୁରସ୍କାର ରାଶି ବାବଦକୁ ଦେବ । ଭାରତର ନୀରଜ ଚୋପ୍ରା ଭଲ ପ୍ରଦର୍ଶନ କରି ଏହି ପୁରସ୍କାର ହାତେଇ ପାରନ୍ତି । ଗତ ଅଲିମ୍ପିକ୍ସରେ ସେ ଜ୍ୟାଭେଲିନ…

ରୋହିତ, କୋହଲି ନୁହେଁ ଏହି ଖେଳାଳିଙ୍କୁ ବୋଲିଂ କରିବାକୁ ଭୟ କରୁଛନ୍ତି ବୁମରାହ

ମୁମ୍ବାଇ: ଭାରତର ଏକ ନମ୍ବର ପେସ ବୋଲର ଯଶପ୍ରୀତ ବୁମରାହ ଚଳିତ ଆଇପିଏଲରେ ମଧ୍ୟ ଘାତକ ବୋଲିଂ ପ୍ରଦର୍ଶନ ଜାରୀ କରିଛନ୍ତି । ଏବେ ବି ବ୍ୟାଟ୍ସମାନମାନେ ତାଙ୍କ ୟର୍କରର ଜବାବ ଖୋଜୁଛନ୍ତି । ତେବେ ବୁମରାହ କେଉଁ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବାକୁ ଭୟ କରୁଛନ୍ତି ତାର ଖୁଲାସା କରିଛନ୍ତି ।…

୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ଭେନ୍ୟୁ ଘୋଷଣା କଲା ଦକ୍ଷିଣ ଆଫ୍ରିକା

କେପଟାଉନ: ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ମିଳିତ ଭାବେ ଆୟୋଜିତ ହେବ । ଅକ୍ଟୋବରରୁ ଏହା ଆରମ୍ଭ ହେବ । ଚୂଡାନ୍ତ କାର୍ଯ୍ୟସୂଚୀ ଘୋଷଣା କରାଯାଇ ନ ଥିବା ବେଳେ ଏବେ କିନ୍ତୁ କେଉଁ ଭେନ୍ୟୁଗୁଡିକରେ ଏହା ଖେଳାଯିବ ତାହା ସ୍ପଷ୍ଟ ହୋଇଛି ।…