Latest Odisha News

BREAKING NEWS

Browsing Category

ଖେଳ

ଘରୋଇ କ୍ରିକେଟରେ ବଡ ଧରଣର ପରିବର୍ତନ କରିବାକୁ ଯାଉଛି ବିସିସିଆଇ, ଉଠିଯିବ ଟସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଘରୋଇ କ୍ରିକେଟରେ ବଡ ଧରଣର ପରିବର୍ତନ କରିବାକୁ ଯାଉଛି । ୨୦୨୪-୨୫ ଘରୋଇ ସିଜନରେ ଏହି ପରିବର୍ତନ ହେବା ନେଇ ରିପୋର୍ଟ ପ୍ରକାଶ ପାଇଛି । ବିସିସିଆଇ ସେକ୍ରେଟାରୀ ଜୟ ଶାହ, ଅଧିନାୟକ ରୋହିତ ଶର୍ମା, ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର, କୋଚ…

ପନ୍ତ ଗୋଟିଏ ମ୍ୟାଚରୁ ବାସନ୍ଦ, ଆରସିବି ବିପକ୍ଷରେ ଖେଳିବେନି

ନୂଆଦିଲ୍ଲୀ: ଆଇପିଏଲ ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଛି । ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷ ମ୍ୟାଚରେ ଖେଳିବେନି । ଧୀମା ବୋଲିଂ ହାର ଯୋଗୁ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରାଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସ ମେ ୭ରେ…

କଳିଙ୍ଗ ଷ୍ଟାଡିୟମରେ ଲାଗିବ ଆଥଲେଟଙ୍କ ମେଳା: ନୀରଜ ଚୋପ୍ରା, କିଶୋର ଜେନା ହେବେ ମୂଖ୍ୟ ଆକର୍ଷଣ

ଭୁବନେଶ୍ୱର: ସିଜନର ପ୍ରଥମ ଘରୋଇ ଟ୍ରାକ ଆଣ୍ଡ ଫିଲ୍ଡ ପ୍ରତିଯୋଗିତା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି । ଦେଶର ପ୍ରତିଷ୍ଠିତ ଆଥଲେଟ ଏଥିରେ ଅଂଶଗ୍ରହଣ କରିବେ । ଏହି ଆଥଲେଟ ମେଳାରେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଓ ଓଡିଶାର କିଶୋର ଜେନା ମୂଖ୍ୟ…

`ଅବ୍ କି ବାର୍ ୪୦୦ ପାର୍’

ଭୁବନେଶ୍ବର : ଟେଷ୍ଟ କ୍ରିକେଟ୍‌ରେ ଦ୍ୱିଶତକ ଓ ତ୍ରିଶତକ ତ ଅନେକ ଦେଖିଥିବେ । କିନ୍ତୁ ୪୦୦ ରନ୍‌ର ରେକର୍ଡ ମାତ୍ର ଥରେ ଦେଖିବାକୁ ମିଳିଛି । ଏହି ବିରଳ ରେକର୍ଡ ରହିଛି ଦୁନିଆର ଅନ୍ୟତମ ମହାନ କ୍ରିକେଟର୍ ବ୍ରାଏନ୍ ଚାର୍ଲସ ଲାରାଙ୍କ ନାଁରେ । ୱେଷ୍ଟଇଣ୍ଡିଜର ଷ୍ଟାଇଲିସ ବାମହାତୀ ବ୍ୟାଟରଙ୍କ…

ଭାଇରାଲ ହେଉଛି ରୋହିତ ଓ ଅଭିଷେକଙ୍କ ଆଲୋଚନା

ମୁମ୍ବାଇ: ଚଳିତ ଆଇପିଏଲରେ ଶନିବାର କୋଲକାତା ନାଇଟ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମୁକାବିଲା ପୂର୍ବରୁ ରୋହିତ ଶର୍ମା ଓ ଅଭିଷେକ ନାୟାରଙ୍କ ଆଲୋଚନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେକେଆର ଉଭୟଙ୍କ ଆଲୋଚନା ସମ୍ପର୍କୀତ ଭିଡିଓ ଶେୟାର କରିଥିଲା…

ଦୋହା ଡାଇମଣ୍ଡ ଲିଗ: ନୀରଜଙ୍କୁ ରୌପ୍ୟ, କିଶୋର ୯ମ

ନୂଆଦିଲ୍ଲୀ: ଦୋହା ଡାଇମଣ୍ଡ ଲିଗ ଆଥଲେଟିକ୍ସରେ ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ୬ ରାଉଣ୍ଡରେ ସେ ୮୮.୩୬ ମିଟର ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ଚେକ ରିପବ୍ଲିକର ଜ୍ୟାକବ ୱାଦଲେଚ ୮୮.୩୮ ମିଟର ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି…

ସଫଳତାର ସହ ଉଦଯାପିତ ହେଲା ଜେ୩୦ ଆଇଟିଏଫ ଟେନିସ ଟୁର

ଭୁବନେଶ୍ୱର: ଜେ ୩୦ ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର ଜୁନିୟର ୨୦୨୪ ଏଠାରେ ସଫଳତାର ସହ ଉଦଯାପିତ ହୋଇଛି । ଆଇଟା, ଓଡିଶା ସରକାର ଓ ଓଟିଏ ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା । କାନାଡା, ନେପାଳ, ବାଂଲାଦେଶ, ଆମେରିକା ଓ ଭାରତର ୧୧୫ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ବାଳକ…

ଈଶାନ, ଶ୍ରେୟାଶ ଘଟଣାରେ ଦୋଷ ଝାଡିଲେ ଜୟଶାହ

ନୂଆଦିଲ୍ଲୀ: ଈଶାନ କିଶାନ ଓ ଶ୍ରେୟାଶ ଆୟାରଙ୍କୁ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ଦେବା ଘଟଣାରେ ବିସିସିଆଇ ସେକ୍ରେଟାରୀ ଜୟ ଶାହ ନିଜ ଦୋଷ ଝାଡିଛନ୍ତି । ସେ କହିଛନ୍ତି ସେମାନଙ୍କୁ ଏଥିରୁ ବାଦ ଦେବା ନିଷ୍ପତି ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଥିଲା । ଏଥିରେ ମୋର କୌଣସି ଭୂମିକା ନାହିଁ ।…

ମହିଳା ରେସଲର ଯୌନ ଉତ୍ପୀଡନ ମାମଲା: ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ

ନୂଆଦିଲ୍ଲୀ: ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ଅଧ୍ୟକ୍ଷ ଓ ବିଜେପି ଏମପି ବ୍ରିଜଭୂଷଣ ସିଂଙ୍କ ଅଡୁଆ ବଢ଼ିଛି । ରାଉଜ ରେଭିନ୍ୟୁ କୋର୍ଟ ଶୁକ୍ରବାର ମହିଳା ରେସଲରଙ୍କ ଦ୍ୱାରା ତାଙ୍କ ବିରୋଧରେ ଲଗା ଯାଇଥିବା ଯୌନ ଉତ୍ପୀଡନ ମାମଲାରେ ଚାର୍ଜ ଫ୍ରେମ ଦାଖଲ କରିଛନ୍ତି । ଏ ପର୍ଯ୍ୟନ୍ତ ୫ ଜଣ…

ଅଲବିଦା କହିବେ ରୋହିତ-ବିରାଟ !

ଭୁବନେଶ୍ବର : ୮ ମାସର ବ୍ୟବଧାନରେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ବିଶ୍ୱକପ୍ । କ୍ରିକେଟ୍ ମହାକୁମ୍ଭ ଆସିବା ମାତ୍ରେ ଦୁଇ ଭାରତୀୟଙ୍କ ଉପରେ ଥାଏ ଅଧିକ ନଜର । ଜଣେ ରୋହିତ ଶର୍ମା ଓ ଆଉ ଜଣେ ବିରାଟ କୋହଲି । ଦିନେ ସଚିନ ତେନ୍ଦୁଲକରଙ୍କ ବିନା ଯେମିତି କ୍ରିକେଟ୍ ଅସମ୍ଭବ ବୋଲି ଲାଗୁଥିଲା । ଏବେ…