Latest Odisha News

BREAKING NEWS

Browsing Category

ଖେଳ

କ୍ରିକେଟର ମୀନା ବଜାରରେ ରୋହିତଙ୍କୁ ହରାଇଲା କି ମୁମ୍ବାଇ ଇଣ୍ଡିଆନ୍ସ

ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ ମ୍ୟାଚରେ ୪ ବିଜୟ ହାସଲ କରି ୮ ପଂଏଟ ସହ ୧୦ମ ସ୍ଥାନରେ ଅଭିଯାନ ଶେଷ କରିଛି । ରୋହିତ ଶର୍ମାଙ୍କୁ ହଟାଇବା ମୁମ୍ବାଇର ମସ୍ତବଡ ଭୁଲ ହୋଇଥିବା ପ୍ରମାଣିତ ହୋଇଛି । କ୍ରିକେଟରର ମୀନାବଜାରରେ କେବଳ ରୋହିତ ନୁହେଁ,…

ଆଇଟିଏଫ ଜୁନିୟର ଗ୍ରାଣ୍ଡସ୍ଲାମ ଡେଭେଲପମେଂଟ ପ୍ରୋଗ୍ରାମ ପାଇଁ ଚୟନ ହେଲେ ଓଡିଶାର ଆହାନ

ଭୁବନେଶ୍ୱର: ଓଡିଶାର ଉଦୀୟମାନ ବାଳିକା ଟେନିସ ଖେଳାଳି ଆହାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଆନ୍ତର୍ଜାତୀୟ ଟେନିସ ଫେଡେରେଶନ ଜୁନିୟର ଗ୍ରାଣ୍ଡ ସ୍ଲାମ ପ୍ଲେୟାର ଡେଭେଲପମେଂଟ ପ୍ରୋଗ୍ରାମ ୟୁରୋପ ପାଇଁ ମନୋନୀତ ହୋଇଛନ୍ତି । ଏସୀୟ ଦେଶଗୁଡିକ ମଧ୍ୟରୁ ୧୪ ବର୍ଷୀୟା ଆହାନଙ୍କ…

ସପରିବାର ବେଙ୍ଗାଲୁରରେ ପଂହଚିଲେ ଧୋନୀ, ନେବେ କି ଅବସର !

ବେଙ୍ଗାଲୁର: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପତ୍ନୀ ସାକ୍ଷୀ ଓ ଝିଅ ଜୀଭା ସହ ବେଙ୍ଗାଲୁରରେ ପଂହଚିଛନ୍ତି । ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ମେ ୧୮ରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ…

ହାର୍ଦ୍ଦିକଙ୍କୁ ଟିମରେ ନେବା ସପକ୍ଷରେ ନ ଥିଲେ ରୋହିତ, ଅଗରକର

ନୂଆଦିଲ୍ଲୀ:ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଟିମର ଘୋଷଣା ହୋଇ ସାରିଛି । ତେବେ ଏହି ଟିମ ଚୟନ ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ନେବାକୁ ଅଧିନାୟକ ରୋହିତ ଶର୍ମା ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଚାହୁଁ ନ ଥିଲେ ବୋଲି ରିପୋର୍ଟ ପ୍ରକାଶ ପାଉଛି । ଚୟନ କମିଟି ଚାପରେ ପଡି ହାର୍ଦ୍ଦିକଙ୍କୁ…

ଯିବେ ଦେଶୀ, ଆସିବେ ବିଦେଶୀ?

ଭୁବନେଶ୍ବର : ବିଶ୍ୱରେ ଭାରତ ଏକମାତ୍ର କ୍ରିକେଟ ଦଳ, ଯାହାର ଅଧିନାୟକ ଓ କୋଚଙ୍କୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ଭାରତୀୟ କ୍ରିକେଟ୍ ଟିମର କୋଚ୍ ଥିବା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତାଙ୍କ ସ୍ଥାନରେ ବୋର୍ଡ କାହାକୁ ଟିମର ନୂଆ କୋଚ୍ କରିବ, ସେନେଇ ଆରମ୍ଭ…

ଅବସର କେବେ ନେବେ ସୂଚନା ଦେଲେ କୋହଲି

ବେଙ୍ଗାଲୁର: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲି ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ରହିଛନ୍ତି । ସେ ୧୩ ମ୍ୟାଚରୁ ୬୬୧ ରନ କରିଛନ୍ତି । ଆଗକୁ ଟି୨୦ ବିଶ୍ୱକପରେ ତାଙ୍କଠାରୁ ସ୍ମରଣୀୟ ପ୍ରଦର୍ଶନ ଆଶା କରାଯାଉଛି । ଏବେ ସେ ଆନ୍ତର୍ଜାତୀୟ କ୍ରିକେଟରୁ କେବେ ଅବସର ନେବେ ସେ…

ଅବସର ଘୋଷଣା କଲେ ଭାରତର ମହାନ ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଟିମର ଅଧିନାୟକ ତଥା ମହାନ ଖେଳାଳି ସୁନୀଲ ଛେତ୍ରୀ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । ଜୁନ ୬ରେ ଖେଳାଯିବାକୁ ଥିବା କୁଏଟ ବିପକ୍ଷ ମୁକାବିଲା ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ହେବ । ସୋସିଆଲ ମିଡିଆ ଆକାଂଉଟ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କୁ…

ଫେଡେରେଶନ କପ ଆଥଲେଟିକ୍ସ: କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ଅଲିମ୍ପିକ ପଦକ ବିଜେତା ନୀରଜ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଫେଡେରେଶନ କପ ଆଥଲେଟିକ୍ସରେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଷ୍ଟାର ଆଥଲେଟ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରି ପ୍ରଶଂସକଙ୍କ ମନ ଜିଣିଛନ୍ତି । ଜାଭେଲିନ ଥ୍ରୋୟର ନୀରଜ ୮୨.୨୭ ମିଟର ଦୂରତାକୁ ଥ୍ରୋ କରି ସ୍ୱର୍ଣ୍ଣ ପଦକ ହାସଲ…

ଆଗାମୀ ଆଇପିଏଲରେ ଏହି ଟିମକୁ ଯାଇ ପାରନ୍ତି ରୋହିତ

ମୁମ୍ବାଇ: ଆଇପିଏଲର ଚଳିତ ସଂସ୍କରଣ ଶେଷ ପର୍ଯ୍ୟାୟରେ ପଂହଚିଛି । ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏଥର ପ୍ଲେ ଅଫକୁ ଉନ୍ନୀତ ହୋଇ ପାରିନି । ରୋହିତ ଶର୍ମାଙ୍କ ବଦଳରେ ମୁମ୍ବାଇ ଏଥର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା । ରିପୋର୍ଟ ମୁତାବକ ରୋହିତ ଆଗାମୀ ସଂସ୍କରଣରେ…

ହାର୍ଦ୍ଦିକଙ୍କୁ ସମାଲୋଚନା କରିବା ନେଇ ଡିଭିଲର୍ସ, ପିଟରସନଙ୍କ ଉପରେ ରାଗିଲେ ଗମ୍ଭୀର

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ପ୍ଲେ ଅଫରେ ପ୍ରବେଶ କରିବାରେ ବିଫଳ ହୋଇଛି । ରୋହିତ ଶର୍ମାଙ୍କୁ ହଟେଇ ହାର୍ଦ୍ଦିକଙ୍କ ଅଧିନାୟକ କରାଯିବା ଏହାର ମୂଳ କାରଣ ଭାବେ ବିବେଚନା କରାଯାଇଛି । ଏହା…