Latest Odisha News

BREAKING NEWS

Browsing Category

ଖେଳ

ଟି୨୦ ବିଶ୍ୱକପ: ଦ୍ୱିତୀୟ ସେମିଫାଇନାଲ ପାଇଁ ନାହିଁ ରିଜର୍ଭ ଦିବସ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ରିଜର୍ଭ ଦିବସ ନାହିଁ । ଆଇସିସି ପକ୍ଷରୁ ଏହା ଘୋଷଣା କରାଯିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଆଇସିସି ଏହାର ସମାଧାନର ରାସ୍ତା ଖୋଜୁଛି । ଦ୍ୱିତୀୟ ସେମିଫାଇନାଲରେ ବର୍ଷା କିମ୍ବା ଅନ୍ୟ କୌଣସି ଅସୁବିଧା…

ନୈଶ୍ୟ ଭୋଜିରେ ରାହୁଲଙ୍କୁ କୁଣ୍ଢେଇ ପକାଇଲେ ସଞ୍ଜୀବ ଗୋୟନକା

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ମାଲିକ ସଞ୍ଜୀବ ଗୋୟନକା ଓ କ୍ରିକେଟର କେଏଲ ରାହୁଲଙ୍କ ମଧ୍ୟରେ ଉପୁଜିଥିବା ବେଶ ଚର୍ଚ୍ଚାର କାରଣ ସାଜିଥିଲା । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଲକ୍ଷ୍ନୌ ଶୋଚନୀୟ ଭାବେ ପରାଜିତ ହେବା ପରେ ରାହୁଲଙ୍କ ଉପରେ ସଞ୍ଜୀବ ବିରକ୍ତ…

କୋଚ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ନୂତନ କୋଚ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଭାରତୀୟ ସିନିୟର ପୁରୁଷ ଟିମର କୋଚ ଦାୟିତ୍ୱ ଏବେ ରାହୁଲ ଡ୍ରାଭିଡ ତୁଲାଉଛନ୍ତି । ତାଙ୍କ କାର୍ଯ୍ୟକାଳ ଜୁନରେ ଶେଷ ହେବ । ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ ପରେ…

ଆଇପିଏଲ: ଏହି ୪ ଜଣଙ୍କ ହାତରୁ ଯାଇପାରେ ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ: ଏଥର ଆଇପିଏଲରେ ଭାରତୀୟ ଇତିହାସର ୩ ମହାନ ଖେଳାଳି ଏମଏସ ଧୋନୀ, ବିରାଟ କୋହଲି ଓ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇ ନାହାନ୍ତି । ୨୦୨୫ ଆଇପିଏଲ ପୂର୍ବରୁ ମେଗା ନିଲାମ ହେବ । ପ୍ରାୟ ସମସ୍ତ ଟିମର ରୂପରେଖ ବଦଳିଯିବ । ଫ୍ରାଂଚାଇଜରମାନେ ଆଗାମୀ ୧୦ ବର୍ଷକୁ ଆଖି ଆଗରେ ରଖି…

ରାହୁଲଙ୍କ ଘଟଣାରେ ସଞ୍ଜୀବ ଗୋୟନକାଙ୍କୁ ଟାର୍ଗେଟ କଲେ ସେହ୍ୱାଗ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ସଞ୍ଜୀବ ଗୋୟନିକା ଓ କେଏଲ ରାହୁଲଙ୍କ ବିବାଦୀୟ ମାମଲା କମିବାରେ ନାମ ଧରୁନି । ଏବେ ଏହି ଘଟଣାରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ମୁହଁ ଖୋଲିଛନ୍ତିି । ସେ କହିଛନ୍ତି ଟିମ ମାଲିକ ସିଧାସଳଖ ଖେଳାଳି ଏବଂ ଅଧିନାୟକଙ୍କ ସହ ଆଲୋଚନା କରିବା…

ଆଇପିଏଲରୁ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରୁଛନ୍ତି ଇଂଲଣ୍ଡ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ପରେ ପରେ ଟି୨୦ ବିଶ୍ୱକପ କ୍ରିକେଟ ଆରମ୍ଭ ହେବ । ସମସ୍ତ ଟିମ ଏଥିନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତେବେ ଆଇପିଏଲ ଅଧାରୁ ଇଂଲଣ୍ଡର ଅଧିକାଂଶ ଖେଳାଳି ସ୍ୱଦେଶ ପ୍ରତ୍ୟାବର୍ତନ କରିବା ଟିମଗୁଡିକୁ ହଇରାଣରେ ପକାଇଛି । ୧ ଜୁନରୁ ବିଶ୍ୱକପ ଆରମ୍ଭ ହେବ । ଏହା ପୂର୍ବରୁ…

ରେକର୍ଡ ଭାଙ୍ଗିବା ପୂର୍ବରୁ ଅବସର !

ଭୁବନେଶ୍ବର : ଲାଗୁଥିଲା ସଚିନ ତେନ୍ଦୁଲକର ଓ ମୁଥିଆ ମୁରଲିଧରନଙ୍କ ରେକର୍ଡ ଭାଙ୍ଗିଦେବେ । ଆଉ ତା’ପରେ କ୍ରିକେଟ୍ ଜଗତରୁ ନେବେ ବିଦାୟ । କିନ୍ତୁ ଟେଷ୍ଟ କ୍ରିକେଟ୍‌ରେ ସୁରକ୍ଷିତ ରହିବ ସଚିନ ଓ ମୁରଲିଧରନଙ୍କ ରେକର୍ଡ । ତେବେ କିଏ ଭାଙ୍ଗିଥାନ୍ତା ଦୁନିଆର ଏହି ଦୁଇ ମହାନ କ୍ରିକେଟରଙ୍କ ଟେଷ୍ଟ…

ଶେଷ ହୋଇଗଲା କି ଏମଏସ ଧୋନୀଙ୍କ ଆଇପିଏଲ କ୍ୟାରିୟର?

ଚେନ୍ନାଇ: ଚଳତି ଇଣ୍ଡିଆନ ପ୍ରିମିୟର ଲିଗରେ ରାଜସ୍ଥାନ ରୟାଲ୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗସ ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି । ତେବେ ଏହି ମ୍ୟାଚ ପୂର୍ବରୁ ଏମଏସ ଧୋନୀଙ୍କ ଅବସର ଚର୍ଚ୍ଚା ବେଶ ଜୋର ଧରିଥିଲା । ଷ୍ଟାଡିୟମର ପରିବେଶ ଓ ପରିସ୍ଥିତି ଏହା ସୂଚାଉଥିଲା । ଚେନ୍ନାଇ ଚଳିତ…

ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବୀତ କଲା ଚେନ୍ନାଇ

ଚେନ୍ନାଇ: ଚଳିତ ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୫ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ଟସ ଜିତି ଚେନ୍ନାଇ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୧୪୨…

ଟି୨୦ ବିଶ୍ୱକପ: ରୋହିତ, ହାର୍ଦ୍ଦିକଙ୍କ ଫର୍ମ ସାଜିଛି ଚିନ୍ତାର କାରଣ

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ଆରମ୍ଭ ହେବାକୁ ଆଉ ହାତ ଗଣତି ଦିନ ବାକି ରହିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା ହୋଇ ସାରିଛି । ଆଇପିଏଲ ଆରମ୍ଭରେ ରୋହିତ ଭଲ ଫର୍ମରେ ଥିବା ବେଳେ ଶେଷ ଆଡକୁ ତାଙ୍କ ପ୍ରଦର୍ଶନ ଟିମ ମ୍ୟାନେଜମେଂଟର ଚିନ୍ତାର କାରଣ ସାଜିଛି । ସେ ୧୩ଟି…