Latest Odisha News

BREAKING NEWS

Browsing Category

ଖେଳ

ନୂତନ କୀର୍ତିମାନ ପାଇଁ ରୋହିତଙ୍କୁ ଆବଶ୍ୟକ ୬ ଛକା

ଧର୍ମଶାଳା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ କ୍ରିକେଟ ଟେଷ୍ଟ ଧର୍ମଶାଳାରେ ଖେଳାଯିବ । ଏହି ମ୍ୟାଚରେ ଭାରତର ଅଧିନାୟକ ତଥା ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଏକ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ବିଶ୍ୱ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୬୦୦ ଛକା ମାରି ରେକର୍ଡ କରିବା ପାଇଁ…

ୱାଗନରଙ୍କୁ ଅବସର ନେବା ପାଇଁ ପକାଯାଇଥିଲା ଚାପ

ଅକଲାଣ୍ଡ: ନ୍ୟୁଜିଲାଣ୍ଡର ପେସ ବୋଲର ନୀଲ ୱାଗନର ଗତ ସପ୍ତାହରେ ଅବସର ଘୋଷଣା କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଆରମ୍ଭ ହେବା ପୂର୍ବରୁ ୩୭ ବର୍ଷୀୟ ୱାଗନର ଅବସର ଘୋଷଣା କରିଥିଲେ । ସେ ସମୟରେ ତାଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ପୂର୍ବତନ ଅଧିନାୟକ ରସ ଟେଲର ତାଙ୍କ ଅବସର ନେଇ ଏକ…

ମ୍ୟାଚ ବେଳେ ମୁଣ୍ଡରେ ଆଘାତ ଲାଗି ଚାଲିଗଲା ମହିଳା ଜୁଡୋକାଙ୍କ ଜୀବନ

କରାଚୀ: ପାକିସ୍ତାନରେ ଉଦୀୟମାନ ମହିଳା ଜୁଡୋକାଙ୍କ ମ୍ୟାଚ ଅବସରରେ ମୃତ୍ୟୁ ଘଟିଛି । ୨୦ ବର୍ଷୀୟ ଫିଜା ଶେର ଅଲୀ ୟୁଥ ଟ୍ୟାଲେଂଟ ହଂଟ ପ୍ରୋଗ୍ରାମରେ ଅଂଶଗ୍ରହଣ କରୁଥିବା ବେଳେ ଏହି ଅଘଟଣ ଘଟିଛି । ଖାଇବାର ପଖତୁନଖାର ଏହି ଜୁଡୋକୋ ୪୪ କିଗ୍ରା ବିଭାଗରେ ଅଂଶଗ୍ରହଣ କରିଥିଲେ । ମ୍ୟାଚ ବେଳେ…

ପାକିସ୍ତାନୀ ବକ୍ସର ସାଥୀ ମହିଳା ଖେଳାଳିଙ୍କ ନିକଟରୁ କଲେ ଚୋରୀ

ଲାହୋର: ପାକିସ୍ତାନର ଜନୈକ ବକ୍ସର ଇଟାଲୀରେ ଏ ଭଳି ଏକ କାଣ୍ଡ ରଚିଛନ୍ତି ଯାହା ଦେଶର ମାନ ତଳେ ପକାଇଛି । ଜୋହେବ ରଶୀଦ ନାମକ ଏହି ବକ୍ସରଜଣଙ୍କ ତାଙ୍କ ମହିଳା ସାଥୀ ଖେଳାଳିଙ୍କ ପର୍ସରୁ ଅର୍ଥ ଚୋରୀ କରିଥିବା ଜଣାପଡିଛି । ପାକିସ୍ତାନ ଆମେଚର ବକ୍ସିଂ ମହାସଂଘ ଏ ସମ୍ପର୍କରେ ଖୁଲାସା କରିଛି ।…

ରିଙ୍କୁ ଟି୨୦ ବିଶ୍ୱକପରେ ଭାରତୀୟ ଟିମର ସଦସ୍ୟ ରହିବା ସମ୍ଭାବନା ଉଜ୍ଜୀବୀତ

ଧର୍ମଶାଳା: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଧର୍ମଶାଳାରେ ଖେଳାଯିବ । ୩-୧ରେ ଅଗ୍ରଣୀ ରହି ଭାରତ ଏହି ସିରିଜ ଆଗୁଆ ଜିତି ନେଇଛି । ତେବେ ଏହି ମୁକାବିଲା ପୂର୍ବରୁ ଟିମ ଇଣ୍ଡିଆ ରିଙ୍କୁ ସିଂଙ୍କୁ ଡକାଇଛି । ଟି୨୦ ବିଶ୍ୱକପ ପୂର୍ବରୁ ହେବାକୁ ଥିବା ଫଟୋଶୁଟ ପାଇଁ ସେ…

ରଣଜୀ ଟ୍ରଫି: ରେକର୍ଡ ୪୮ ଥର ପାଇଁ ଫାଇନାଲରେ ପ୍ରବେଶ କଲା ମୁମ୍ବାଇ

ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ସେମିଫାଇନାଲରେ ତାମିଲନାଡୁକୁ ପରାସ୍ତ କରି ମୁମ୍ବାଇ ରେକର୍ଡ ୪୮ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଶାର୍ଦ୍ଦୁଳ ଠାକୁରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ମୁମ୍ବାଇ ଏକ ଇନିଂସ ଓ ୭୦ ରନରେ ବିପକ୍ଷ ଦଳକୁ ପରାସ୍ତ କରିଥିଲା । ତାମିଲନାଡୁ…

ଧୋନୀ ଏମିତି କଣ ଲେଖିଲେ ଯେ, ପ୍ରଶଂସକଙ୍କ ମୁଣ୍ଡରେ ପଶୁନି

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ଆଉ ହାତ ଗଣତି ଦିନ ପରେ ଆରମ୍ଭ ହୋଇଯିବ । ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ଧୋନୀ ସୋସିଆଲ ମିଡିଆରେ ଲେଖିଛନ୍ତି ନୂଆ ସଂସ୍କରଣ ନୂତନ ଦାୟିତ୍ୱ । ଯାହାକୁ ନେଇ ପ୍ରଶଂସକମାନେ…

ଟି୨୦ ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ମୂଲ୍ୟ ଛୁଇଁଲା ୨ କୋଟି !

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଦେଖିବା ପାଇଁ ସର୍ବଦା କ୍ରିକେଟପ୍ରେମୀଙ୍କ ମନରେ ଏକ ଅଲଗା ପ୍ରକାରର ଉତ୍ସାହ ଦେଖିବାକୁ ମିଳିଥାଏ । ଉଭୟ ଟିମ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳା ଯାଉ ନ ଥିବାରୁ ସେମାନେ ଆଇସିସି ମୁକାବିଲାରେ କେବଳ ମ୍ୟାଚ ଖେଳୁଛନ୍ତି । ରିପୋର୍ଟ…

ଡବ୍ଲ୍ୟୁଟିଟି ୟୁଥ କଂଟେଡର: ସାର୍ଥକ ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଆଲଜେରିଆରେ ଅନୁଷ୍ଠିତ ଡବ୍ଲ୍ୟୁଟିଟି ୟୁଥ କଂଟେଡରରେ ପ୍ରଭାବୀ ପ୍ରଦର୍ଶନ କରି ଭାରତ ପାଇଁ ୧୫ ବର୍ଷରୁ କମ ବାଳକ ବିଭାଗରେ ଓଡିଶାର ସାର୍ଥକ ଆର୍ଯ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ କୋରିଆର କିମ ସିଙ୍ଗୱନଙ୍କୁ ୩-୧ ଓ ଉଜବେକିସ୍ତାନର ଟେମୁରବେକ ନୁରମୋନୋଭଙ୍କୁ ୩-୦ରେ ହରାଇ…

କ୍ରିଷ୍ଟିଆନ ରୋନାଲ୍ଡୋ କେବେ ଅବସର ନେବେ ସୂଚନା ଦେଲେ ବାନ୍ଧବୀ

ନୂଆଦିଲ୍ଲୀ: ପର୍ତୁଗାଲ ଫୁଟବଲ ଟିମର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଖୁବ ଶୀଘ୍ର ଅବସର ନେଇ ପାରନ୍ତି । ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗ୍ୟୁଜ ଏହି ଖୁଲାସା କରିଛନ୍ତି । ସେ କହିଛନ୍ତି ରୋନାଲ୍ଡୋ ଯେତେ ଦୂର ସମ୍ଭବ ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ଫୁଟବଲକୁ ଅଲବିଦା କହି ପାରନ୍ତି…