Latest Odisha News

BREAKING NEWS

Browsing Category

ଖେଳ

ଉବେର କପ ଚୟନରେ ଋତୁପର୍ଣ୍ଣା, ଶ୍ୱେତପର୍ଣ୍ଣା ଯୋଡିଙ୍କୁ ଅଣଦେଖା

ଭୁବନେଶ୍ୱର: ଚୀନର ଚେଙ୍ଗୁଡୁରେ ଏପ୍ରିଲ ୯ରୁ ୧୪ ପର୍ଯ୍ୟନ୍ତ ହେବାକୁ ଥିବା ଉବେର କପ ପାଇଁ ଓଡିଶାର ଷ୍ଟାର ମହିଳା ଡବଲ୍ସ ଖେଳାଳି ଋତୁପର୍ଣ୍ଣ ଓ ଶ୍ୱେତପର୍ଣ୍ଣା ପଣ୍ଡା ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରି ଦେଇଥିଲେ । ଭାରତର ଶ୍ରେଷ୍ଠ ୨ ଡବଲ୍ସ ଯୋଡି ତାନିଶା କ୍ରାଷ୍ଟୋ-ଅଶ୍ୱୀନ ପୋନ୍ନାପ୍ପା…

ଟେନିସ ଇତିହାସରେ ବୟୋଜ୍ୟେଷ୍ଠ ଏକ ନମ୍ବର ହେଲେ ଜୋକୋଭିଚ

ନୂଆଦିଲ୍ଲୀ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ଟେନିସ ଇତିହାସରେ ସବୁଠାରୁ ବୟସ୍କ ଏକ ନମ୍ବର ଖେଳାଳି ହୋଇଛନ୍ତି । ରବିବାର ସଦ୍ୟ ପ୍ରକାଶିତ ଏଟିପି ର‌୍ୟାଙ୍କିଙ୍ଗରେ ସେ ଶୀର୍ଷ ଖେଳାଳି ମାନ୍ୟତ ପାଇଛନ୍ତିି । ୩୬ ବର୍ଷ ୩୨୧…

ବିଶ୍ୱ ରେକର୍ଡ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ହରାଇ ମୁମ୍ବାଇ ତାର ପ୍ରଥମ ବିଜୟ ହାସଲ କରିଛି । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ବିଶ୍ୱରେକର୍ଡ କରିଛି । ଟି୨୦ କ୍ରିକେଟରେ ସର୍ବାଧିକ ବିଜୟ ହାସଲ କରିବା ଗୌରବ ମୁମ୍ବାଇ ହାସଲ କରିଛି । ମୁମ୍ବାଇ ଓଭରାଲ ୧୫୦…

ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କଲା ମୁମ୍ବାଇ

ୱାଙ୍ଖେଡ: ଚଳିତ ଆଇପିଏଲରେ କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ପରିବେଶରେ ପ୍ରଥମ ବିଜୟ ହାସଲ କରିଛି । ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ହାଇ ସ୍କୋରିଂ ମ୍ୟାଚକୁ ମୁମ୍ବାଇ ଇଣ୍ଡିଆନ୍ସ ୨୯ ରନରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦…

ଏସିୟୁ ପୂର୍ବ ମୂଖ୍ୟ କହିଲେ କ୍ରିକେଟ ପ୍ରତି କୋହଲିଙ୍କ ଉତ୍ସର୍ଗୀକୃତ ମନୋଭାବ ପ୍ରଶଂସନୀୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡର ପୂର୍ବତନ ଆଂଟି କରୋପଶନ ମୂଖ୍ୟ ନୀରଜ କୁମାର ଏକ ସାକ୍ଷାତକାରରେ ଟିମର କେତେକ ଖେଳାଳିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ୨୦୧୫ରୁ ୧୮ ପର୍ଯ୍ୟନ୍ତ ସେ ଏସିୟୁ ଚିଫ ଦାୟିତ୍ୱରେ ଥିଲେ । କ୍ରିକେଟ ପ୍ରତି ବିରାଟ କୋହଲିଙ୍କ ସଚ୍ଚୋଟତା ଓ ଉତ୍ସର୍ଗୀକୃତ…

ଆଇପିଏଲ: କୋହଲିଙ୍କ ୮ମ ଶତକ, ଚଳିତ ସିଜନରେ ପ୍ରଥମ

ଜୟପୁର: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୧୮୪ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରଖିଛି । ବିରାଟ କୋହଲି ଚଳିତ ସିଜନର ପ୍ରଥମ ଏବଂ ଓଭରାଲ ୮ମ ଶତକ ମାରି ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଟସ ଜିତି ରାଜସ୍ଥାନ…

ଆସନ୍ତୁ ଜାଣିବା କାହିଁକି ଆରସିବି ବିପକ୍ଷ ମ୍ୟାଚରେ ଗୋଲାପୀ ରଙ୍ଗର ଜର୍ସି ପିନ୍ଧିଲା ରାଜସ୍ଥାନ ଟିମ

ଜୟପୁର: ଚଳିତ ଆଇପିଏଲରେ ସୱାଇ ମାନସିଂହ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଛି । ଏହି ମ୍ୟାଚରେ ରାଜସ୍ଥାନର ସମସ୍ତ ଟିମ ଗୋଲାପୀ ରଙ୍ଗର ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ଗ୍ରାମୀଣ ଭାରତରେ ମହିଳା ସଶକ୍ତୀକରଣ ପାଇଁ…

ସୂର୍ଯ୍ୟକୁମାର, ପନ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଲେଣି ଶିବମ ଦୁବେ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶିବମ ଦୁବେ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଟି୨୦ ବିଶ୍ୱକପ ପାଇଁ ସେ ନିଜ ଦାବୀଦାର ଉପସ୍ଥାପିତ କରି ସାରିଛନ୍ତି । ଦୁବେଙ୍କ ପ୍ରଦର୍ଶନ ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଶ୍ରେୟାଶ ଆୟାରଙ୍କ ପରି ଖେଳାଳିଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଭାରତର…

ଟି୨୦ ବିଶ୍ୱକପ ପୂର୍ବରୁ ଏହି ଖେଳାଳିଙ୍କ ଖରାପ ପ୍ରଦର୍ଶନ ନେଇ ଚିନ୍ତାରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପର ୨୦୨୪ ସଂସ୍କରଣ ଜୁନରୁ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଦେଶ ସେମାନଙ୍କ ପ୍ରସ୍ତୁତି ଜୋରଦାର କରିଛନ୍ତି । ଭାରତରେ ଏବେ ଆଇପିଏଲ ଚାଲିଥିବାରୁ ବିଶ୍ୱକପ ପୂର୍ବରୁ ଏହା ଏକ ଭଲ ପ୍ଲାଟଫର୍ମ ସାବ୍ୟସ୍ତ ହେବ ବୋଲି ସମୀକ୍ଷକମାନେ ଆଶାୟୀ ଅଛନ୍ତି । ତେବେ ଏ ପର୍ଯ୍ୟନ୍ତ…

ଚେନ୍ନାଇ ବିପକ୍ଷରେ ହାଇଦ୍ରାବାଦର ସହଜ ବିଜୟ

ହାଇଦ୍ରାବାଦ: ଏଠାରେ ଗୁରୁବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରବାଦ ୬ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ଦଳ ୧୧ ବଲ ହାତରେ ଥାଇ ମ୍ୟାଚକୁ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ବିନିମୟରେ ୧୬୫ ରନ କରିଥିଲା । ଶିବମ…