Latest Odisha News

BREAKING NEWS

Browsing Category

ଖେଳ

ଗାଭାସ୍କରଙ୍କ ବଡ ବୟାନ: ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ ବି ଟିମ ଇଣ୍ଡିଆ ମ୍ୟାଚ ଜିତି ପାରିବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ସୁନୀଲ ଗାଭାସ୍କର ଅବସର ନେବା ପରେ ସର୍ବଦା ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଭାରତୀୟ କ୍ରିକେଟ ଏବଂ ଷ୍ଟାର କଲଚରକୁ ସେ ସର୍ବଦା ଟାର୍ଗେଟ କରି ଆସିଛନ୍ତି । ଏବେ ଏକ ସାକ୍ଷାତକାରରେ ସେ କହିଛନ୍ତି, କୌଣସି ବଡ ଖେଳାଳି ଭୁଲରେ ବି…

ଚହଲଙ୍କୁ କାନ୍ଧରେ ପକାଇ ବୁଲାଇଲେ ରେସଲର ସଙ୍ଗୀତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ କାନ୍ଧରେ ପକାଇ ମହିଳା ରେସଲର ସଙ୍ଗୀତା ଫୋଗଟ ବୁଲାଇବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମଜାଦାର ଭିଡିଓ ଶୁଟ କରିବା ପରେ ଚହଲଙ୍କ ମୁଣ୍ଡ ବୁଲାଇ ହୋଇ ଯାଇଥିଲା । ଉଭୟ ଅବଶ୍ୟ ମଜା ପାଇଁ ଏହା…

ଏବେ ବି ଶ୍ରେୟାଶ, ଈଶାନଙ୍କ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବାର୍ଷିକ ସେଂଟ୍ରାଲ କଂଟ୍ରାକ୍ଟରୁ ଈଶାନ କିଶାନ ଓ ଶ୍ରେୟାଶ ଆୟାରଙ୍କୁ ବାହାର କରିଛିି । ଯାହା ଏକ ଚର୍ଚ୍ଚାର କାରଣ ସାଜିଛି । ଦୁଇ ଜଣ ଯାକ ପ୍ରତିଭାବାନ ଖେଳାଳି ହୋଇଥିଲେ ମଧ୍ୟ ଦାୟିତ୍ୱହୀନତା ଏବଂ ଉତ୍ସର୍ଗୀକୃତ ମନୋଭାବର ଅଭାବ ଯୋଗୁ…

୧୫ ମାସ ମଧ୍ୟରେ ୩ଟି ଆଇସିସି ଟ୍ରଫି ଜିତିବା ପାଇଁ ଭାରତ ନିକଟରେ ରହିଛି ସୁଯୋଗ

ନୂଆଦିଲ୍ଲୀ: ଗତ ବର୍ଷ ନଭେମ୍ବରରେ ଦିନିକିଆ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ହାରିବା ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ଏଥିସହ ୧୧ ବର୍ଷ ହେବ ଭାରତର ଆଇସିସି ଟ୍ରଫି ଜିତିବା ଆଶା ଧୂଳିସାତ ହୋଇଛି । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ନିକଟରେ ଏବେ ୧୫ ମାସ ମଧ୍ୟରେ ୩ଟି ଆଇସିସି…

ପରିବାର ସହ ଥାଇଲାଣ୍ଡରେ ମଜା ଉଠାଉଛନ୍ତି ଫେଡେରର, ଭାଇରାଲ ହେଲା ପତ୍ନୀଙ୍କ ପାଦ ଫଟୋ

ବ୍ୟାଙ୍କକ: ସୁଇଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ତାଙ୍କ ପରିବାର ସହ ଥାଇଲାଣ୍ଡରେ ମଜା ଉଠାଉଛନ୍ତି । ୨୦୨୨ରେ ଅବସର ଘୋଷଣା କରିଥିବା ଫେଡେରର ଏହି ଅବସରରେ ଅନେକଗୁଡିଏ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ଏହା ମଧ୍ୟରେ ତାଙ୍କ ପତ୍ନୀ ମିର୍କାଙ୍କ ପାଦ ଫଟୋ ସୋସିଆଲ…

ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତନ କରିବା ପାଇଁ ଏହି ୫ ଖେଳାଳିଙ୍କ ପାଇଁ ଆଇପିଏଲ ଶେଷ ସୁଯୋଗ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆଇପିଏଲ ୨୦୨୪ ସଂସ୍କରଣ ଆରମ୍ଭ ହେବ । ଟିମ ଇଣ୍ଡିଆରୁ ବାଦ ପଡିଥିବା କେତେକ ଖେଳାଳିଙ୍କ ପାଇଁ ଏହି ଆଇପିଏଲ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଏଥିରେ ଭଲ ପ୍ରଦର୍ଶନ କରି ସେମାନେ ଟିମ ଇଣ୍ଡିଆକୁ ଫେରିବା ପାଇଁ ଉଦ୍ୟମ କରିବେ । ବିସ୍ଫୋଟକ ବ୍ୟାଟ୍ସମ୍ୟାନ ରାହୁଲ…

ଏହି ଦିନ ଟି୨୦ ବିଶ୍ୱକପ ପାଇଁ ଘୋଷଣା ହେବା ଭାରତୀୟ ଟିମ

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ଜୁନ ୨ରୁ ଆରମ୍ଭ ହେବାକୁ ଯାଉଛି । ଏଥିନେଇ କ୍ରୀଡାସୂଚୀ ମଧ୍ୟ ପୂର୍ବରୁ ଜାରୀ ହୋଇ ସାରିଛି । ରିପୋର୍ଟ ମୁତାବକ ଭାରତ ଏଥିପାଇଁ ଚୂଡାନ୍ତ ଦଳ ମେ ୧ ତାରିଖ ସୁଦ୍ଧା ଘୋଷଣା କରିବ । ଅବଶ୍ୟ ବିଧିବଦ୍ଧ ଭାବେ ଏ ନେଇ ବିସିସିଆଇ ପକ୍ଷରୁ କୌଣସି ଘୋଷଣା…

୪୮ ବର୍ଷରେ ତୃତୀୟ ସନ୍ତାନର ବାପା ହେଲେ ସୋଏବ ଅଖତାର

ଲାହୋର: ପାକିସ୍ତାନର ପୂର୍ବତନ ପେସ ବୋଲର ସୋଏବ ଅଖତାର ୪୮ ବର୍ଷ ବୟସରେ ତୃତୀୟ ଥର ପାଇଁ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ମାର୍ଚ୍ଚ ୧ରେ ତାଙ୍କ ପତ୍ନୀ ରୁବାବ ଖାଁ ଏକ କନ୍ୟା ସନ୍ତାନର ମାଆ ହୋଇଥିଲେ । ସୋଏବ ସୋସିଆଲ ମିଡିଆରେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି ।…

ଟେଷ୍ଟ କ୍ରିକେଟ: ଏହି ରେକର୍ଡରେ ଭାରତ, ଦକ୍ଷିଣ ଆଫ୍ରିକାକୁ ପଛରେ ପକାଇଲା ଆୟର୍ଲାଣ୍ଡ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ପରାସ୍ତ କରି ଆୟର୍ଲାଣ୍ଡ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ବିଜୟ ହାସଲ କରିଛି । ୮ଟି ମ୍ୟାଚ ପରେ ଦଳ ଏହି ସଫଳତା ପାଇଛି । ତେବେ ଆୟର୍ଲାଣ୍ଡ ଅନେକ ବଡ ଟିମକୁ କମ ମ୍ୟାଚରେ ବିଜୟ ହାସଲ କରି ପଛରେ ପକାଇ ଦେଇଛନ୍ତି । ନ୍ୟୁଜିଲାଣ୍ଡକୁ ୪୫,…

ଈଶାନ, ଶ୍ରେୟାଶଙ୍କ ଉପରେ ବିସିସିଆଇ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କଲେ କପିଳ ଦେବ

ନୂଆଦିଲ୍ଲୀ: ଈଶାନ କିଶାନ ଓ ଶ୍ରେୟାଶ ଆୟାରଙ୍କ ଉପରେ ବିସିସିଆକୁ କାର୍ଯ୍ୟାନୁଷ୍ଠାନ ଭାରତର ପୂର୍ବତନ ବିଶ୍ୱବିଜେତା ଅଧିନାୟକ କପିଳ ଦେବ ପ୍ରଶଂସା କରିଛନ୍ତି । ଏହି ପଦକ୍ଷେପ ନିଶ୍ଚିତ ଭାବେ ଖେଳାଳିଙ୍କୁ କଷ୍ଟ ଦେବ ଏହା ସତ୍ୟ । ମାତ୍ର ଦେଶଠାରୁ ବଡ କିଛି ନାହିଁ ଏହା ଖେଳାଳିମାନେ ବୁଝିବା…