Latest Odisha News

BREAKING NEWS

Browsing Category

ଖେଳ

ସାନିଆ, ତା ପରେ ସନା ଜାଭେଦ ଏବେ ନୱାଲ ସଇଦଙ୍କ ଉପରେ ଶୋଏବଙ୍କ ନଜର

ଲାହୋର: ତିନି ଥର ବିବାହ କରିବା ପରେ ମଧ୍ୟ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ମନ ବୁଝୁ ନାହିଁ । ନିକଟରେ ପାକିସ୍ତାନୀ ଚ୍ୟାଟ ଶୋ ଲାଇଫ ଗ୍ରୀନ ଟିଭି ଏଂଟରଟେନମେଂଟକୁ ଅଭିନେତ୍ରୀ ନୱାଲ ସଇଦ ଏକ ସାକ୍ଷାତକାର ଦେବା ଅବସରରେ ଏହି ଖୁଲାସା କରିଛନ୍ତି । ଏଜାଜ ଅସଲମ ଓ ନାଦିୟା ଖାଁଙ୍କ ସହ…

ଫିଟ ହେଲେ ସୂର୍ଯ୍ୟକୁମାର: ମୁମ୍ବାଇ ଟିମ ସହିତ ଯୋଗ ଦେବେ ଖୁବ ଶୀଘ୍ର 

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟ୍ସମ୍ୟାଦ ସୂର୍ଯ୍ୟକୁମାର ଯାଦବ ଫିଟ ହୋଇଛନ୍ତି । ସେ ଖୁବ ଶୀଘ୍ର ଦଳ ସହିତ ଯୋଗ ଦେବେ ବୋଲି ଜଣାପଡିଛି । କ୍ରିକବଜ ରିପୋର୍ଟ ଅନୁସାରେ ନ୍ୟାଶନାଲ କ୍ରିକେଟ ଏକାଡେମୀ ସୂର୍ଯ୍ୟକୁମାରଙ୍କୁ ଫିଟ ଘୋଷଣା କରିଛି । ତେବେ ବିଧିବଦ୍ଧ ଭାବେ ଏ ସମ୍ପର୍କରେ…

ଧୀମା ବୋଲିଂ ହାର ନେଇ ଅଡୁଆରେ ପନ୍ତ, ହୋଇ ପାରନ୍ତି ବାସନ୍ଦ

କୋଲକାତା: ଚଳିତ ଆଇପିଏଲରେ ଧୀମା ବୋଲିଂ ହାର ନେଇ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ଦଣ୍ଡିତ ହୋଇଛନ୍ତି । ବୁଧବାର କେକେଆର ବିପକ୍ଷ ମ୍ୟାଚରେ ମଧ୍ୟ ଦିଲ୍ଲୀ ଟିମ ନିର୍ଦ୍ଧାରିତ ସମୟରେ ବୋଲିଂ ଶେଷ କରିପାରି ନ ଥିଲା । ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମୁକାବିଲାରେ…

ଆଗାମୀ ସିଜନରୁ ମୁମ୍ବାଇ ପକ୍ଷରୁ ରୋହିତ ଖେଳି ନ ପାରନ୍ତି

ମୁମ୍ବାଇ: ଚଳିତ ଆଇପିଏଲରେ ରୋହିତ ଶର୍ମାଙ୍କୁ ହଟେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି । ଦଳ ଏବେ କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହୋଇ ଚାପରେ ରହିଛି । ରିପୋର୍ଟ ମୁତାବକ ଅସନ୍ତୁଷ୍ଟ ରୋହିତ ଏହି ସିଜନ ପରେ ମୁମ୍ବାଇ…

ଆଇପିଏଲ ୨୦୨୪: ୩୫ କୋଟିରୁ ଅଧିକ ଦର୍ଶକ ଟିଭିରେ ଦେଖିସାରିଲେଣି

ମୁମ୍ବାଇ: ଚଳିତ ଆଇପିଏଲରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିଲକ୍ଷିତ ହୋଇଛି । ଏପରିକି ଟିଭିରେ ମଧ୍ୟ ଏହା ଗତ ସଂସ୍କରଣକୁ ପଛରେ ପକାଇ ଦେଇଛି । ରିପୋର୍ଟ ମୁତାବକ ପ୍ରଥମ ୧୦ ଦିନ ମୁକାବିଲାରେ ୩୫ କୋଟିରୁ ଅଧିକ ଦର୍ଶକ ଏହାକୁ ଉପଭୋଗ କରିଛନ୍ତି । ୧୬ଟି ସିଜନ ମଧ୍ୟରେ ଏତେ ଦର୍ଶକ…

୨୩ତମ ଉପ କନିଷ୍ଠ ଜାତୀୟ ଉଷୁ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ପଦକ ଆଣିଲେ କଳାହାଣ୍ଡିର ଭୌମିକ

କଳାହାଣ୍ଡି: ଗତ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ୨୩ତମ ଉପ କନିଷ୍ଠ ଜାତୀୟ ଉଷୁ ପ୍ରତିଯଗିତା ଜମ୍ମୁ ବିଶ୍ୱ ବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାରୁ ଜଣେ ଖେଳାଳୀ ଓ ଜଣେ ଅଫିସିଆଲ ସହିତ ୩୯ ଜଣ ଓଡ଼ିଶା ଦଳରେ ସାମିଲ ଥିଲେ। କଳାହାଣ୍ଡିର ଭୌମିକ ଭାରଦ୍ୱାଜ ଭୋଇ ପାରମ୍ପରିକ…

ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୧୮୦ରୁ ଊର୍ଦ୍ଧ୍ୱ ରନ ଚେଜ କରି ୯୦ ପ୍ରତିଶତ ମ୍ୟାଚ ହାରିଛି ଆରସିବି

ବାଙ୍ଗାଲୋର: ଆଇପିଏଲର ଚଳିତ ସଂସ୍କରଣରେ ସବୁଥର ପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପ୍ରଶଂସକଙ୍କୁ ନିରାଶ କରିବା ଆରମ୍ଭ କରିଛି । ୪ଟି ମ୍ୟାଚରେ ଦଳ ୩ଟିରେ ପରାଜିତ ହୋଇଛି । ୨୦୧୪ ପରଠାରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଟିମ ୧୮୦ରୁ ଊର୍ଦ୍ଧ୍ୱ ରନ ଚେଜ କରି ୯୦ ପ୍ରତିଶତ ମ୍ୟାଚ…

ଆଇପିଏଲ ୨୦୨୪: ଆଘାତ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରିଲେ ଶିଭମ ମାଭି

ମୁମ୍ବାଇ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ଝଟକା ଲାଗିଛି । ଆଘାତ ସମସ୍ୟା ଯୋଗୁ ପେସ ବୋଲର ଶିଭମ ମାଭି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ଲକ୍ଷ୍ନୌ ପକ୍ଷରୁ ବିଧିବଦ୍ଧ ଭାବେ ଏହି ସୂଚନା ଦିଆଯାଇଛି । ସିଜନ ଆରମ୍ଭରୁ ଅଭିଜ୍ଞ ପେସ ବୋଲର ମହମ୍ମଦ ସାମୀ ଓହରି…

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସୁଯୋଗ ପାଇବେ କି ମୟଙ୍କ ଯାଦବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମୟଙ୍କ ଯାଦବଙ୍କ ବୋଲିଂ ଏବେ ଚହଳ ସୃଷ୍ଟି କରିଛି । ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ତାଙ୍କର ଘାତକ ଓ ସଠିକ ବୋଲିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ବେଙ୍ଗାଲୁର ବିପକ୍ଷରେ ୪ ଓଭରରେ ୧୪ ରନ ଦେଇ ସେ ୩ଟି ୱିକେଟ ଅକ୍ତିଆର କରି…

ଟି୨୦ ବିଶ୍ୱକପ ଖେଳିବେନି ବେନ ଷ୍ଟୋକ୍ସ

ଲଣ୍ଡନ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଇଂଲଣ୍ଡ ଟିମକୁ ବଡ ଝଟକା ଲାଗିଛି । ବେନ ଷ୍ଟୋକ୍ସ ଏହି ବିଶ୍ୱକପ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଫଳରେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି ତଥା ଟେଷ୍ଟ ଟିମର ଅଧିନାୟକ ଫିଟନେସ ବଜାୟ ରଖିବା ପାଇଁ ଏହି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ।…